Odisha Districts News
ଉଲୁଣ୍ଡା ଆରଏମସି ୟାର୍ଡ଼ ପରିସରରେ ସୁଭଦ୍ରା ହିତାଧିକାରୀ ଙ୍କ ସମାବେଶ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପୋଢଟିକିରା ସ୍ଥିତ ଆରଏମସି ୟାର୍ଡ ପରିସରରେ ସୁଭଦ୍ରା...
ବାଲେଶ୍ବରରେ ବନ୍ୟା ସ୍ଥିତି ସଙ୍ଗୀନ, ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ
ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୁବର୍ଣ୍ଣରେଖାର ବନ୍ୟା ଜଳ ପ୍ରବାହିତ...
କେନାଲକୁ ଗାଧୋଇବାକୁ ଯାଇ ଭାସିଗଲେ ମହିଳା
ଅନୁଗୁଳ: ସକାଳୁ ସକାଳୁ ଅନୁଗୁଳରେ ଅଘଟଣ । କେନାଲକୁ ଗାଧୋଇ ଯାଇ ଗୋଡ଼ ଖସିଯିବାରୁ ଭାସିଗଲେ ମହିଳା । ଅନୁଗୁଳ...
ନାବାଳିକଙ୍କୁ ଦୁଷ୍କର୍ମ ପରେ ହତ୍ୟା, ସ୍କୁଲ ନିକଟ ବୁଦା ମୂଳରୁ ମିଳିଲା ଉଲଗ୍ନ ମୃତଦେହ
ନବରଙ୍ଗପୁର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସାରେ ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ...
ସୁବର୍ଣ୍ଣପୁରରେ ସୁଭଦ୍ରା ଯୋଜନା ର ଲୋକାର୍ପଣ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ମହିଳାଙ୍କୁ ଆର୍ଥିକ ସଶକ୍ତ ଓ ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ...
ବିକଳପୁରରେ ନୂଆଁଖାଇ ଭେଟଘାଟ ଅବସରରେ ‘ ଶିକ୍ଷl ସାମାଜ ପାଇଁ କେତେ ଜରୁରୀ ‘ ନାଟକ ପରିବେଷଣ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତ ଅନ୍ତର୍ଗତ ବିକଳପୁର ଗ୍ରାମରେ ସ୍ଥାନୀୟ ଯୁବକ...
ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଆଜି ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା...
ଫୁଲଚରା ରେ ମା ଫୁଲଚରlଣି ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଖେଳପଡିଆଠରେ 12ତମ ମା ଫୁଲଚରାଣି ଏକ...
ବୀରମହାରାଜପୁର କଲେଜରେ ଶିକ୍ଷା ବିଭାଗ ର ଉଚ୍ଚ ଶିକ୍ଷାରେ ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର
ବୀରମହାରାଜପୁର : (ସୌମିତ୍ରି ମେହେର) ସାମ୍ପ୍ରତିକ ବିଶ୍ବର ଶିକ୍ଷା ବ୍ୟବସ୍ଥା ସହ ତାଳଦେଇ ଚାଲିବାକୁ ହେଲେ ଦେଶର ଶିକ୍ଷାର ସ୍ତରକୁ...
ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ସୁଭଦ୍ରା ହିତାଧିକାରୀ ଙ୍କ ସମାବେଶ
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁଭଦ୍ରା ପାଇଁ ଉତ୍ସବ ମୁଖର ଗାଁ ରୁ ସହର । ଆଜି ମାନ୍ୟବର...
ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଜି ମଙ୍ଗଳବାର ଦିନ ଆର୍ଥିକ...
ଯାଦବ ସମାଜର ନୂଆଁଖାଇ ଭେଟ୍ଘାଟ:ଏକତା ଓ ସଂହତି ବିଜୟର ଦ୍ୱାର ଦେଶ-ଲକ୍ଷ୍ମଣ ବାଗ
ସମ୍ବଲପୁର: ଗତ ନିର୍ବାଚନରେ କଣ୍ଟାବାଂଜି ବିଧାନସଭା କ୍ଷେତ୍ରରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା କଥା ଘୋଷଣା କରାଯିବା...
