Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Puri Odisha

ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣାରେ ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାରେ...

ଅଚେତ ହେଲେ ହବିଷ୍ୟାଳି, କାଲିଠୁ ବସିଥିଲେ ଧାରଣାରେ

ପୁରୀ: ପୁରୀ ବୃନ୍ଦାବତୀ ନିବାସ ଆଗରେ ଅଚେତ ହୋଇ ପଡ଼ିଛନ୍ତି ଜଣେ ଅଣପଞ୍ଜୀକୃତ ହବିଷ୍ୟାଳି । ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁ ନଥିବାରୁ କାଲିଠୁ ଶୀତ କାକରରେ ବାହାରେ...

ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ଓମଫେଡ ଘିଆ ଡିପୋ ଖୋଲିବାକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର...

ପାରିବାରିକ କଳହ: ସ୍ତ୍ରୀ ଓ ପୁତୁରାକୁ ଭୁଜାଲିରେ ହାଣିଲା ସ୍ବାମୀ

ପୁରୀ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀର ଭୁଜାଲି ଆକ୍ରମଣରେ ସ୍ତ୍ରୀ ଓ ପୁତୁରା ଗୁରୁତର । ମେଡକାଲରେ...

ସାବଧାନ ! ରାଜୁଆ ନଦୀରେ ବୁଲୁଛି କୁମ୍ଭୀର

ପୁରୀ: କଣାସ ଦେଇ ପ୍ରବାହିତ ରାଜୁଆ ନଦୀରେ ବୁଲୁଛି କୁମ୍ଭୀର । ଆଜି ସକାଳେ କୁମ୍ଭୀର ରାଜୁଆ ନଦୀରେ ବୁଲୁଥିବା...

୪ ଜଣଙ୍କ ଉପରେ କାର ଚଢ଼ାଇ ଦେଲା ନିଶାଡ଼ି ଡ୍ରାଇଭର

ପୁରୀ: ନିଶାଡ଼ି ଡ୍ରାଇଭରର ଉନ୍ମତ୍ତକାଣ୍ଡ । ଦୁର୍ଘଟଣାରେ ୪ ଜଣଙ୍କୁ କଲା ଆହତ । ଯିଏ ସାମନାରେ ପଡ଼ିଲା ତାଙ୍କୁ...

କାର୍ତ୍ତିକ ମାସ ନୀତିକାନ୍ତି ନିର୍ଘଣ୍ଟ ପାଇଁ ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟ ମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା...

ମନ୍ଦିରରୁ ମୂର୍ତ୍ତି ଚୋରି କରି ଘରେ ଲୁଚାଉ ଥିଲେ, ପୋଲିସ ମାରିଲା ରେଡ୍

ଭୁବନେଶ୍ବର: ରାଜଧାନୀରେ ମୂର୍ତ୍ତି ଚୋର । ବିଭିନ୍ନ ଧାତୁର ମୂର୍ତ୍ତି ଚୋରି କରି ଘରେ ଆଣି ଲୁଚାଉଥିଲେ । ସୂଚନା...

ମାଉଣ୍ଟ ଆବୁ ଠାରେ ଜାତୀୟ ସାମ୍ବାଦିକ ସମ୍ମିଳନୀ ଆରଂଭ ।

ଅସ୍ତରଙ୍ଗ,,,ରାଜସ୍ଥାନ ର ମାଉଣ୍ଟଆବୁ ଠାରେ ପ୍ରଜାପିତା ବ୍ରହ୍ମକୁମାରି ଇସ୍ୱରୀୟ ବିଶ୍ଵବିଦ୍ୟାଳୟ ତରଫରୁ ଆନନ୍ଦ ସରୋବ ରାହ ଅଡ଼ିଟରୀୟମ ଠାରେ ଜାତୀୟ...

ଶ୍ରୀମନ୍ଦିରରେ ନିଯୁକ୍ତି ପାଇବେ ଫୁଡ ଇନ୍ସପେକ୍ଟର, ଭୋଗର ମାନ କରିବେ ଯାଞ୍ଚ

ପୁରୀ: ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର...

ପାଣି ଘେରରେ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ଲଘୁଚାପ ବର୍ଷା ପଦାରେ ପକାଇଲା ପ୍ରଶାସନିକ ଅବହେଳା । ବିଶ୍ବ ହେରିଟେଜ୍ କୋଣାର୍କ ସୂର୍ଯ୍ୟ ମନ୍ଦିର ହେଲା ଜଳବନ୍ଦୀ...

ପ୍ରବଳରୁ ଅତି ପ୍ରବଳ ବର୍ଷା: ପୁରୀ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ବନ୍ଦ

ପୁରୀ: ଆଜି ପୁରୀ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ । ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି...