ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଜଟେସିଂଘା ହରିହର ଜୋର ପୋଲ ଉପର ଦେଇ ଯାଇଥିବା ପୂର୍ତ୍ତବିଭାଗ ରାସ୍ତା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଦଳିଗଡ ପୂର୍ତ୍ତବିଭାଗ ଅଧିନରେ ଥିବା ରାସ୍ତା ଉପରେ ଥିବା ଫୁଲଚରା...
ଦୁରଦୂରା ବାଉରୀ ଜୋର ପୋଲ ଉପର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ଅଧିନ ରାସ୍ତା ପାଲଟିଛି ମରଣ ଯନ୍ତା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଦଳୀଗଡ ପୂର୍ତ୍ତବିଭାଗ ଅଧିନ ରେ ଥିବା ମୁଖ୍ୟ ରାସ୍ତା ଟି...
ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମାଞ୍ଚଳରେ ଆଧୁନିକ କୃଷି ପ୍ରଚାରରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ
ସୋନପୁର : (ସୌମିତ୍ରି ମେହେର) ମେ ୨୯ରୁ ଜୁନ ୧୨ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବିକଶୀତ କୃଷି ସଂକଳ୍ପ...
ଅବୈଧ ମଦ, ମାଦକ ଓ ନିଶା ବିରୋଧୀ ବିଶେଷ ସଚେତନତା ଅଭିଯାନ ପାଇଁ ସ୍ଵତନ୍ତ୍ର ବୈଠକ
ସୋନପୁର : (ସୌମିତ୍ରି ମେହେର ) ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ନିର୍ଦ୍ଦେଶନୁସାରେ ଅବୈଧ ମଦ, ତମାଖୁ ଓ ଅନ୍ୟାନ୍ୟ...
କ୍ଷେମାଲୋଏ ପଞ୍ଚାୟତ ରେ ସର୍ବ ସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଉଲୁଣ୍ଡା ପଞ୍ଚାୟତ ସମିତି...
ଟିକରାପଡ଼ା ସ୍ଥିତ ଗାନ୍ଧିପଡ଼ା ରେ ଦେବ ଦମ୍ପତ୍ତି ଙ୍କ ବିବାହ ଉତ୍ସବ ସମ୍ପନ୍ନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ ଟିକ୍ରାପଡା ଗାନ୍ଧୀପଡା ରୁ ଦେବ ଦେବ ମହାଦେବ...
ବୀରମହାରାଜପୁର କୃଷି ଜିଲ୍ଲା ରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ରବି ଧାନ ଫସଲ ନଷ୍ଟ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷିଜିଲା ରେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ରବି ଧାନ...
ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିଣୀ ମିଶ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନି ମିଶ୍ର ଚାକିରୀରୁ...
ବିକଶିତ କୃଷି ସଂକଳ୍ପ ଅଭିଯାନ, ଅନ୍ତର୍ଗତ କୃଷି ରଥ ର ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର
ସୋନପୁର : (ସୌମିତ୍ରି ମେହେର) ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆରମ୍ଭିତ “ବିକଶିତ କୃଷି...
କ୍ଷେମାଲୋଏ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ବାଣ୍ଟିଲେ କ୍ରୀଡା ସାମଗ୍ରୀ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କ୍ରୀଡା ସାମଗ୍ରୀ...
ବୀରମହାରାଜପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ଏସି. ଏସ୍ ଟି ଜମି କିଣାବିକା ରେ ଅନିୟମିତତା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଗାଇଡଲାଇନ କୁ ଖୋଲା ଖୋଲି ଉଲଂଘନ...
ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ କୌଶଳ ଶିକ୍ଷା ଦିଗରେ ଅଗ୍ରସର କରିବା ପାଇଁ ଘରୋଇ କ୍ୟାରିୟର କାଉନସେଲିଂ ଅଭିଯାନ
ଉଲୁଣ୍ଡା : (ସୌମିତ୍ରି ମେହେର) ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ କୌଶଳ ଶିକ୍ଷା ସହ ଜୀବନ ଗଠନ ପାଇଁ ସଚେତନ କରିବା ଲକ୍ଷ୍ୟରେ...
