Odisha Districts News
ପ୍ରଶିକ୍ଷିତ ବିଡିଏସପିଙ୍କ ଭବିଷ୍ୟତ ଅନ୍ଧକାରରେ: ସମ୍ବଲପୁରରେ ମନମୁଖୀ ବନ୍ଦ ଅଭିଯୋଗ, ଅନ୍ୟ ଜିଲ୍ଲାରେ ଚାଲିଛି କାର୍ଯ୍ୟଗୋଟିଏ ରାଜ୍ୟରେ ଦ୍ୱିମୁଖୀ ନୀତି: ୫୯ ଦିନର ସରକାରୀ ତାଲିମ ପାଣିରେ ପଡ଼ିଲା କି ? ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି
ସମ୍ବଲପୁର (ଜମନକିରା) : ଗ୍ରାମାଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ଉଦ୍ୟୋଗୀ କରିବା ଦିଗରେ ରାଜ୍ୟ ସରକାର କୋଟି କୋଟି ଟଙ୍କା...
ପ୍ରତିଭା ବିକାଶ ମହୋତ୍ସବ ଉଦ୍ଯାପିତ: ପ୍ରତିଭାର ବିକାଶ ସହ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ଅତିଥିଙ୍କ ଆହ୍ୱାନ
ଜମନକିରା : “ତଥାକଥିତ ପଛୁଆ ବୋଲାଉଥିବା ଛାତ୍ରଛାତ୍ରୀଙ୍କ ଭିତରେ ମଧ୍ୟ ଅପାର ପ୍ରତିଭା ଓ ମେଧା ଲୁକ୍କାୟିତ ଥାଏ। ଉପଯୁକ୍ତ...
ଖବର ପ୍ରଭାବ: ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା, ହେଲେ ଆଖିରେ ଧୂଳି ଦେବା ସାର ହେଲା! ତରବରିଆ ଭାବେ ବଡ଼ରମା ସେବାଶ୍ରମ ବିଦ୍ୟାଳୟରେ ଲେଖାହେଲା ସୂଚନା ଫଳକ; ଅଧୁରା ତଥ୍ୟକୁ ନେଇ ପୁଣି ଉଠିଲା ପ୍ରଶ୍ନ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ରମା ସରକାରୀ ସେବାଶ୍ରମ ବିଦ୍ୟାଳୟରେ ନିର୍ମାଣାଧୀନ କୋଠାର ସୂଚନା ଫଳକ...
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୦ ରୁ ଉର୍ଦ୍ଧ୍ଵ ୟୁନିଟ ସଂଗୃହିତ।
କଳାହାଣ୍ଡି,୦୩/୧୦ ଭାରତୀୟ ଜନତା ପାର୍ଟି କଳାହାଣ୍ଡି, ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ସେବା ସଂକଳ୍ପ ଦିବସ ପାଳନ ଅବସରରେ...
କଂକ୍ରିଟ ରାସ୍ତା ପରିବର୍ତ୍ତେ ଡ୍ରେନ ନିର୍ମାଣ କରିବାକୁ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।
କଳାହାଣ୍ଡି,୦୩/୧୦ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମ ଦୁର୍ଗା ମଣ୍ଡପ ଛକ ରୁ ଚିକିଲି କୁ...
କଇରା ଝୁଲି ନିକଟରେ ଏକ ଘରୋଇ ବିଦ୍ୟାଳୟ ଗାଡି ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ବୀରମହାରାଜପୁର : ବୀରମହାରାଜପୁର ଥାନା ଜଲୋଏ ନିକଟବର୍ତ୍ତୀ କଇରାଝୁଲି ଠାରେ ଭlରସାମ୍ୟ ହରେଇ ଏକ ଘରେlଇ ସ୍କୁଲ ଗାଡି ଦୁର୍ଘଟଣା...
କୁଚିଣ୍ଡାରେ ‘ପ୍ରତିଭା ବିକାଶ ଅଭିଯାନ’ର ୨୪ତମ ବାର୍ଷିକୋତ୍ସବ: ଗାନ୍ଧୀ ଜୟନ୍ତୀରେ ପ୍ରତିଭା ଚୟନ ଓ ପୁରସ୍କାର ବିତରଣ ସମାରୋହ
ଜମନକିରା : ସ୍ଥାନୀୟ ଉପଖଣ୍ଡସ୍ତରୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ତଥା ଶାସ୍ତ୍ରୀ ଜୟନ୍ତୀ ପବିତ୍ର ଅବସରରେ...
କୁଞ୍ଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ: ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ
ଜମନକିରା : ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପାଲକୁଦର କ୍ଲଷ୍ଟର ଅନ୍ତର୍ଗତ କୁଞ୍ଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ...
ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ
ବୀରମହାରାଜପୁର : ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି...
ଦମୟନ୍ତୀ ଦେଇ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଅସ୍ତରଙ୍ଗ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସୁରେନ୍ଦ୍ରନାଥ ନୋଡାଲ ବିଦ୍ୟା ପୀଠର ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ଦମୟନ୍ତୀ...
ହିଲୁଙ୍ଗ ଏବଂ ପାଇଁପୁର ଠାରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ପରିବେଷଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଏଵଂ ପାଇଁପୁର ଠାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା l...
ଗାନ୍ଧୀ ଜୟନ୍ତୀରେ ସ୍ୱତନ୍ତ୍ର ଗ୍ରାମସଭା: ଜମନକିରା ବ୍ଲକର ୨୧ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ଘୋଷଣା ପାଇଁ ପ୍ରସ୍ତାବ ଅନୁମୋଦିତ, କୁଚିଣ୍ଡା ଓ ବାମରା ବ୍ଲକରେ ମଧ୍ୟ ସ୍ୱତନ୍ତ୍ର ଗ୍ରାମସଭା; ଶିଶୁ ସୁରକ୍ଷା ଓ ଶିଶୁ ଚାଲାଣ ରୋକିବାକୁ ଶପଥ ପାଠ
ଜମନକିରା : ପବିତ୍ର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଜମନକିରା ବ୍ଲକ ଅନ୍ତର୍ଗତ ସମସ୍ତ ୨୧ ଗୋଟି ଗ୍ରାମପଞ୍ଚାୟତରେ...
