News from Sambalpur Odisha
ବନ୍ୟପ୍ରାଣୀଙ୍କ ଅଧିକାରକୁ ସମ୍ମାନ ଦେଲେ ତାଙ୍କ ସହ ମଣିଷର ସଂଘର୍ଷର ଅନ୍ତ ହେବ: ଜମନକିରା ରେଞ୍ଜ ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ
ଜମନକିରା : ଆଜି ଭୋଜପୁର ସ୍ଥିତ ଜମନକିରା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୦ ତମ ବିଶ୍ଵ ବନ୍ୟ ପ୍ରାଣୀ...
ଭାରତୀୟ ଶିକ୍ଷଣ ମଣ୍ଡଳ ର ନୂତନ କାର୍ଯ୍ୟାଳୟ ଉଦଘାଟିତ
ସମ୍ବଲପୁର:ସମ୍ବଲପୁର ସ୍ଥିତ ବରେଇପାଲି ଠାରେ ଭାରତୀୟ ଶିକ୍ଷଣ ମଣ୍ଡଳ ର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି।ନୂତନ କାର୍ଯ୍ୟାଳୟ ଏହାକୁ...
ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେଲେ ପ୍ରାଣୀ-ମଣିଷ ସଂଘର୍ଷର ଅନ୍ତ ହେବ
ସମ୍ବଲପୁର: ଆଜି ଭୋଜପୁର ସ୍ଥିତ ଜମନକିରା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ୭୦ ତମ ବିଶ୍ଵ ବନ୍ୟ ପ୍ରାଣୀ...
ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ସମ୍ବଲପୁର:ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...
ଆଇଆଇଏମ୍ ର “ଉଦ୍ଭାବନମ୍’ ଉନ୍ମୋଚିତ: ଭବିଷ୍ୟତ ଲାଗି ପ୍ରସ୍ତୁତ ଉତ୍ପାଦ ପରିଚାଳନା ପାଇଁ ହେବ ଉତ୍କର୍ଷ କେନ୍ଦ୍ର
ସମ୍ବଲପୁର, ତା. ୦୬.୧୦(ରାଜାରାମ ଷଡ଼ଙ୍ଗୀ): ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଉତ୍ପାଦ ପରିଚାଳନାର ଭବିଷ୍ୟତକୁ ସମର୍ପିତ ଏକ...
ଶିକ୍ଷାରେ ଭାରତୀୟ ସମାବେଶର ଆବଶ୍ୟକତା ରହିଛି
ସମ୍ବଲପୁର:ଭାରତୀୟ ଶିକ୍ଷଣ ମଣ୍ଡଳ ଓଡିଶା ପଶ୍ଚିମ ପ୍ରାନ୍ତ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସଂଯୁକ୍ତ ଅଧିନରେ...
ଯୋଗ ହିଁ ମଣିଷ କୁ ସମୃଦ୍ଧ କରେ ,କୃତ୍ରିମ ବୁଦ୍ଧିମତା ଯୁଗର ଆବଶ୍ୟକତା
ସମ୍ବଲପୁର:ଆଜି ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଅନ୍ତିମ ଦିବସ...
ଡ଼ଙ୍ଗରପଡା ଦୁର୍ଗାପୂଜାରେ ସଂକୀର୍ତ୍ତନକୁ ଗୁରୁତ୍ୱ, ହେବ ଜିଲ୍ଲା ସ୍ତରୀୟ ସମ୍ମିଳନୀ
ସମ୍ବଲପୁର: ସମଗ୍ର ଯୁଯୋମୁରା ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାକୁ ନୁଆଁ ଢଙ୍ଗରେ ପାଳନ କରି...
ମଦ ଜବତ, ୨ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ କଦଳିପାଲ ଗାଁ ନିକଟରେ ପୋଲିସ ପକ୍ଷରୁ ପଟ୍ରୋଲିଂ ଚାଲିଥିବା ବେଳେ...
ଚାଲିଛି ନବରାତ୍ରି ପୂଜା, ଚନ୍ଦ୍ରଘଣ୍ଟା ବେଶରେ ଆଜି ପୂଜା ପାଇଲେ ମା
ସମ୍ବଲପୁର: ତବଡାବାହାଲ ଗ୍ରାମ ପଞ୍ଚାୟତର ବାରଡୁଙ୍ଗୁରୀ ନିକଟସ୍ତ କୁଦୋପାଲି ଠାରେ ଥିବା ମା ବନଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ର ପୂଜାର୍ଚନା।...
ବୁର୍ଲା ଭିଏମସାର୍ କାମଚଳା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ବିରୋଧ, ବାତିଲ ନହେଲେ ଆନ୍ଦୋଳନ ଚେତାବନୀ
ସମ୍ବଲପୁର:ବୁର୍ଲା ଭୀମସାର ସ୍ୱାଧୀନତାକୁ ଜଳାଂଜଳି ଦେଇ ଆସୁଛି।ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ସ୍ବୟଂଶାସିତ ଅନୁଷ୍ଠାନର...
ଟ୍ରକ ପରିବହନରେ ଓଭରଲୋଡିଙ୍ଗ : ବଢୁଛି ସମସ୍ୟା, କାର୍ଯ୍ୟାନୁଷ୍ଠାନ ଢିଲା
ସମ୍ବଲପୁର:ପଶ୍ଚିମ ଓଡିଶାର ଔଦ୍ୟୋଗିକ ଓ ଖଣିଅଞ୍ଚଳ, ଯେଉଁମାନଙ୍କ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ସାମିଲ ଅଛି ସେଠାକାର ଓଭରଲୋଡ...
