News from Puri Odisha
ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଠେଲାପେଲା, ବହୁ ଭକ୍ତ ଆହତ
ପୁରୀ: ଆଜିଠାରୁ ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ...
ଆଜିଠୁ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ଆରମ୍ଭ
ପୁରୀ: ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ । ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି ।...
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହରିହର ବେଶ
ପୁରୀ: ଆଜି ଶ୍ରୀମନ୍ଦିରରେ ହରିହର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ...
ଶ୍ରୀମନ୍ଦିର ଧ୍ବଜା ବନ୍ଧା ସମୟରେ ହେବ ପରିବର୍ତ୍ତନ
ପୁରୀ: ଶ୍ରୀମନ୍ଦିରରେ ଧ୍ବଜା ବନ୍ଧା ସମୟରେ ହେବ ପରିବର୍ତ୍ତନ । ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ...
ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଦୁଇ ମୃତ, ଜଣେ ଗୁରୁତର
କୋଣାର୍କ: କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ବଜାର ନିକଟରେ ଗତ ରାତିରେ କାର ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ...
ହାଟରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ପରିବା ବଜାର
ପୁରୀ: ଡେଲାଙ୍ଗ ପରିବା ହାଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ହଜାର ହଜାର ଟଙ୍କାର ପନିପରିବା...
ଜଗା ଦର୍ଶନ ପାଇଁ ଯିବା ବେଳେ ଦୁର୍ଘଟଣାରେ ହବିଷ୍ୟାଳିଙ୍କ ମୃତ୍ୟୁ
ପୁରୀ: ଜଗା ଦର୍ଶନ ନୋହିଲା । ବାଟରେ ଚାଲିଗଲା ହବିଷ୍ୟାଳିଙ୍କ ଜୀବନ । ଅଟୋକୁ ଏକ ଟ୍ରକ୍ ପଛପଟୁ ଧକ୍କା...
ଆଜି ବନକଲାଗି ନୀତି, ଶ୍ରଦ୍ଧାଳୁଙ୍କ ପାଇଁ ୫ ଘଣ୍ଟା ଶ୍ରୀମନ୍ଦିର ବନ୍ଦ
ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିନିମନ୍ତେ ୫ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।...
ବାତ୍ୟା ‘ଦାନା’: ଆରମ୍ଭ ହୋଇଗଲାଣି ପ୍ରଭାବ, ଭାଙ୍ଗିଲା ବଡ଼ ବଡ଼ ଗଛ
ପୁରୀ: ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇଗଲାଣି । ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପବନର ବେଗ ଧିରେ ଧିର...
ବାତ୍ୟା ‘ଦାନା’ ପାଇଁ କେଣାର୍କ ସୂର୍ଯ୍ୟ ମନ୍ଦିର ଦୁଇଦିନ ବନ୍ଦ
ପୁରୀ: ଆସୁଛି ବାତ୍ୟା ‘ଦାନା’ । ଭୀଷଣ ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ।...
ଆସୁଛି ବାତ୍ୟା ‘ଦାନା’: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ
ପୁରୀ: ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ, ବିଶେଷ କରି ପୁରୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ । ତେଣୁ ଶୀଘ୍ର...
କରତ କଳ ଉପରେ ବନ୍ ବିଭାଗର ଚଢ଼ାଉ
ଅସ୍ତରଙ୍ଗ,,ପୁରୀ ବନ୍ୟ ପ୍ରାଣୀ ବନଖଣ୍ଡ ଅଧିନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବାନାଞ୍ଚଳ ତରଫରୁ ସୋମବାର ଦିନ ଅସ୍ତରଙ୍ଗ ରେଞ୍ଜ ଅଧୀନରେ ଥିବା...
