ରାଜାରାମ ଷଡଙ୍ଗୀ
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ମହାସମାରୋହରେ ଦୁର୍ଗାପୂଜା ଆୟୋଜନ କରିବାକୁ ନିଷ୍ପତ୍ତି ନେଲା ଗୋବିନ୍ଦତୋଲା ଦୁର୍ଗାପୂଜା କମିଟି
ସମ୍ବଲପୁର: ଦୀର୍ଘ ୫୫ବର୍ଷ ହେଲା ଗୋବିନ୍ଦତୋଳା ଛକ ରେ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ହୋଇଆସୁଛି, ଯାହାକି ସମ୍ବଲପୁର ସହରର ଆକର୍ଷଣ...
ଶଶିଭୂଷଣ ତ୍ରିପାଠୀଙ୍କ ପରଲୋକ
ସମ୍ବଲପୁର:ମୁଦିପଡା ନିବାସୀ ଶଶିଭୂଷଣ ତ୍ରିପାଠୀଙ୍କ ୯୨ ବର୍ଷରେ ଆଜି ତାଙ୍କ ପରଲୋକ ଘଟିଛି l ଜିଲ୍ଲାର ଜଣେ ଆଗ ଧାଡିର...
ବୁଢ଼ାରଜା ଜଙ୍ଗଲରେ ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନର ରୌପ୍ୟ ଜୟନ୍ତୀ ଉତ୍ସବ
ସମ୍ବଲପୁର: ସବୁଜ ବୃକ୍ଷରାଜି ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଐତିହାସିକ ବୁଢ଼ାରଜା ଜଙ୍ଗଲ ସମ୍ବଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ |...
ନଜର ବାହାରେ ମଠେଶ୍ୱର ବାବା ଶୈବ ପୀଠ, ଜମୁଛି ଭକ୍ତଙ୍କ ଭିଡ
ସମ୍ବଲପୁର:ନଜର ବାହାରେ ରହିଛି ଅତି ପ୍ରାଚିନ ଶୈବ ପୀଠ ମଠେଶ୍ୱର ବାବାଙ୍କ ମନ୍ଦିର l ପାଖାପାଖି ଦୁଇ ଶହ ପଚାଶ...
ଓଡ଼ିଆ ଅସ୍ମିତାର ପରିଚୟ ପାଇଁ ମେଘପାଳ ଆଗରେ
ସମ୍ବଲପୁର:ଏକଦା ସମ୍ବଲପୁର ଜିଲ୍ଲା ର ମାଓ ଅଧ୍ୟୁଷିତ ଅଂଚଳ ଭାବେ ପରିଗଣିତ ହୋଇଥିବା ଯୁଯୋମୁରା ବ୍ଲକର ମେଘପାଳ ପଞ୍ଚାୟତ ବିକଶିତ...
ଭୀମସାର ହରାଉଛି ନିଜର ଅସ୍ତିତ୍ୱ,ଘୋଷଣା କାଗଜ କଲମରେ ସୀମିତ
ସମ୍ବଲପୁର:ପୂର୍ବ ସରକାରଙ୍କ ନକାରାତ୍ମକ କାର୍ଯ୍ୟକ୍ରମ ପାଇଁ ଆଜି ବୁର୍ଲା ଡ଼ାକ୍ତରଖାନା ହରାଉଛି ନିଜର ଅସ୍ତିତ୍ୱ l ବିଛା ମନ୍ତ୍ର ନ...
ସ୍ମୃତିରାଣୀ ପାଇଲେ ତୃପ୍ତିରାଣୀ ଟ୍ରଫି
ସମ୍ବଲପୁର:ଯୁଯୋମୁର ବ୍ଲକ ଡ଼ଙ୍ଗରପଡା ର କୁମାରୀ ସ୍ମୃତିରାନୀ ସାହୁ ଆଞ୍ଚଳିକ ହାଇସ୍କୁଲ ଡଙ୍ଗରପଡା ର ମେଧାବୀ ଛାତ୍ରୀ ଙ୍କ ଗତ...
ସ୍ୱାଧୀନତା ଦିବସ ଉପଲକ୍ଷେ ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର,୭ ଛାତ୍ରୀଙ୍କ ସମେତ ୩୧ ଜଣ କଲେ ରକ୍ତଦାନ
ସମ୍ବଲପୁର :୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ଓ ବୁର୍ଲା ମେଡିକାଲ (ଭୀମସାର )ରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି...
କେଶାପାଲିରେ ବୃକ୍ଷ ରୋପଣ:ସମର୍ପଣ ଅନୁଷ୍ଠାନର ଲୋଗୋ ଉନ୍ମୋଚିତ
ସମ୍ବଲପୁର:ଯୁଯୁମୁରା ବ୍ଲକ କେଶାପାଲି ହାଇସ୍କୁଲ ପରିସରରେ ବୁଧବାର ସ୍ବେଛାସେବୀ ଅନୁଷ୍ଠାନ ସମର୍ପଣ ପରିବାର, ଓ ବନ ବିଭାଗର ମିଳିତ ସହଯୋଗରେ...
ବର୍ଷାରେ ଭିଜି ଭିଜି ତ୍ରିରଙ୍ଗା ଯାତ୍ରା:ଉତ୍ସାହ ଉଦ୍ଦୀପନାରେ ସମ୍ବଲପୁର ବିଜେପି ପକ୍ଷରୁ ସମ୍ପନ୍ନ
ସମ୍ବଲପୁର:୨୦୨୨ ରୁ ୨୦୪୭ ଭାରତ ସ୍ୱାଧୀନତା ର ଅମୃତ କାଳ ରେ ରାଷ୍ଟ୍ରବାଦ ର ପରାକାଷ୍ଠା କୁ ଆହୁରି ସାଣିତ...
ଗାଁ ସାଥୀଙ୍କ ବିରୋଧରେ ବିଡିଓଙ୍କୁ ଦାବିପତ୍ର
ସମ୍ବଲପୁର:କୁଚିଣ୍ଡା ବ୍ଲକ ବାଙ୍କେ ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଗାଁ ସାଥୀମାନେ ମନୋମୁଖୀ କାର୍ଯ୍ୟ କରୁଥିବା ନେଇ ଶ୍ରମିକମାନେ ବିଡିଓଙ୍କୁ ଫେରାଦ ହୋଇଛନ୍ତି।...
ବାସୁଦେବ ଗୋଦାବରି ଡ଼ିଗ୍ରୀ ମହାବିଦ୍ୟାଳୟରେ ହର ଘର ତିରଙ୍ଗା ଓ ବନହୋତ୍ସବ କାର୍ଯ୍ୟକ୍ରମ
ସମ୍ବଲପୁର:ସୋମବାର ବାସୁଦେବ ଗୋଦାବରୀ ଡ଼ିଗ୍ରୀ ମହାବଦ୍ୟାଳୟରେ ହର ଘର ତିରଙ୍ଗା ଓ ବନମହୋତ୍ସବ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୟାସାଗର ପ୍ରଧାନଙ୍କ ପୌରହିତ୍ୟରେ...
