Odisha Districts News
ସମ୍ବଲପୁରୀ ହାସ୍ୟ ବ୍ୟଙ୍ଗ କବିତା ରେ ଦର୍ଶକ ବିଭୋର ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ର ତୃତୀୟ ସନ୍ଧ୍ୟା
ସମ୍ବଲପୁର:ସମ୍ବଲପୁର ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଚତୁର୍ଥ ଜାତୀୟ...
ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ର ୨୩ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ରେ ୨୩ତମ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ...
ତଲାବିରା 2 ଓ 3 କୋଇଲା ଖଣି ଦ୍ଵାରା ବିସ୍ଥାପିତ ପରିବାର ଙ୍କୁ ଆର ଏଣ୍ଡ ଆର ବେନିଫିଟ ଦେବା ପାଇଁ ଦାବି।
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଳାବିରା 2 ଓ 3 କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନ୍ ଏଲ...
କୋଇଲା ଚୋରଚାଲାଣ ବେଳେ ଦୁଇ ଟ୍ରକ୍ ସହ ୩ ଜଣ ଗିରଫ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ କୋଇଲା ଚୋରାଚାଲାଣ ବେଳେ ଦୁଇ ଟ୍ରକ୍ ଜବତ୍ କରିବା ସହ 3 ଜଣଙ୍କୁ ଗିରଫ...
ପଡିଆବାହାଲ ଧନୁଯାତ୍ରା:ଗୋପପୁରରେ ନନ୍ଦଉତ୍ସବ ପାଳନ, ଅଷ୍ଟମଲ୍ଲ ନିଧନ,ମଥୁରାନଗରୀରେ ଧନୁଯାତ୍ରା ଆୟୋଜନ ପାଇଁ କଂସଙ୍କ ମନ୍ତ୍ରଣା
ସମ୍ବଲପୁର:କୃଷ୍ଣ ଜନ୍ମ ପରେ ଗୋପପୁରରେ ଆଜି ଧୁମଧାମରେ ନନ୍ଦୋତ୍ସବ ପାଳନ ହୋଇଥିଲା। ମହାମାନୀ କଂସାସୁର ଭଗବାନ କୃଷ୍ଣଙ୍କୁ ନିଧନ କରିବା...
କେନ୍ଦ୍ର ଗଣ ଶିକ୍ଷାମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ :ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ପରିଦର୍ଶନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସିଥିଲେ କେନ୍ଦ୍ର ଗଣ ଶିକ୍ଷା ମନ୍ତ୍ରୀ ସୁକାନ୍ତ ମଜୁମଦାର ।...
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ମେଳା ଓ...
ସମ୍ବଲପୁରୀ ଧନୁଯାତ୍ରା କମିଟିର ଶ୍ରୀକୃଷ୍ଣ ଓ ବଳରାମ ବରଣ
ସମ୍ବଲପୁର:ସମ୍ବଲପୁରୀ ଧନୁଯାତ୍ରା କମିଟି ତରଫ ରୁ ଆସନ୍ତା ଜାନୁୟାରୀ ୧୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରେ ହେବାକୁ ଥିବା ସମ୍ବଲପୁରୀ ଧନୁଯାତ୍ରା...
୧୬ ଦିବାସୀୟ ଲିଙ୍ଗଭିତ୍ତିକ ହିଂସା ବିରୁଦ୍ଧରେ ସଚେତନତା ଅଭିଯାନ ଉଦଯାପିତ
ଝାରସୁଗୁଡା ୧୦/୧୨ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଗତ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା...
ବୀରମହାରାଜପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟରେ ବିଶ୍ଵ ମାନବାଧିକାର ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ବିଶ୍ଵ...
ବଡଖମାର – ବରାହପଦର ମଠ ରେ ସୁନ୍ଦରାକାଣ୍ଡ ପରାୟଣ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟିର...
ମାଣବସା ଲକ୍ଷ୍ମୀ ପୂଜା ପାଇଁ ଅଧିବାସ ସହ ଭବ୍ୟ କଲସ ଯାତ୍ରା।
କଳାହାଣ୍ଡି:୧୦/୧୨ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମା ଜଗନ୍ନାଥ ମନ୍ଦିର ବସ୍ତିପଡା ରେ ପବିତ୍ର...
