News from Sambalpur Odisha
ଲୋକ ସେବକ ମଣ୍ଡଳ ପକ୍ଷରୁ ପ୍ରତିଷ୍ଠାତା ଲାଲା ଲଜପତ ରାୟଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର: ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ...
୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ,ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି
ଭୁବନେଶ୍ୱର:ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି...
ଜମନକିରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା...
କଦଳୀମୁଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ; ସତ୍ୟବାଦୀ ହେବା…ବିଡ଼ିଓ ରବୀନ୍ଦ୍ର ସେଠୀ
ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଜି ସୁବର୍ଣ୍ଣ ଜୟନ୍ତୀ...
ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା,ମଧୁସୂଦନ ପାଢ଼ୀ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ,ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର:ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ...
5ଦିନିଆ ଠୁରୁପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ସକର୍ମା କ୍ରିକେଟ କ୍ଲବ ଚମ୍ପିୟାନ।
ରେଙ୍ଗାଲି ବ୍ଲକ ଠୁରୁପାଲି ଠାରେ ସମଲେଶ୍ଵରୀ କ୍ରିକେଟ କ୍ଲବ ପକ୍ଷରୁ 5ଦିନିଆ ଠୁରୁପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲ...
ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ ପାଳିତ
ସମ୍ବଲପୁର:କୁଚିଣ୍ଡା ମହାବିଦ୍ୟାଳୟ ପରିସର ରେ ଥିବା ପ୍ରେକ୍ଷାଳୟ ଠାରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆମ ସମ୍ଭିଧାନ ଆମ ଗୌରବ କାର୍ଯ୍ୟକ୍ରମ...
କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା :ମୌଳିକ ସାକ୍ଷରତା ଓ ଶିକ୍ଷାଜ୍ଞାନ କାର୍ଯ୍ୟକ୍ରମ
ସମ୍ବଲପୁର:କାଇଁଶିର ଅନ୍ତର୍ଗତ ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପ୍ରଧାନ ଶିକ୍ଷକ ବବୃବାହନ ଭୋଇଙ୍କ ନେତୃତ୍ୱରେ କ୍ଲୋଷ୍ଟର ସ୍ତରୀୟ...
ନୂଆଁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟିଲେ ଅବସର ପ୍ରାପ୍ତ ଶିକ୍ଷକ ସଂଘ
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ରେ ନୂତନ ଭାବେ ଯୋଗଦେଇଥିବା ଶିକ୍ଷାଧିକାରୀ ଶ୍ରୀ ଲକ୍ଷ୍ମଣ...
୭୬ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠାତ୍ବ ୧୫ଜଣଙ୍କୁ ସମ୍ବର୍ଦ୍ଧିତ କଲେ ବ୍ଲକ ପ୍ରଶାସନ
ଜମନକିରା : ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆରେ ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ...
ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ପକ୍ଷରୁ ରକ୍ତଦାନ ଶିବିର
ସମ୍ବଲପୁର: ଗଣତନ୍ତ୍ର ଦିବସ ଉପଲକ୍ଷେ ହୀରାକୁଦ ବ୍ଲଡ଼ ଡୋନର୍ସ ଗ୍ରୁପ ତରଫରୁ ଆଜି ହୀରାକୁଦ ସ୍ଥିତ ଦୁର୍ଗମନ୍ଦିର ଛକ ନିକଟସ୍ଥ...
ଅଘାରିଆ ସମାଜ ବାମଣ୍ଡା ଆଞ୍ଚଳିକ କାମିଟି ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର:ଅଖିଳ ଭାରତୀୟ ଅଘାରିଆ ସମାଜ ,ବାମଣ୍ଡା ଆଞ୍ଚଳିକ କମିଟିର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଗତକାଲି ସାଧାରଣ ତନ୍ତ୍ର ଦିବସ ପାଳନ...
