Odisha Districts News
ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା: ଧରାବତରଣ କଲେ ପ୍ରଭୁ ଯୀଶୁ :
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ...
ବୁଢାଢଙ୍ଗର ଲୋକ ମହୋତ୍ସବ ଉଦଘାଟିତ ; ଢୋଲ ନିଶାନରେ କେସିଙ୍ଗା ମଞ୍ଚ ଦୁଲୁକିଲା
କଳାହାଣ୍ଡି, ୨୫/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ...
ବିଚିତ୍ର ସ୍ୱାସ୍ଥ୍ୟ ସେବା ବିଶ୍ୱନାଥପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଔଷଧ ବିତରଣ କରୁଛନ୍ତି ସଫେଇ କର୍ମ ଚାରି,ସେଫେଇ କର୍ମଚାରୀ ଙ୍କ ହାତରେ ରୋଗୀଙ୍କ ଭାଗ୍ୟ
ଭବାନୀପାଟଣା, ୨୫/୧୨ (ଜଗନ୍ନାଥ ନାଏକ) : ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସରକାରୀ ଡାକ୍ତରଖାନା ରେ ଡାକ୍ତର, ନର୍ସ,...
ଡ୍ରିମ୍ ଇଣ୍ଡିଆ ସ୍କୁଲର ବାର୍ଷିକ ଉତ୍ସବ
ସମ୍ବଲପୁର:ସ୍ଥାନୀୟ ତପସ୍ଵିନୀ ସଭାଗୃହ,ପାନ୍ଥନିବାସ ଠାରେ ଡ୍ରିମ୍ ଇଣ୍ଡିଆ ସ୍କୁଲର ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଏହି ଅବସରରେ ମୁଖ ଅତିଥି...
ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ
ଭବାନୀପାଟଣା, ୨୫/୧୨ (ଜଗନ୍ନାଥ ନାଏକ) : ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି। କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ...
ସୁବଳୟା ୱାଇ ଏସ୍ ଏ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ରେ ସୁବର୍ଣ୍ଣପୁର ର ରାଜେଶ ଓ ଅଭୟ ଯୋଡି ଚାମ୍ପିଆନ୍
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ୱାଇ ଏସ୍ ଏ ବ୍ୟାଡମିଣ୍ଟନ ଟିମ୍ ଆୟୋଜିତ...
ପରଲୋକ ରେ ପ୍ରଫେସର ସଞ୍ଚୟ ଶତପଥୀ,କଳାହାଣ୍ଡି ଜିଲ୍ଲାରେ ଶୋକ ର ଛାୟା।
କଳାହାଣ୍ଡି:୨୫/୧୨ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ...
ଅରୁଣ ଶୁକ୍ଲା ଫାଉଣ୍ଡେସନର ଶୁଭାରମ୍ଭ:ଅସହାୟ ଦୁର୍ବଳ ଶ୍ରେଣୀ ବରିଷ୍ଠ ନାଗରୀକଙ୍କୁ ଶୀତ ବସ୍ତ୍ର ପ୍ରଦାନ
ସମ୍ବଲପୁର:ପବିତ୍ର ବଡଦିନ ଓ ତୁଳସୀ ପୂଜନ ଦିବସରେ ଗରୀବ ଅସହାୟଙ୍କୁ ପୂଜା କଳାପରି ପ୍ରମୁଖ ସେବା ଭୂମିକା ରଖି ଆଜି...
ମାଣିକପୁର ମା ବନଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୀରମହାରାଜପୁର : (ସୌମିତ୍ରି ମେହେର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଖେଳ ପଡ଼ିଆରେ ମଁl...
ଜମି ପାଇଁ ଭାଇ ଭାଇ ମଧ୍ୟରେ ହଣାକଟା
ଗଞ୍ଜାମ: ପୈତୃକ ସମ୍ପତ୍ତି ପାଇଁ ଭାଇ ଭାଇ ମଧ୍ୟରେ ହଣାକଟା । ଘଟଣାରେ ୪ ଜଣ ଗୁରୁତର ଆହତ ହୋଇ...
ପଥରରେ ଛେଚି ସାଙ୍ଗକୁ ମାରିଲା ସାଙ୍ଗ
କେନ୍ଦୁଝର: ରାତି ଅଧରେ ସାଙ୍ଗ ଘଟାଇଲା ନାରକୀୟ କାଣ୍ଡ । ଯାହାକୁ ବିଶ୍ବାସ କରିିଲେ, ସେ କଲା ହତ୍ୟା ।...
୬ ବର୍ଷର ଶିଶୁକନ୍ୟାକୁ ଝୁଣି ମାରିଦେଲେ ବୁଲା କୁକୁର
କୋରାପୁଟ: ଭାଇସହ ଖେଳୁଥିବା ଏକ ଶିଶୁକନ୍ୟାକୁ ଝୁଣି ମାରିଦେଲେ ବୁଲା କୁକୁର । ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା...
