Odisha Districts News
ଜାନୁୟାରୀ ୩ରୁ ୫ପର୍ଯ୍ୟନ୍ତ ନାଗପୁରରେ ହିନ୍ଦ୍ ମଜଦୁର ସଭାର ୩୪ତମ ରାଷ୍ଟ୍ରୀୟ ଅଧିବେଶନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଭାରତ ବର୍ଷର ଅଗ୍ରଣୀ ଶ୍ରମିକ ସଂଗଠନ ଜୟପ୍ରକାଶ ନାରାୟଣ ଓ ଅଶୋକ ମେହେଟ୍ଟାଙ୍କ ନେତୃତ୍ଵରେ ପ୍ରତିଷ୍ଠିତ...
ପାରଳାଖେମୁଣ୍ଡି ଠାରେ ଗଜପତି ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ମରଣିକା କମିଟିର ଅଧ୍ୟକ୍ଷ ଶ୍ରୀ...
ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ରାଣିପେଣ୍ଠ ଗ୍ରାମ ଠାରେଶହୀଦ ପି.ରବିକୁମାରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତସମ୍ପନ୍ନ
ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣୀ ପେଣ୍ଠ ଗ୍ରାମର ଜବାନ ପିଲା ରବି...
ଆର.ଉଦୟଗିରି ବ୍ଲକ ଡାବରାଗୁଡ଼ା ପଞ୍ଚାୟତର ତଇ ଗ୍ରାମରେ ନୂତନ ଚର୍ଚ୍ଚ ଗୃହ ଉଦଘାଟନ
ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଡାବାରାଗୁଡା ପଞ୍ଚାୟତର ତଇ ଗ୍ରାମରେ ମୁଖ୍ୟମନ୍ତୀ ସ୍ବତନ୍ତ ସହାୟତା ପାଣ୍ଠିରୁ...
ପୋଖରୀ ସଫା କରିବା ପାଇଁ ଦାବି
ଆମ ଗାଁ ପଦ୍ମପୁର ପୋଖରୀ ଏବେ ପ୍ରଦୂଷିତ….।କେବେ ହେବ ସଫେଇ? ପୂର୍ବରୁ ଗାଁରେ ଥିବା ପୋଖରୀକୁ ପରିଷ୍କାର କରାଯାଉଥିଲା।ଆଉ ପୋଖରୀ...
ବୀରମହାରାଜପୁର ରେ ସମ୍ବିଧାନ ପ୍ରଣେତା ଭିମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଡ. ବି . ଆର୍ ଆମ୍ବେଦକର ସେବାସଂଘ କାର୍ଯ୍ୟାଳୟ...
ବୀରମହାରାଜପୁର କଲେଜରେ ଯୁବ ଓଡିଶା , ନବୀନ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ସଙ୍ଗେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ରାଜ୍ୟରେ ପ୍ରତିଭାଧାରୀଙ୍କ ଅଭାବ ନାହିଁ । ତେବେ ସୁଯୋଗ ଅଭାବରୁ ସବୁ ପ୍ରତିଭା ଲୋକ...
ଦାଉ ସାଧୁଛି ଅଦିନିଆ ବର୍ଷା, ଚାଷୀ ମୁଣ୍ତ ରେ ଚଡ଼କ
ଜମନକିରା : ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ। ଗତ ୩ଦିନ ହେଲା କୋହଲା ପାଗ ସାଙ୍ଗକୁ ଗତ ରାତିସାରା...
ଦାଦନ ଶ୍ରମିକ ଲୋକନାଥ ଙ୍କ ମୃତଦେହ ଆଜି ପହଞ୍ଚିଲା ନିଜ ଜନ୍ମ ମାଟିରେ
କଳାହାଣ୍ଡି, ୦୭/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ସାନେ ଦୀପ, ଙ୍କ ପୁଅ...
ସନ ସାଇନ୍ ୱାର୍ଲଡ ସ୍କୁଲରେ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ
କୋକସରା,୭/୧୨ ମୋଟେର ଶାନ୍ତି ନଗର ସ୍ଥିତ ସନ ସାଇନ୍ ୱାର୍ଲଡ ସ୍କୁଲରେ ଦ୍ୱି ଦିବସୀୟ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ...
ଜିଲ୍ଲା ସ୍ତରୀୟ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା ୫/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାରେ ରାଜ୍ୟ ସରକାରଙ୍କ ନୂଆ ଓଡିଶା କାର୍ଯ୍ୟକ୍ରମ ଆୟୋଜନ ନେଇ ଆଜି ଏକ...
ପ୍ରତିଭା ଅନୁଷ୍ଠାନ ର ନୃତ୍ୟ ସଂଗମ-୨୦୨୩ ର ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ପାଇଁ ଚୟନ
କଳାହାଣ୍ଡି, ୦୬/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଅଗ୍ରଣୀ ଅନୁଷ୍ଠାନ ‘ପ୍ରତିଭା’ ଦ୍ୱାରା ଆୟୋଜିତ...
