ରାଜାରାମ ଷଡଙ୍ଗୀ
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ବିଜେପିରେ ପ୍ରମୋଦ ରଥଙ୍କ ଯୋଗଦାନକୁ ନେଇ ବିଜେପି କର୍ମିଙ୍କ ଉତ୍ସାହ ବୃଦ୍ଧି
ସମ୍ବଲପୁର:ଆଜି ସମ୍ବଲପୁର ବିଜେପି ର ତିନି ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ଜନ୍ମଦିନ ପାଳନ ଅବସର ରେ ହୋଇଥିଲା ଏକ...
ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସମ୍ବଲପୁର:ଖଣ୍ଡୁଆଳଠାରେ ଚାଲିଥିବା ମାଁ ନିମସରିଏନ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି | ଖଣ୍ଡୁଆଳର ଚକ୍ରଧର ମାଝୀ...
ସମ୍ବଲପୁରରେ ‘ଲୋକ ସେବକ ମଣ୍ଡଳ’ ପକ୍ଷରୁ ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର: ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ...
ସମ୍ବଲପୁରୀ ଧନୁଯାତ୍ରାର ପ୍ରଥମ କଂସ ହେବେ ଫଣିନ୍ଦ୍ର ପଣ୍ଡା
ସମ୍ବଲପୁର: ଆସନ୍ତା ମାର୍ଚ ମାସରେ ସମ୍ବଲପୁର ଠାରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରାରେ ଫଣିନ୍ଦ୍ର କୁମାର ପଣ୍ଡା କଂସ ଅଭିନୟରେ...
ଯାଦୁଲୁଇସିଂ ଗାଁରେ ଜଙ୍ଘାଲିଙ୍ଗା ମହାଦେଓଙ୍କ ପୂଜା ଉଦଯାପିତ
ସମ୍ବଲପୁର(ମାନେଶ୍ଵର):ବ୍ଲକ ଡକରା ପଞ୍ଚାୟତ ଅନ୍ତର୍ଗତ ଯାଦୁଲୁଇସିଂ ଗ୍ରାମରେ ଗଣ୍ଡ ସମାଜର ଆରାଧ୍ୟ ଦେବତା ଶ୍ରୀ ଜଙ୍ଘା ବଡଦେଓଙ୍କ ପୂଜାର ଆୟୋଜନ...
ସମ୍ବଲପୁର ମିନି ଟ୍ରକ୍ ଆସୋସିଏସନ୍ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର,ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ନେଇ ମିନି ଟ୍ରକ ମାଲିକଙ୍କ ଯୋଗଦାନ ରହିବା ନେଇ ଘୋଷଣା କଲେ ରାଜ୍ୟ ସଂଘ
ସମ୍ବଲପୁର: ନିଖିଳ ଓଡିଶା ମିନି ଟ୍ରକ୍ ମାଲିକ ମହାସଂଘ ସହାୟତାରେ ସମ୍ବଲପୁର ମିନି ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱାରା ଆଜି...
ଦେବଗଡ଼ର କିଲିମାଞ୍ଜୋର ପର୍ବତ ଆରୋହଣକାରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦେବଗଡ଼:ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜୋର ପର୍ବତ ଆରୋହଣ କରିଥବା ଦେବଗଡ଼ ଜିଲ୍ଲାର ଶଶିଭୂଷଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ...
ବିଜେପି ବୈଠକ ରେ ଅଘଟଣ:ନିଆଁ ଲାଗିବା ଆଶଙ୍କାକୁ ଏଡେଇବାକୁ ଯାଇ ତରଳ ଗରମ ଘିଅ ପଡି ବିଜେପି କ୍ଷେତ୍ରୀୟ ପ୍ରବକ୍ତା ଆହତ
ସମ୍ବଲପୁର:ଆଜି ବିଜେପି ର ସମ୍ବଲପୁର ବିଧାନସଭାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ୍ ଚାଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।...
ମାଁ ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆମନ୍ତ୍ରଣରେ ବି ପାତର ଅନ୍ତର !
ସମ୍ବଲପୁର:ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ତଥା କୋଟି କୋଟି ଶ୍ରଦ୍ଧାଳୁ ଙ୍କର ଆସ୍ଥା ର ଦେବୀ ମାଁ ସମଲେଇ...
ସେବାର ମୂଲ୍ୟ ଅମୂଲ୍ୟ: ସୋସିଆଲ ଷ୍ଟାର କ୍ଲବର ୨୪ତମ ସ୍ଥାପନା ଦିବସ
ସମ୍ବଲପୁର: ସେବା ପରି ତ୍ୟାଗମୟ କଠିଣ କାମ କରିବାକୁ ହେଲେ ପରିବାରର ସମର୍ଥନ ଥିଲେ ଏହା କେହିବି କରିପାରିବେ ନାହିଁ...
ନାଟ୍ୟକାର ବିନୋଦ ପଶାୟତଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ସମ୍ବଲପୁରୀ ଭାଷା ପାଇଁ ଏକ ବଡ଼ ସମ୍ମାନ : ନାଟନାଟୁଆ
ସମ୍ବଲପୁର:ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପଦ୍ମଶ୍ରୀ ଉପାଧିକୁ ନେଇ ପଶ୍ଚିମ ଓଡିଶାରେ ଖୁସୀ...
ବ୍ଲଡ୍ ଡୋନର୍ସ ଗ୍ରୁୁପ ପକ୍ଷରୁ ମେଗା ରକ୍ତଦାନ ଶିବିର,୯୭ ୟୁନିଟ୍ ସଂଗ୍ରହ
ସମ୍ବଲପୁର(ହୀରାକୁଦ) ଗଣତନ୍ତ୍ର ଦିବସ ଅବସରରେ ବ୍ଲଡ଼ ଡୋନର୍ସ ଗ୍ରୁପ ହୀରାକୁଦ ପକ୍ଷରୁ ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ଏକ ମେଗା...
