ଜିଲ୍ଲା
Odisha Districts News

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ଲକ୍ଷ୍ମୀପୁର ୦୭/୦୧ ..ଲକ୍ଷ୍ମୀପୁର ବ୍ଳକ ର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ସମେତ...

ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର
ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଲକ୍ଷ୍ମୀପୁର ୦୭/୦୧ …ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ...

ଅମର ପାଲି ଫ୍ରେଣ୍ଡସ୍ କ୍ଲବ ର ନୂତନ ପରିଚାଳନା କମିଟି ଗଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଥିବା ଫ୍ରେଣ୍ଡସ କ୍ଲବ ର...

ସୁବଳୟା କଲେଜ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟl ଯୁକ୍ତ ଦୁଇ କଲେଜରେ ଆତ୍ମରକ୍ଷା ତାଲିମ...

ରାତ୍ରି ଜଗୁଆଳି ଭରସା ରେ ବୀରମହାରାଜପୁର କ୍ଷୁଦ୍ର ଜଳସେଚନ ଉପ ବିଭାଜନ ଙ୍କ କାର୍ଯ୍ୟାଳୟ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଥିବା କ୍ଷୁଦ୍ର ଜଳସେଚନ ଉପ ବିଭାଜନ ସହକାରୀ ନିର୍ବାହୀ...

ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ
ବାଲିଗୁଡ଼ା, ୦୭/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି...

ଓଡ଼ିଆ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ୪୮୦ ଜଣଙ୍କ ମଧ୍ୟରୁ ପରୀକ୍ଷା ଦେଲେ ୪୪୬ ଜଣ ପରୀକ୍ଷାର୍ଥୀ
ଜମନକିରା : ଜମନକିରା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଜମନକିରା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଆଦର୍ଶ...

କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ...

ବୀରମହାରାଜପୁର ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଯୁକ୍ତଦୁଇ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି ।...

ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଘାଟିତ ।
କଳାହାଣ୍ଡି:୦୭/୦୧ (ସନତ ପ୍ରଧାନୀ) କୋକସରା ବ୍ଲକ ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀଙ୍କ କ୍ରୀଡା...

ଡୋକାରିଚଞ୍ଚରା ରେ ଡୋକାରୀ ଦେବୀ ଙ୍କ ମଣ୍ଡେଇ ଯାତ୍ରା ପାଳନ,କଣ୍ଟା ଦୋଳି ରେ ଝୁଲି ରେ ଝୁଲିଲେ କାଲିସି।
କଳାହାଣ୍ଡି:୦୭/୦୧(ସନତ ପ୍ରଧାନୀ) ବଣ ପାହାଡ଼ ଘେରା ସବୁଜିମା ପୂର୍ଣ୍ଣ ବନାନୀ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ...

ବିଜେପି ୩ ଗୋଟି ମଣ୍ଡଳ ର ସଭାପତି ଓ ପ୍ରତିନିଧି ଙ୍କ ନାଁ ଘୋଷଣା ପରେ କର୍ମି ମହଲ ରେ ଉତ୍ସାହ।
କଳାହାଣ୍ଡି:୦୭/୦୧(ସନତ ପ୍ରଧାନୀ) ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଲକ ରେ ଥିବା ବିଭିନ୍ନ ମଣ୍ଡଳ...