Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ମୁରିବାହାଲରୁ ଆଇଏଏସ୍: ପଦୋନ୍ନତି ପାଇଲେ ସୁର୍ଯ୍ୟ ନାରାୟଣ ଦାସ, ବଲାଙ୍ଗୀର ପାଇଁ ଗୌରବ ।

ବଲାଙ୍ଗୀର,୪।୯: ବଲାଙ୍ଗୀର ଜିଲ୍ଲାର ଅତ୍ୟନ୍ତ ଅନୁନ୍ନତ, ଅବହେଳିତ ତଥା ଦାଦନ ପ୍ରବଣ ମୁରିବାହାଲ ବ୍ଲକ୍ ମୁଖ୍ୟାଳୟସ୍ଥିତ ପଞ୍ଚାୟତ ହାଇସ୍କୁଲର ପ୍ରାକ୍ତନ...

Amazon Ganja Racket: Sambalpuri Saree ବିକ୍ରି ନାଁରେ ଚାଲିଥିଲା ଗଞ୍ଜେଇ ଚାଲାଣ, Amazon Shippingକୁ କରୁଥିଲେ ବ୍ୟବହାର

ବଲାଙ୍ଗିର: ଅନଲାଇନ୍‌ରେ ସମ୍ବଲପୁରୀ ଶାଢ଼ି ବିକ୍ରି କରିବା ନାଁରେ ଗଞ୍ଜେଇ ଚାଲାଣ କରାଯାଉଥିବା ଏକ ନୂଆ ମୋଡସ୍‌ ଅପରେଣ୍ଡିକୁ ନେଇ...

ଜଳମଗ୍ନ ଗର୍ତ୍ତ ପାଲଟିଲା ଯମ: ବରଣ୍ଡାବାହାଲରେ ଖେଳୁ ଖେଳୁ ଚାଲିଗଲା ୩ ବର୍ଷର ଶିଶୁପୁତ୍ରର ଜୀବନ ।

ବଲାଙ୍ଗୀର,୩।୯: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବରଣ୍ଡାବାହାଲ ଗ୍ରାମରେ ଏକ ହୃଦୟବିଦାରକ ଅଘଟଣ ଘଟିଯାଇଛି। ଘର ନିକଟରେ ଖେଳୁଥିବା...

ସାଲେପଡ଼ାରେ ଦୁଃଖଦ ଘଟଣା: କୂଅରୁ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ ଉଦ୍ଧାର ।

ବଲାଙ୍ଗୀର,୩।୯: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଲ ପଞ୍ଚାୟତର ସାଲେପଡ଼ା ଗ୍ରାମରୁ ବୁଧବାର ଅପରାହ୍ନରୁ ନିଖୋଜ ଥିବା ଜଣେ...

ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ କଣ୍ଟାବାଞ୍ଜି ଓକିଲ ସଂଘର ଧର୍ମଘଟ ପ୍ରତ୍ୟାହୃତ; ସ୍ୱାଭାବିକ ହେଲା ତହସିଲ କାର୍ଯ୍ୟ ।

ବଲାଙ୍ଗୀର,୩।୯: ପ୍ରଶାସନ ପକ୍ଷରୁ ଲିଖିତ ଆଶ୍ୱାସନା ମିଳିବା ପରେ କଣ୍ଟାବାଞ୍ଜି ଓକିଲ ସଂଘ ନିଜର ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ପ୍ରତ୍ୟାହାର କରିଛି।...

ବଲାଙ୍ଗୀର ଦେଓଗାଁ ରେଞ୍ଜରେ ହାତୀ ଆକ୍ରମଣ: ଯୁବକଙ୍କ ମୃତ୍ୟୁ; ବିଳମ୍ବିତ ରାତିରେ ଶବ ଉଦ୍ଧାର, ଅଞ୍ଚଳରେ ଆତଙ୍କ ।

ବଲାଙ୍ଗୀର,୩।୯: ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଯୋଗୁଁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହାତୀ...

ଶାଢ଼ୀ ବିକ୍ରି ଆଢୁଆଳରେ ଅନ୍‌ଲାଇନ୍‌ ଗଞ୍ଜେଇ ଚୋରାଚାଲାଣ: ଗୋଦାମରୁ ୧୭୦ କିଗ୍ରା ଗଞ୍ଜେଇ ଜବତ, ମାଷ୍ଟରମାଇଣ୍ଡ ସହ ୭ ଗିରଫ ।

ବଲାଙ୍ଗୀର,୨।୯: ବଲାଙ୍ଗୀର ଜିଲ୍ଲାରେ ବେଆଇନ ଗଞ୍ଜେଇ ଚୋରାଚାଲାଣକାରୀଙ୍କ ନୂଆ ନୂଆ ଫନ୍ଦି ଏବେ ପୋଲିସ ପାଇଁ ବଡ଼ ଆହ୍ୱାନ ସାଜିଛି।...

ବଲାଙ୍ଗିରରେ ବୁଲା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ: ନାବାଳିକାକୁ ଦେହ ବ୍ୟବସାୟରେ ନିୟୋଜିତ କରି ଗର୍ଭବତୀ କରିଥିବା ‘ରାଣୀ ମହୁମାଛି’ ଗୀତା ବାଗ୍‌ ସହ ୪ ଗିରଫ ।

ବଲାଙ୍ଗିର,୨।୯: ବଲାଙ୍ଗିର ସହରରେ ଚାଲିଥିବା ଏକ ଅନ୍ତଃଜିଲ୍ଲା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିବାରେ ବଲାଙ୍ଗିର ପୋଲିସକୁ ବଡ଼ ସଫଳତା ମିଳିଛି।...

ବଲାଙ୍ଗୀରର ବିଭିନ୍ନ ହୋଟେଲରେ ଏସପିଙ୍କ ଆକସ୍ମିକ ଚଢ଼ଉ: ସାଦା ପୋଷାକରେ ଯାଞ୍ଚ, ୧୫ ସନ୍ଦିଗ୍ଧ ଯୁବକ-ଯୁବତୀ ଅଟକ

ବଲାଙ୍ଗିର,୨।୯: ବଲାଙ୍ଗିର ସହରର ବିଭିନ୍ନ ହୋଟେଲ ଓ ଗେଷ୍ଟହାଉସଗୁଡ଼ିକରେ ପୁଲିସ ପକ୍ଷରୁ ଏକ ବଡ଼ଧରଣର ଆକସ୍ମିକ ଚଢ଼ଉ କରାଯାଇଛି। ବଲାଙ୍ଗିର...

ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଆତଙ୍କ: ଛାତ୍ରଙ୍କୁ ଟଙ୍କା ମାଗି ବାଇକ୍ ଭାଙ୍ଗିଲେ, ଆକ୍ରମଣ ଭିଡିଓ ଭାଇରାଲ୍ ।

ବଲାଙ୍ଗୀର,୧।୯: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ଦୁର୍ବୃତ୍ତଙ୍କ ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ଦେଖିବାକୁ ମିଳିଛି। ଖୋଦ୍ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀ...

କଣ୍ଟାବାଞ୍ଜି ତହସିଲ ଅବ୍ୟବସ୍ଥା ବିରୋଧରେ ଆଇନଜୀବୀଙ୍କ ଗର୍ଜନ: ଧାରଣାର ଦ୍ୱିତୀୟ ଦିନରେ ବ୍ୟାପକ ସମର୍ଥନ, ଦାବି ପୂରଣ ପାଇଁ ଅଡ଼ିଲେ ଓକିଲ ସଂଘ ।

ବଲାଙ୍ଗୀର,୧।୯: ତହସିଲ କାର୍ଯ୍ୟାଳୟର ବ୍ୟାପକ ଅବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଆରମ୍ଭ...

କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟ ଅବ୍ୟବସ୍ଥା ଓ ଜମି ମୂଲ୍ୟାୟନ ବୃଦ୍ଧି ପ୍ରତିବାଦ: କଣ୍ଟାବାଞ୍ଜି ଓକିଲ ସଂଘର ଅନିର୍ଦ୍ଦିଷ୍ଟକାଳୀନ ଧାରଣା, ବିଜେଡି ଓ ସମାଜସେବୀଙ୍କ ସମର୍ଥନ ।

ବଲାଙ୍ଗୀର,୩୧।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ କାର୍ଯ୍ୟାଳୟରେ ଲାଗିରହିଥିବା ବ୍ୟାପକ ଅବ୍ୟବସ୍ଥା, ରାଜସ୍ୱ ମାମଲା ନିଷ୍ପତ୍ତିରେ ଅହେତୁକ ବିଳମ୍ବ ଏବଂ...