Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଜମନକିରା ବ୍ଲକ ସ୍ତରୀୟ ‘ଭିବି-ଜି ରାମ ଜି’ ଜନ ଶୁଣାଣୀ: ଅଧିକାରୀଙ୍କ ବିଳମ୍ବ ଓ ସ୍ଥାନାଭାବକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ

ଜମନକିରା : ଜମନକିରା ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ରୋଜଗାର ଯୋଜନା ‘ଭିବି-ଜି ରାମ...

ବଲାଙ୍ଗୀର ହୋଟେଲ ‘ରାଜ ମହଲ’ ମାଲିକ ତଥା ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲା: ମହିଳା ଏସଆଇ ଓ ଜଣେ ସାମ୍ବାଦିକ ଅଟକ, ଖୋଲୁଛି ‘ହନୁମାନ ମୁଦ୍ରା’ ଠକେଇର ଗୁମର ।

ବଲାଙ୍ଗୀର,୧୭।୮: ବଲାଙ୍ଗୀରର ପ୍ରସିଦ୍ଧ ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ଏକ ବଡ଼ ଓ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଛି।...

ବଲାଙ୍ଗିର ବ୍ୟବସାୟୀ ଅପହରଣ ମାମଲାରେ ବଢ଼ିଲା ଗିରଫଦାରୀ, ମହିଳା SIଙ୍କ ସହ ସାମ୍ବାଦିକ ଗିରଫ

ବଲାଙ୍ଗିର: ବଲାଙ୍ଗିର ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ପୁଲିସର ତଦନ୍ତ ଆଗକୁ ବଢ଼ିବା ସହ ଆଉ ଦୁଇଜଣଙ୍କୁ ଗିରଫ...

କୁଚିଣ୍ଡା: ଲଗାଣ ବର୍ଷାରେ ଉଛୁଳୁଛି ଖର୍ଲା ନଦୀ, ଚାରିଆଡ଼େ ଜଳମଗ୍ନ; କ୍ଷତିପୂରଣ ଓ ପ୍ରଶାସନିକ ସହାୟତା ପାଇଁ ଅଞ୍ଚଳବାସୀଙ୍କ ଦାବି

ଜମନକିରା : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ କୁଚିଣ୍ଡା ଓ ଲାଡ ଅଞ୍ଚଳ ଦେଇ ପ୍ରବାହିତ ଖର୍ଲା ନଦୀର ଜଳସ୍ତର...

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ ରେ କଂଗ୍ରେସ ତରଫରୁ ମିନି ମାରାଥନ କାର୍ଯ୍ୟକ୍ରମ

ବୀରମହାରାଜପୁର : ଆସନ୍ତା ୨୦ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମତିଥି ଅବସରରେ ବୀରମହାରାଜପୁର ର...

ମାଁ ଦ୍ୱାରସେହ୍ନୀ ମନ୍ଦିର ଚୋରୀ ଘଟଣା: ବିଧାୟକ ଲକ୍ଷ୍ମଣ ବାଗଙ୍କ ସମୀକ୍ଷା, ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ।

ବଲାଙ୍ଗୀର,୧୬।୮: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନୀଙ୍କ ମନ୍ଦିରରୁ ନିକଟରେ ହୋଇଥିବା ଚୋରୀ ଘଟଣାକୁ...

ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ ପାରଳାଖେମୁଣ୍ଡି:୧୬/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର...

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାଲିଗୁଡା, ତା, ୧୬/୮ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଚାରିଛକ...

ବଲାଙ୍ଗୀର ହୋଟେଲ ‘ରାଜ ମହଲ’ ମାଲିକ ତଥା ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ଦ୍ୱିତୀୟ ଅଭିଯୁକ୍ତ ସଞ୍ଜୀବ ବେହେରା ଗିରଫ ।

​ବଲାଙ୍ଗୀର,୧୬।୮: ବଲାଙ୍ଗୀରର ବହୁଚର୍ଚ୍ଚିତ ନରେନ୍ଦ୍ର ସାହୁ (ଗୁଣ୍ଡା ସାହୁ) ଅପହରଣ ମାମଲାରେ ବଲାଙ୍ଗୀର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି...

ନିୟତି ମାନସିକ ଅନଗ୍ରସ ସ୍କୁଲ ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ନିୟତି ମାନସିକ ଅନଗ୍ରସ ସ୍କୁଲ ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ପାରଳାଖେମୁଣ୍ଡି:୧୫/୮(ଗରୁଡ଼ ଧ୍ଵଜ ଚୌଧୁରୀ)୮୦ ତମ ସ୍ବାଧିନତା...

ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ପାରଳାଖେମୁଣ୍ଡି:୧୫/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲା ସଦର ମହକୁମା...

କଣ୍ଟାବାଞ୍ଜି ଉପକାରାଗାରରେ ୮୦ତମ ସ୍ୱାଧୀନତା ଦିବସ: ଅନ୍ତେବାସୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଓ ପୁରସ୍କାର ବଣ୍ଟନ ।

ବଲାଙ୍ଗୀର,୧୬।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ପରିସରରେ ଦେଶଭକ୍ତିମୟ ପରିବେଶ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସର ସହ ପାଳିତ...