Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Koraput Odisha

ପଡିଗଲା ସେଣ୍ଟ୍ରିଙ୍ଗ ପ୍ଲେଟ,ଅଳ୍ପକେ ବର୍ତ୍ତିଗଲେ ଦୁଇଜଣ ସାମ୍ବାଦିକ…ଜାତୀୟ ରାଜପଥ ରେ ବିନା ଷ୍ଟପ ବୋର୍ଡ ରେ ବିପଦ ସଂକୁଳ ଭାବେ କଢ଼ା ଯାଉଛି ସେଣ୍ଟ୍ରିଙ୍ଗ…

ଲକ୍ଷ୍ମୀପୁର ୦୨/୦୮ … କୋରାପୁଟ ଠାରୁ ରାୟଗଡା ରେଳ ଲାଇନ ଦୋହରି କରଣ କରାଯାଉଥିବା ବେଳେ ଡବଲ ଲାଇନ ସକାଶେ...

ନୂତନ ଜିଲାପାଳଙ୍କୁ ଓୟୁଜେ ପକ୍ଷରୁ ସ୍ବାଗତଃ ସମ୍ବର୍ଦ୍ଧନା

ପଟ୍ଟାଙ୍ଗି , ୦୨।୦୮ନବ ନିଯୁକ୍ତ ଜିଲ୍ଲାପାଳ ମନୋଜ ସତ୍ଯବାନ ମହାଜନ ଙ୍କୁ ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ...

ଊପାନ୍ତ ଅଞ୍ଚଳରେ ଶିକ୍ଷକତା ଆରମ୍ଭ କରି ପ୍ରାଥମିକ ଶିକ୍ଷକ ନେଲେ ଅବସର

ପଟ୍ଟାଙ୍ଗି୦୨/୦୮କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅଧିନସ୍ଥ ଆନ୍ଧ୍ର ସୀମାନ୍ତ ଅମ୍ପାବାଲି ୟୁ ଜି ହାଇସ୍କୁଲ ର ପ୍ରାଥମିକ ଶିକ୍ଷକ ରମେଶ...

ବହୁ ଚର୍ଚିତ ଗାଁ ପଦୁଗୁଡା ଗାଁକୁ ଟ୍ରାକ୍ଟର ରେ ଗଲେ ଲକ୍ଷ୍ମୀପୁର ବିଧାୟକ…ଗାଁ ର ରାସ୍ତା ଶୋଚନୀୟ, ଦୁଇବର୍ଷ ତଳେ ମନ୍ତ୍ରୀ ଙ୍କୁ କହିଥିଲେ କୁନିଝିଅ…

ଲକ୍ଷ୍ମୀପୁର 01/08..କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପଦୁଗୁଡା  ଗାଁ ରେ ଲାଗିରହିଥିବା ସମସ୍ୟା ପ୍ରତି ଜଣେ କୁନି ଝିଅ  ଗତ ଦୁଇ ବର୍ଷ...

ସୁନେତ୍ର ଯୋଜନା ରେ ଛାତ୍ର ଛାତ୍ରୀ ଙ୍କୁ ଚଷମା ପ୍ରଦାନ

ଲକ୍ଷ୍ମୀପୁର ୦୧/୦୮ …ଲକ୍ଷ୍ମୀପୁର  ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ସମଗ୍ର ଶିକ୍ଷା,କୋରାପୁଟ ଦ୍ଵାରା ଆୟୋଜିତ...

ଲକ୍ଷ୍ମୀପୁର ବଣିକ ସଙ୍ଘର ବୈଠକ,ମାସର ଶେଷ ରବିବାର ବଜାର ବନ୍ଦ ସକାଶେ ନିଷ୍ପତି…

ଲକ୍ଷ୍ମୀପୁର ୩୧/୦୭ ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ  ବଣିକ ସଂଘର ଏକ ଗୁରୁତ୍ୱ ପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଣିକ...

ସରକାର ଙ୍କ ୟୁଏସ ପୋର୍ଟାଲ କୁ ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଙ୍ଘ ର ବିରୋଧ…..ଭିତିଭୂମି ପ୍ରଥମେ ସଜାଡ଼, ପରେ ଦାୟିତ୍ୱ ଦେବାକୁ ଆହ୍ୱାନ…

ଲକ୍ଷ୍ମୀପୁର ୩୧/୦୭ …ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ର ଓପେସା ମାଧ୍ୟମରେ କିଛିଦିନ ତଳେ ଶିକ୍ଷକ ଓ ଶିକ୍ଷୟତ୍ରୀ...

ଉନ୍ନୟନ କାର୍ଯ୍ୟ ସକାଶେ ଲକ୍ଷ୍ମୀପୁର ବ୍ଲକକୁ ରୌପ୍ୟ ପଦକ…ଦୁଇ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ବିଡ଼ିଓ ଙ୍କୁ କଲେ ପୁରସ୍କୃତ…

ଲକ୍ଷ୍ମୀପୁର 29/07 …..୨୦୨୪ /୨୫ ଆର୍ଥିକ ବର୍ଷ ରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ରେ...

ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ବାର୍ଷିକ ଉତ୍ସବକୁ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ୨୭/୦୭ ଲକ୍ଷ୍ମୀପୁର ସାହିତ୍ୟ ପରିଷଦର   ବାର୍ଷିକ ଉତ୍ସବ  ପାଳନ କରିବାକୁ ନେଇଁ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ପରିଷଦ ରେ...

ଗୁଣି ଗାରେଡି ସନ୍ଦେହ ରେ ବୃଦ୍ଧା ଙ୍କୁ ଆକ୍ରମଣ ଘଟଣା..ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ବନ୍ଧୁଗାଁ ପୋଲିସ…

ଲକ୍ଷ୍ମୀପୁର ୨୪/୦୭..କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ରେ ଏଲଙ୍ଗାବାଲସା ଗ୍ରାମରେ ଜଣେ ବୁଦ୍ଧ ଙ୍କୁ ସୋମବାର ଦିନ...

ସିରିଡି ସାଇ ବାବା ଙ୍କ ଦ୍ୱିତୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ୨୩/୦୭ .. ଲକ୍ଷ୍ମୀପୁର ସିରିଡି ସାଇ ବାବା ଙ୍କ ଦ୍ୱିତୀୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହ...

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ବୃକ୍ଷରୋପଣ

ମହାବିଦ୍ୟାଳୟ ରେ ବୃକ୍ଷରୋପଣ ଲକ୍ଷ୍ମୀପୁର ୨୨/୦୭ …ଲକ୍ଷ୍ମୀପୂର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ଆନୁକୁଲ୍ୟରେ...