Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବିଜୁ ବାବୁଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଅସ୍ତରଙ୍ଗ,,ପ୍ରବାଦ ପୁରୁଷ ତଥା ଏଣ୍ଡୋନୋଷିଆର ଭୂମି ପୁତ୍ର, ସୋର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଗୁରୁବାର...

ନାବାଳିକା ଦୁର୍ଷମ ମାମଲା; ଅନୁପ କୁ ୨୧ ବର୍ଷ ଜେଲ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜି ଏକ ନାବାଳିକା ଦୁର୍ଷମ...

ଜିଲ୍ଲା ସ୍ତରୀୟ ସିଏମ ଟ୍ରଫି ଉଦଯାପିତ; ଉଲୁଣ୍ଡା ବିଏସ୍ଏ ଟିମ୍ ଚାମ୍ପିଅନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଚାଲିଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ଜିଲ୍ଲା ସ୍ତରୀୟ...

ସରୋଜ କମ୍ପ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ସଭାପତି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା କ୍ରମେ ୧୮ଜଣ ଜିଲ୍ଲା ସଭାପତିଙ୍କ ନାମ...

କଂଗ୍ରେସ ପକ୍ଷରୁ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ନେସନାଲ ହେରାଲ୍ଡ ଓ କଂଗ୍ରେସ ନେତୃମଣ୍ଡଳୀ ଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଓ ମିଥ୍ୟା...

ସହରର ମୂଖ୍ୟ ରାସ୍ତା ଭାଙ୍ଗି ଦେଲେ କଲେ ନାହିଁ; ବ୍ୟାପକ ଜନ ଅସନ୍ତୋଷ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ଛକ...

ଜମନକିରା ଡାକ୍ତରଖାନାରେ ଡାକ୍ତର ଓ ଫାର୍ମାସିଷ୍ଟ ଛୁଟିରେ; ରୋଗୀ ସେବା ବେହାଲ: ସ୍ବାସ୍ଥ୍ୟ ବିଭାଗ ସବୁ ଜାଣି ଚୁପ ହୋଇ ବସିଛି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସଦର ମହକୁମାରେ ଅବସ୍ଥାପିତ ଡାକ୍ତରଖାନା ଟି ବିଭାଗ ପକ୍ଷରୁ ସଦାବେଳେ ଅବହେଳିତ ହୋଇ...

କଟକରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର

ଓଡ଼ିଶା ଡଟ୍ ନ୍ୟୁଜ୍: ରାଜଧାନୀ ଭୁବନେଶ୍ୱର ପରେ କଟକରେ ଡବଲ ଏନକାଉଣ୍ଟର । ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଚୌଦ୍ୱାର...

ଆସନ୍ତା ମାସରେ ବିଜେପି ସଂଗଠନ ଓ ସରକାରରେ ବଡ ପରିବର୍ତ୍ତନ

ଭୁବନେଶ୍ୱର : ଚଳିତ ମାସ ଚତୁର୍ଥ ସପ୍ତାହରୁ ଆସନ୍ତା ମାସ ମଧ୍ୟରେ ବିଜେପି ସଂଗଠନ ଓ ବିଜେପି ସରକାରରେ ଦେଖାଦେବ...

ପ୍ରଶାସନରେ କୁତ୍ରିମ ବୁଦ୍ଧିମତା ଉପଯୋଗ ସମ୍ବନ୍ଧିତ କର୍ମଶାଳା

ଭୁବନେଶ୍ୱର:ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୁତ୍ରିମ ବୁଦ୍ଧିମତା'(ଏଆଇ) ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ବୁଧବାର ଦିନ ଲୋକସେବା ଭବନ...

ଠେଙ୍ଗୋଡେମ ସ୍ଥିତ ରାମେଶ୍ଵର ବାବା ଙ୍କ ମେରୁ ଯାତ୍ରା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରୀ ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା...

କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ

ସମ୍ବଲପୁର:ଚୈତ୍ରନବମୀ ଠାରୁ ଆରମ୍ଭ ହୋଇଥିବା ଯୁଯାମୁରାବ୍ଳକ ଅଧିନସ୍ଥ କବରାପାଲି ଗ୍ରାମର ଏଗାର ଦିନିଆ ରାମନବମୀ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି...