ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ବି ଡି ସି ସି ବ୍ୟାଙ୍କ ସଭାପତି ଙ୍କ ବୀରମହାରାଜପୁର ଗସ୍ତ କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆସି ପହଁଚି ଥିଲେ ବଲାଙ୍ଗିର ଜିଲ୍ଲା କୋ ଅପରେଟିଭ ସୋସାଇଟି...
ସlହlଜଲଥା ମା ମାଉଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ର ସlହlଜଲଥା ଗ୍ରାମ...
ପ୍ରେମିକାକୁ ପେଟ୍ରୋଲ ଢାଳି ପୋଡି ଦେବା ଘଟଣାରେ ଅଭିଯୁକ୍ତ ପ୍ରେମିକ ଲିଙ୍ଗରାଜ କୁ କୋର୍ଟଚାଲାଣ କରିଛି ପୋଲିସ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବଳିପାଲି ଗ୍ରାମରେ ସନ୍ଦେହ କରି ନିଜ ପ୍ରେକିକା କୁ ପ୍ରଥମେ ତଣ୍ଟି...
ସୁବଳୟା କୁ ଏନ୍ ଏ ସି ଘୋଷଣା ଦାବି ନେଇ ବାର ଘଣ୍ଟିଆ ବନ୍ଦ ପାଳନ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ...
ବୀରମହାରାଜପୁର କଲ୍ୟାଣ ମଣ୍ଡପ ରେ ମିଶନ ଶକ୍ତି ରୁଣ ପ୍ରଦାନ ଓ ସୁଧ ଫେରସ୍ତ ମେଳା
ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ଋଣପ୍ରଦାନ...
ପ୍ରେମ ରେ ସନ୍ଦେହ କରି ପ୍ରେମିକାକୁ ତଣ୍ଟି ଚିପି ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଲା
ବୀରମହାରାଜପୁର : (ସୌମିତ୍ରି ମେହେର) ପ୍ରେମ ସାସ୍ୱତ ଓ ଚିରନ୍ତନ। ମାତ୍ର ପ୍ରେମରେ ସନ୍ଦେହ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ...
ସୁବଳୟା ଡିଗ୍ରୀ କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ସୁବଳୟା ରେ ଥିବା ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର...
ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ନୂଆପାଲି କୁ ହରାଇ ଘଣ୍ଟପାଲି ଦଳ ଚାମ୍ପିଅନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦେଉଳ ମୁଣ୍ଡା ଖେଳ ପଡିଆରେ ଚାଲିଥିବା ମା ମାହେଶ୍ୱରୀ...
ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବୀରମହାରାଜପୁର : ( ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମେଣ୍ଡାମାଳ , ହିଲୁଙ୍ଗ ଆଦି ଗାଁ...
ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ଆମ ହସ୍ପିଟାଲ ଲୋକାର୍ପଣ କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ଆଜି ଆମ ହସପିଟାଲ ମାନ୍ୟବର...
ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ମାନ୍ୟତା ପାଇବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ବରିଷ୍ଠ ନାଗରିକ ସଂଘ
ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) ମାନ୍ୟତା ରାଜ୍ୟ ସରକାର...
ମାଟୁପାଲି ଶ୍ରୀ ଗୋପାଳଜି ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଠାରେ ଗୋପାଳଜୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ...
