Odisha Districts News
ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ବାମ କେନାଲ ଡିଭିଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ।
କୋକସରା:୧୬/୦୧ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପର ଇନ୍ଦ୍ରାବତୀ ବାମ କେନାଲ...
ପାରଳାଖେମୁଣ୍ଡି ଠାରେ ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନାର ରଥ ଶୁଭାରମ୍ଭ କଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି:୧୬/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟ ର ବ୍ୟବହାର...
ପାରଳାଖେମୁଣ୍ଡି ଠାରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବରେ ୪ ଜଣ ସେବାୟତ ଯୋଗଦାନ
ପାରଳାଖେମୁଣ୍ଡି:୧୬/୧(ଗରୁଡ଼ ଧ୍ୱଜ ଚୌଧୁରୀ)ଆସନ୍ତା କାଲି ଜାନୁଆରି ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ...
ଖୁଣ୍ଟଲାପାଲି ରେ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧିନସ୍ଥ ଖୁଣ୍ଟୁଲାପାଲି ଗ୍ରାମରେ ଜଣେ ଯୁବକ ଙ୍କୁ...
ଖଣ୍ଡହତା ପଞ୍ଚଖଣ୍ଡା ସ୍ପୋର୍ଟିଂ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ଖେଳ ପଡିଆ ରେ ହେଉଥିବା...
ପର୍ବତ ଶୃଙ୍ଖରେ ଉଡିଲା ମକର ଧ୍ୱଜା, ବହୁ ଶ୍ରଦ୍ଧାଳୁଙ୍କ ଜନସମାଗମ
ଦେବଗଡ:ପ୍ରକୃତିର ଓ ପ୍ରତୀକର ଯାତ୍ରା ମକରଯାତ୍ରାକୁ ଜିଲ୍ଲାରେ ଲୋକମାନେ ବେଶ ନିଆରା ଢଙ୍ଗରେ ପାଳନ କରିଥାନ୍ତି । କେଉଁଠି ପୂଜା...
ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ”ପାଳନମହୋତ୍ସବ ଆଳରେ ଦମ ଦେଖାଇଲେ ବିକ୍ରମ।
ଗୋପାଳପୁର ୧୫/୧ ମକର ସଂକ୍ରାନ୍ତି ଅବସରରେ ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ” ପାଳନ ମହା ଆଡମ୍ବରରେ ପାଳନ ହୋଇଛି l...
ହଳଦିଆପଦର ଓୟୋ ରୁମ ରେ ପ୍ରେମିକା ଙ୍କ ମୃତ୍ୟୁ ଘଟଣା।ପ୍ରେମିକ ସଙ୍କେତ କୁ ବ୍ୟକ୍ତିଗତ ମୁଚାଲିକାରେ ଚଢାଯାଇଛି।ଭିସାର ରିପୋର୍ଟ କୁ ଅପେକ୍ଷା।
ଗୋପାଳପୁର,୧୫/୦୧ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଠାରେ ଥିବା ଓୟୋ ରୁମ (ନିର୍ମାଲ୍ୟ ପ୍ଲାଜା)ରେ ରୁମ ନେଇ ରହିଥିବା ପ୍ରେମୀ...
କାଇଟ୍ ଫେଷ୍ଟିଭାଲ୍:ଫେସନ ସୋ, ସାଂସ୍କୃତିକ ବିଚିତ୍ରାରେ ଦୁଲୁକିଲା ଫୋର୍ ଗ୍ରାଉଣ୍ଡ
ସମ୍ବଲପୁର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ୟୁଥ୍ ପକ୍ଷରୁ ଦୁଇ ଦିନିଆ କାଇଟ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇ...
କଲେଜ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳ ଖେଲୁଛନ୍ତି ରାଜ୍ୟ ସରକାର
ସମ୍ବଲପୁର:ଗତ ଦିନ ଏଠାରେ ୫ଟି ଅଧ୍ୟକ୍ଷଙ୍କ ଏକ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମେତ ଅନେକ ଗୁଡ଼ିଏ...
ରାଷ୍ଟ୍ର ପାଇଁ ପାଞ୍ଚୋଟି ଦୀପ ପ୍ରଜ୍ବଳନର ଆହ୍ୱାନ: ଷ୍ଟିକର ହେଲା ଲୋକାର୍ପଣ
ସମ୍ବଲପୁରର:ଦୀର୍ଘ ଦିନର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଯାଉଛି କୋଟି କୋଟି ଲୋକଙ୍କର ଆସ୍ଥା ର ପ୍ରତୀକ ପୁରୁଷୋତ୍ତମ...
ନବୀନ ପକ୍ଷରୁ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ
ବ୍ରହ୍ମପୁର: ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ନବୀନ କାର୍ଯ୍ୟାଳୟ ଠାରେ ଓଡ଼ିଆ ଭାଷା ରକ୍ଷକ କାଳଜୟୀ...
