Odisha Districts News
ଅବ୍ୟବସ୍ଥା ମଧ୍ୟରେ ଭତ୍ତା ବଣ୍ଟନ
ଚିପିଲିମା: ରାଜ୍ୟ ସରକାର ଚଳିତ ମାସରୁ ମଧୁବାବୁ ପେନସନ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ବଣ୍ଟନ କରିବା ସହ ଅତ୍ୟନ୍ତ ବୁଦ୍ଧବୃଦ୍ଧା...
ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଉଡ଼ିପାରିବନି ଡ୍ରୋନ୍; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ
ପୁରୀ: ଜୁନ୍ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଉତ୍ସବମୁଖର ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ।...
ରେଳ ଦୁର୍ଘଟଣା ରେ ମୃତାହତଙ୍କ ସ୍ମୃତିରେ ଶୋକ ସଭା ଓ କ୍ଯାଣ୍ଡେଲ ଶୋଭାଯାତ୍ରା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ହାଇସ୍କୁଲ ପଡ଼ିଆରେ ସାମାଜୀକ ସଙ୍ଗଠନ ଶ୍ରୀୟା ପରିବାର ତରଫରୁ...
ଶିଶୁ ସୁରକ୍ଷା କମିଟି ର ଅଧ୍ୟକ୍ଷ ହେଲେ ଆଇନଜୀବି ସଙ୍କର୍ଷଣ ପଣ୍ଡା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇନଜୀବି ଶଙ୍କର୍ଷଣ ପଣ୍ଡା । ସୁବର୍ଣ୍ଣପୁର...
ବର କନ୍ୟା ଙ୍କୁ ନେଇ ଫେରୁଥିବା ବାହାଘର ଗାଡି ଦୁର୍ଘଟଣା ଗ୍ରସ୍ତ , ବରକନ୍ୟା ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପର କୃଷି ବିଜ୍ଞାନକେନ୍ଦ୍ର ଠାରେ ଦୁର୍ଘଟଣା ଗ୍ରସ୍ତ ା ବରକନ୍ୟା...
ଚାରପାଲି (ଚିପିଲିମା) ଅଞ୍ଚଳରେ ଜଳସଂକଟ; ଅବିଳମ୍ବେ ପ୍ରତିକାର ଦାବି
ଚିପିଲିମା: ଗ୍ରୀଷ୍ମ ଦିନରେ କେହି ଜଳକଷ୍ଟ ଭୋଗିବେ ନାହିଁ ବୋଲି ସରକାର ଡିଣ୍ଡିମ ପିଟୁଥିବାବେଳେ କୋଟି କୋଟି ଟଙ୍କା ଖର୍ଚ୍ଚକରି...
ଗ୍ରୀଷ୍ମ କାଳୀନ କ୍ରିକେଟ୍ ତାଲିମ ଶିବିର ଉଦଘାଟିତ
ସମ୍ବଲପୁର :ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ କାଳୀନ କ୍ରିକେଟ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା କ୍ରିକେଟ୍ ଆସୋସିଏସନ ଓ...
ପିଇବା ପାଣି ପାଇଁ ମହିଳାଙ୍କ ରାସ୍ତା ରୋକ୍
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଚ୍ଛୁରିଅନା ଗ୍ରାମ ପଞ୍ଚାୟତ ର କଣମଣ ଗ୍ରାମରେ ରବିବାର ଦିନ ଏକ...
ଦଉଡି ଲଗାଇ ବାପଘରେ ନବାବିବାହିତାଙ୍କ ମୃତ୍ୟୁ
ବରଗଡ / ଅତାବିରା -ବରଗଡ଼ ଜିଲା ଝାରବନ୍ଧ ଥାନା କୁଲୁପାଲି ପଞ୍ଚାୟତ ଅଧିନସ୍ଥ ବେହେରା ଡୁବୁରୀ ଗ୍ରାମରେ ଜଣେ ନବବିବାହିତା...
ସରକାରୀ ଘୋଷଣା ମଧୁବାବୁ ପେନସନ ପଞ୍ଚାୟତ ରେ ମିଳିବ,ହେଲେ ମିଳୁନି ହିତାଧିକାରୀ ବାରଦୁଆର ଶୁଣ୍ଡିପିଣ୍ଡା
ଚିପିଲିମା,୧୨/୦୬ : ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାରେ ପୂର୍ବରୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଦେଉଥିଲେ ।ଏବେ ସରକାରଙ୍କ...
ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି
କୋକସରା:୧୨/୦୬ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, କୋକସରା ଥାନା ଅନ୍ତର୍ଗତ ଚାରବାହାଲ ପଞ୍ଚାୟତ ଘୁମରଗୁଡା ଗ୍ରାମର ଭୁବନେ ଘି...
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ: ଜୁନ ୨୦ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏବେଠୁ ପୁରୀକୁ ଲାଗିଲାଣି ଭକ୍ତଙ୍କ ଭିଡ। ଆଜି ବସିବ ଶ୍ରୀମନ୍ଦିର...
