Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା ଗୃହ ଠାରେ ସୋମବାର ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ...

କର୍ଲାମୁଣ୍ଡା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ୱାନ ରେ” ଘରେ ଘରେ...

ହର୍ ଘର୍ ତ୍ରିରଙ୍ଗା ନେଇ ପ୍ରସ୍ତୁତି ବୈଠକ

ଜମନକିରା : ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହର୍ ଘର୍ ତ୍ରିରଙ୍ଗା ଅଭିଯାନ କୁ ସଫଳ କରିବା ପାଇଁ ଆଜି ଜମନକିରା...

କାର୍ଯ୍ୟରେ ଯୋଗ ଦେଲେ ସୁନ୍ଦରଗଡ଼ ନୂତନ ଜିଲ୍ଲାପାଳ ମନୋଜ ସତ୍ୟୱାନ

ସମ୍ବଲପୁର: ସୁନ୍ଦରଗଡ଼ ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଆଜି ଯୋଗଦାନ କରିଛନ୍ତି। ୨୦୧୯ ବ୍ୟାଚ ର ଭାରତୀୟ ପ୍ରଶାସନିକ ଅଧିକାରୀ...

କୁଚିଣ୍ଡା ମହାବିଦ୍ୟାଳୟରେ ମେଗା ବୃକ୍ଷରୋପଣ

ସମ୍ବଲପୁର /କୁଚିଣ୍ଡା :ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ମଣିଷ ବଞ୍ଚିବା ଅସମ୍ଭଵ।ଏହି ପରିପ୍ରେକ୍ଷୀରେ ଆଜି କୁଚିଣ୍ଡା ମହାବିଦ୍ୟାଳୟର IQAC...

ବାଲିଗୁଡାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ: ଉପଖଣ୍ଡ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଘରେ...

ଦେଶପ୍ରେମ ରଙ୍ଗ ରେ ଝଲସିଲା ଘର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ।

କଳାହାଣ୍ଡି:୧୩/୦୮ ଭାରତ ବର୍ଷ ର ୭୮ ତମ ସ୍ୱାଧୀନତା ଦିବସ ପୁର୍ତ୍ତୀ ଅବସର ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ପୋଖରୀ ପାଣି ରେ ବୁଡି ଭିନ୍ନକ୍ଷମ ଙ୍କ ମୃତ୍ୟୁ,ସରକାରୀ ସହାୟତା ଦେବାକୁ ଦାବି କଲେ ପରିବାର।

କଳାହାଣ୍ଡି:୧୩/୦୮ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତି ମାନସିଂ ପୁଞ୍ଜି (୬୫) ମଙ୍ଗଳବାର...

ସିର୍ଲିଗୁଡା ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ପାଇଁ ବ୍ଲକ ପ୍ରଶାସନ ଓ ବିଧାୟକ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ।

କଳାହାଣ୍ଡି:୧୩/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

ନୂଆଦିଲ୍ଲୀରେ ଗଠିତ ହେଲା ପଶ୍ଚିମ ଓଡ଼ିଶା ଛାତ୍ର ସଂଗଠନ :ସୌମ୍ୟରଂଜନ ସଭାପତି ଓ ଅନନ୍ତ ସାଧାରଣ ସମ୍ପାଦକ

ସମ୍ବଲପୁର :ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ସାରା ବିଶ୍ବରେ ବିଦିତ ହୋଇସାରିଛି। ଆଜି ନୂଆଦିଲ୍ଲୀରେ ପଶ୍ଚିମ ଓଡ଼ିଶା ଛାତ୍ର...

ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ...

ବାଲିଗୁଡ଼ାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ପୂର୍ବ ସୂଚନା ନଥିବାରୁ ଜନ ପ୍ରତିନିଧି ମାନଙ୍କ କ୍ଷୋଭ ପ୍ରକାଶ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଯାଇଛି। ଏଥିରେ ଅତିରିକ୍ତ...