Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

ସାମ୍ବାଦିକ ଙ୍କୁ ହତ୍ୟା ଧମକ ଘଟଣା,ବସ କଣ୍ଡକ୍ଟର କୁ ଗିରଫ ଦାବି କଲେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ

କୋକସରା:୨୮/୦୫ : ସାମ୍ବାଦିକଙ୍କୁ ବସ କଣ୍ଡକ୍ଟର ଙ୍କ ହତ୍ୟା ଧମକ କୋକସରା ପୋଲିସ ର ଦ୍ୱାରସ୍ଥ ହେଲେ ଗ୍ରାମାଞ୍ଚଳ ସାମ୍ବାଦିକ...

କୋକସରା ଠାରେ ଆଞ୍ଚଳିକ ଡମ୍ବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

କୋକସରା ,୨୮/୦୫: କୋକସରା ବ୍ଲକ ଆଞ୍ଚଳିକ ଡ଼ମ୍ବ ସମାଜ ର କାର୍ଯ୍ୟକାରିଣୀ ବୈଠକ ରବିବାର କୋକସରା ଆମ୍ବେଦକର ଭବନ ଠାରେ...

ଓଡ଼ିଶାଭାସ୍କର ବାର୍ଷିକ ସମାରୋହରେ ସମ୍ମାନିତ ହେଲେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀରଞ୍ଜନ ବାଗ

କଳାହାଣ୍ଡି,୨୮/୦୫-ଭୁବନେଶ୍ବରସ୍ଥିତ ଲାଫେଷ୍ଟା ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ଓ ଡିଜିଟାଲ ଚ୍ୟାନେଲ ଓଡ଼ିଶାଭାସ୍କରର ବାର୍ଷିକ ସମାରୋହ ଏବଂ...

ଡିଆଇଜି, କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା

କଳାହାଣ୍ଡି : ରାଜ୍ୟର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ନୂତନ କର୍ମକର୍ତ୍ତା...

ସାମ୍ବାଦିକ ଙ୍କୁ ହତ୍ୟା ଧମକ, କୋକସରା ଥାନା ରେ ଅଭିଯୋଗ

କୋକସରା: ସାମ୍ବାଦିକ ଙ୍କୁ ବସ କଣ୍ଡକ୍ଟର ଙ୍କ ଜୀବନ ରେ ମାରିଦେବାକୁ ଧମକ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ କୋକସରା ଥାନା...

ଯୁବତୀଙ୍କୁ ପିକ୍ ଅପ୍ ଭ୍ୟାନରେ ଅପହରଣ ସମୟରେ ଉଦ୍ଧାର କଲେ ଲୋକେ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

କଳାହାଣ୍ଡି: ଏକ ପିକଅପ୍ ଭ୍ୟାନରେ ଜଣେ ଯୁବତୀଙ୍କୁ ଚାରିଜଣ ଯୁବକ ଅପହରଣ କରିନେଉଥିବାବେଳେ ଗ୍ରାମବାସୀ ଉଦ୍ଧାର କରି ଯୁବତୀଙ୍କୁ ପୁଲିସ...

ସଡ଼କ ଦୁର୍ଘଟଣାରେ ଗୁରୁତର ଦାଦନ ଶ୍ରମିକ, ଚିକିତ୍ସା ପାଇଁ ସହାୟତା ଦାବି

କଳାହାଣ୍ଡି: ପେଟ ଚାଖଣ୍ଡକ ପୋଷିବା ପାଇଁ ଘରୁ ଗୋଡ଼ କାଢ଼ି ସୁଦୂର ତାମିଲନାଡୁର କୋଇମ୍ବାଟରକୁ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି...

କୋକସରା ଠାରେ ଖୋଲିଲା ରବି ଧାନ ମଣ୍ଡି।

କୋକସରା:୨୭/୦୫ : କୋକସରା ପେକ୍ସ ରେ ରବି ଧାନ କ୍ରୟ ଆରମ୍ଭ, ପ୍ରଥମ ଦିନରେ ୪ ଚାଷି ଙ୍କ ୩୮୦...

ଜୟପାଟଣା ବ୍ଲକ ମାଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା

କୋକସରା:୨୭/୦୫ : ଚଳିତ ମାଟ୍ରିକ ପରୀକ୍ଷା ରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଜୟପାଟଣା ଗଣେଶ ମନ୍ଦିର ଠାରେ ସମ୍ବର୍ଦ୍ଧିତ...

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନ ଜାଗରଣ ଅଭିଯାନ।

କୋକସରା ୨୭/୦୫ : ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ...

କୋକସରା ବ୍ଲକ ର ୪ ହାଇସ୍କୁଲ ଅପଗ୍ରେଡ।

କୋକସରା ବ୍ଲକ ର ୪ ହାଇସ୍କୁଲ ଅପଗ୍ରେଡ, ଖୋଲିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ଦାବି।...

କୋକସରା : ପରିବେଶ ସୁରକ୍ଷା ଉପରେ ସଚେତନତା।

ପରିବେଶ ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ।କୋକସରା ଡିଗ୍ରୀ ମହାବିଦ୍ୟାଳୟ ର ଏନସିସି ଛାତ୍ରଛାତ୍ରୀ ମାନେ।ଶୁକ୍ରବାର ମହାବିଦ୍ୟାଳୟ ରୁ...