Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଯୋଗର ଗୁରୁତ୍ଵ କୁ ନେଇ ଛାତ୍ର ଛାତ୍ରୀ ସାମ୍ବାଦିକ ବ୍ଲକ କର୍ମଚାରୀ ଙ୍କ ପ୍ରତିଯୋଗିତା।

ହାଟଡିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ହାଟଡିହି ବ୍ଲକ ଅଧ୍ୟକ୍ଷ ଙ୍କ ଦ୍ଵାରା ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା। ଏଥିରେ ଯୋଗ...

ଜଙ୍ଗଲ ଜମି ଜବରଦଖଲ ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ବିଶାଲପାଲି ଗ୍ରାମ ର ମହିଳା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବିଶାଲ ପାଲି ଗ୍ରାମ୍ୟ ଜଙ୍ଗଲ ଜମିକୁ ପଡୋଶୀ...

କୁଲୁଣ୍ଡି ଡ଼ାକ୍ତରଖାନାରେ ବିଶ୍ଵ ଶିକିଲ ସେଲ ସଚେତନତା ଦିବସ

ସମ୍ବଲପୁର(ଗୌଡପାଲି): ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲୁଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ୧୯ଜୁନ ତାରିଖରେ ବିଶ୍ବ...

ଉପନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ଅଭିନନ୍ଦନ

ସମ୍ବଲପୁର:ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ହେବା ନେଇ ଶୁଭେଚ୍ଛା ଓ ଅଭିନନ୍ଦନ Iଆଜି ବିଜେଡି ବିଧାୟକ ଦଳ ବୈଠକରେ...

୨୨ରେ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତା ସେବକ

ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ଦିନ ପରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା...

ବିପଦ ସଙ୍କୁଳ ଅବସ୍ଥାରେ ରଥପୁର ଯାତ୍ରୀ ବିଶ୍ରାମଗାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଛକ ନିକଟରେ ଥିବା...

ବାଲେଶ୍ବର: କର୍ଫ୍ୟୁ କୋହଳ ହେବା ପରେ ବଜାରରେ ଭିଡ଼

ବାଲେଶ୍ବର: ଅଶାନ୍ତ ବାଲେଶ୍ବରରେ ଲାଗିଥିବା କର୍ଫ୍ୟୁ ୪ ଘଣ୍ଟା ପାଇଁ କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧୧ଟା...

ମେଡ଼ିକାଲରୁ ମିଳିଲା ନବଜାତ ଶିଶୁର ମୃତଦେହ

ନବରଙ୍ଗପୁର: ମେଡିକାଲ ପରିସରରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର । ଶିଶୁଟି କେମିତି ମଲା ଓ କିଏ, କାହିଁକି...

ରାୟଗଡ଼ାରୁ କୋରାପୁଟକୁ ଡେଇଁଲା ଡିପଥେରିଆ, ଆଖି ବୁଜିଲେ ଆଉ ଜଣେ ନାବାଳକ

କୋରାପୁଟ: ରାୟଗଡ଼ା ପରେ କୋରାପୁଟରେ ଜୀବନ ନେଲା ଡିପଥେରିଆ । କୋରାପୁଟ ବନ୍ଧୁଗାଁରେ ଜଣେ ୧୦ ବର୍ଷର ବାଳକ ଏହି...

ଛାତ୍ରୀ ଛାତ୍ର ଙ୍କୁ ଯୋଗ ଶିଖେଇଲେ ତହସିଲ ମୁଖ୍ୟ କିରାଣୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବୁଧବାର ତହସିଲର ମୁଖ୍ୟ କିରାଣୀ...

ଗ୍ୟାସ ଲିକ ହୋଇ ପୋଡିଗଲା ଲକ୍ଷ୍ୟାଧୀକ ଟଙ୍କାର ସମ୍ପତ୍ତି……ସହାୟତା ଯୋଗାଇଦେବାକୁ ଦାବୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ଜୋରାଡବରା ଛକ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଅଘଟଣା ରେ ଜୈନେକ...

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର……

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଭା ଗୃହ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ...