News From Balangir Odisha
ଟିଟିଲାଗଡ଼ ପାର୍କରେ ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମରା ଘଟଣା; ନ୍ୟାୟ ଦାବିରେ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା ।
ବଲାଙ୍ଗିର,୨୧।୧୧: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ସ୍ଥିତ ଜନଗହଳିପୂର୍ଣ୍ଣ ଆଇ ଲଭ୍ ପାର୍କ ନିକଟରେ ଯୁବତୀମାନଙ୍କୁ ଅସଦାଚରଣ ଓ ଆକ୍ରମଣ କରାଯାଇଥିବା ଭଳି...
ବାତ୍ୟା ବର୍ଷାରେ ଉଜୁଡ଼ିଲା ପରିଶ୍ରମ: ବଲାଙ୍ଗୀରର ୧୪ ବ୍ଲକରେ ଧାନ ଗଜା, ଚାଷୀଙ୍କ ଆଖିରେ ଲୁହ ।
ବଲାଙ୍ଗୀର,୨୧।୧୧: ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଅକୱାନ୍ ଜନିତ ଅଦିନିଆ ବର୍ଷା ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି...
ବଙ୍ଗୋମୁଣ୍ଡା-ସିନ୍ଧେକେଲା କନ୍ଧବାହାଲ ବୁଲାଣିରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା; ଜଣେ ମୃତ, ଜଣେ ଗୁରୁତର ।
ବଲାଙ୍ଗୀର,୨୦।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତାର ୪୨ ନମ୍ବର କନ୍ଧବାହାଲ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି।...
ମୁରିବାହାଲ ପତ୍ରାପାଲି(ଖ)ରେ ମହୁମାଛି ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ; କ୍ଷତିପୂରଣ ଓ ସହାୟତା ଦାବି ।
ବଲାଙ୍ଗୀର,୨୦।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(ଖ)ରେ ମହୁମାଛିଙ୍କ ଭୟଙ୍କର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ କରୁଣ ମୃତ୍ୟୁ ଘଟିଛି।...
ସୂଚନା କର୍ମୀ ସୁରଥ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ସିନ୍ଧେକେଲା ଥାନା ଘେରାଉ ।
ବଲାଙ୍ଗୀର,୨୦।୧୧: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ସୂଚନା ଅଧିକାର (RTI) କର୍ମୀ ତଥା ବିଶିଷ୍ଟ ସମାଜସେବୀ ସୁରଥ ବେହେରାଙ୍କ...
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚରମ ଅବ୍ୟବସ୍ଥା: ଭୀମ ଭୋଇ ମେଡିକାଲରେ ଅଚଳ ଫ୍ରିଜର, ପଚିଲା ନିରାଶ୍ରିତ ଯୁବକଙ୍କ ଶବ; ପ୍ରଶାସନ ଓ ମନ୍ତ୍ରୀଙ୍କ ନୀରବତାକୁ ନେଇ ତୀବ୍ର ଅସନ୍ତୋଷ ।
ବଲାଙ୍ଗୀର,୧୮।୧୧: ଖୋଦ୍ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା...
ଅମର ସ୍ୱରର ପ୍ରଥମ ବାର୍ଷିକୀ: ଟିଟିଲାଗଡ଼ ମାଟିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ସଙ୍ଗୀତମୟ ସ୍ମୃତିଚାରଣରେ ଗୁଞ୍ଜରିତ ହେଲା ହ୍ୟୁମାନ୍ ସାଗରଙ୍କ ସ୍ମୃତି ।
ବଲାଙ୍ଗୀର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଜନପ୍ରିୟ କଣ୍ଠଶିଳ୍ପୀ ଦିବଂଗତ...
ଗୁଡ଼ିଘାଟ୍-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ନମୋ ନାରାୟଣୀ ରାଇସ୍ ମିଲ୍ର ବେଆଇନ ବର୍ଜ୍ୟବସ୍ତୁ ଫିଙ୍ଗା ଘଟଣା: ପ୍ରଶାସନର କଡ଼ା ପଦକ୍ଷେପ, ତଦନ୍ତ ନିର୍ଦ୍ଦେଶ ।
ବଲାଙ୍ଗୀର,୧୬।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ୍ ଅନ୍ତର୍ଗତ ଗୁଡିଘାଟ ଓ ପତ୍ରାପାଲି ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ‘ନମୋ ନାରାୟଣୀ...
‘ମୁରିବାହାଲ ବିକାଶ ମଞ୍ଚ’ର ପ୍ରଥମ ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ; ସାମାଜିକ ନ୍ୟାୟ ଓ ଜନସେବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସଂକଳ୍ପ ।
ବଲାଙ୍ଗୀର,୧୫।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ରେ ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରିବା ସହ ସମାଜସେବା...
ଗୁଡିଘାଟ-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ନମୋ ନାରାୟଣୀ ରାଇସ୍ ମିଲ୍ର ବେଆଇନ ବର୍ଜ୍ୟବସ୍ତୁ ଫିଙ୍ଗା ଅଭିଯୋଗ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦାବୀ।
ବଲାଙ୍ଗୀର,୧୫।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ୍ ଅନ୍ତର୍ଗତ ଗୁଡିଘାଟ ଓ ପତ୍ରାପାଲି ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ‘ନମୋ...
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସରସ୍ବତୀ ଶିଶୁ ମନ୍ଦିରରେ ସାମୁହିକ ପିତୃ-ମାତୃ ସମ୍ମିଳନୀ ଅନୁଷ୍ଠିତ: ଶୃଙ୍ଖଳା, ସଂସ୍କାର ଓ ଉତ୍ସାହର ସହ ସମ୍ପନ୍ନ ।
ବଲାଙ୍ଗୀର,୧୪।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଚଳିତ ବର୍ଷର ସାମୁହିକ ‘ପିତୃ-ମାତୃ ସମ୍ମିଳନୀ’ ଅତ୍ୟନ୍ତ...
ପାରିବାରିକ ସମ୍ପର୍କରେ ରକ୍ତର ଛିଟା: ବଲାଙ୍ଗୀରରେ ଖଟ କାଠରେ ପିଟିପିଟି ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ ।
ବଲାଙ୍ଗୀର,୧୪।୧୧: ରକ୍ତର ସମ୍ପର୍କରେ ଲାଗିଲା କଳଙ୍କର ଦାଗ। ନିଜ ଜନ୍ମକଲା ଭାଇର ଜୀବନ ନେଲା ସାନ ଭାଇ। ବଲାଙ୍ଗୀର ଜିଲ୍ଲା...
