ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ଉଲୁଣ୍ଡା ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ଆସନ୍ତା ମାସ 17 ରୁ 27 ତାରିଖ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ହେବାକୁଥିବା ଧନୁଯାତ୍ରା ମହୋତ୍ସବ ଆସନ୍ତା...
ବୀରମହାରାଜପୁର ଅଞ୍ଚଳରେ ସାର ଓ କୀଟନାଶକ ଔଷଧ ର କଳାବଜାର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସାର ଓ କୀଟନାଶକ ଔଷଧ ବ୍ୟାପକ କଳାବଜାର ଯୋଗୁଁ...
ବୀରମହାରାଜପୁର ତହସିଲ ରେ ଧିମେଇ ଚାଲିଛି ହାଇଟେକ୍ ସର୍ଭେ ; ଆଜି ପର୍ଯ୍ୟନ୍ତ ମିଳିଲାନି ଫାଇନାଲ ଜମି ପଟ୍ଟା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ରେ ୨୦୧୭ ମସିହା ରୁ ଆଜି ପର୍ଯ୍ୟନ୍ତ...
ଘିଚାପାଲି ରେ ରlସ ଯାତ୍ରା ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଲୁତୁରପଙ୍କ ପଞ୍ଚାୟତ ଅନ୍ତର୍ଗତ ଘିଚାପାଲି ଗାଁ ରେ...
ମୁଖ୍ୟମନ୍ତ୍ରୀ ବସ ସେବାରୁ ବଞ୍ଚିତ କେନଝରିଆ ପାଲି ପଞ୍ଚାୟତ ବାସୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲl ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ବସ୍ ସେବା ପାଇବାରୁ...
ଧର୍ମପଦ ସମ୍ମାନ ରେ ସମ୍ମାନିତ ଡ. ହିମାଂଶୁ ଶେଖର ପାଢୀ
ବୀରମହାରାଜପୁର : (ସୌମିତ୍ରି ମେହେର) ପୁରୀ ଜିଲ୍ଲାର ନିମାପଡ଼ା ସ୍ଥିତ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗମ ପକ୍ଷରୁ ପ୍ରବନ୍ଧ...
ଅଡlଲ ରେ ଉଦଯାପିତ ହେଲା ଜଳନ୍ଧର ଦରବାର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ଅଡାଲ ଗ୍ରାମରେ ପଞ୍ଚୁକ...
ସୁବଳୟାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଧାକୃଷ୍ଣ ଙ୍କୁ ବିରାଟ ଶୋଭାଯାତ୍ରା ରେ କଲେ ନଗର ପରିକ୍ରମା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ସୁବଳୟl ରାଧlକୃଷ୍ଣ ମଠ ଠାରୁ ଏକ ସୁସଜ୍ଜିତ ରଥରେ...
ବୀରମହାରାଜପୁର ରେ 5120 ତମ ନିମ୍ବାର୍କ ଜୟନ୍ତୀ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ଆଜି ୫୧୨୦ତମ ନିମ୍ବାର୍କ ଜୟନ୍ତୀ ସମାରୋହ...
ଗିନ୍ଦିଲାମାଳ ରେ ଜନଜାତିୟ ଗୌରବ ଦିବସ ପାଳିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଳି ପଞ୍ଚାୟତର ଗିନ୍ଦିଲାମାଲ ଗ୍ରାମ ଠାରେ ନେହେରୁ ଯୁବ...
କାର୍ତ୍ତିକ ପଞ୍ଚକରେ ପାତାଳୀ ଶ୍ରୀକ୍ଷେତ୍ର ରେ ହଜାର ହଜାର ଭକ୍ତଙ୍କ ସମାଗମ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ...
କାର୍ତ୍ତିକ ପଞ୍ଚୁକ ଚତୁର୍ଦ୍ଦଶୀ ଉଜାଗର ପାଇଁ ଗୋଧନେଶ୍ୱର ଶୈବ ପୀଠ ରେ ପୌରାଣିକ ନାଟକ ସୀତାଚୋରୀ ଅଭିନୀତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର୍ ବ୍ଲକ୍ ଅନ୍ତର୍ଗତ ଗୌଧନେଶ୍ୱର ଶୈବପୀଠ ରେ ପୌରାଣିକ ନାଟକ ସୀତାଚୋରି...
