Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Subarnapur Odisha

ଧୂବାମୁଣ୍ଡା ରେ ଆନ୍ତର୍ଜାତିୟ ଭିନ୍ନକ୍ଷମ ଦିବସ ପାଳନ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସଦର ଧୂବାମୁଣ୍ଡା ଠାରେ ସ୍ବେଛାସେବୀ ସଂଗଠନ ରେଆର ତରଫରୁ ଜିଲ୍ଲା ପ୍ରଶାସନ...

ଜାତୀୟ ଗୋପାଳ ରତ୍ନ ସମାନ ପ୍ରାପ୍ତ ଭାସ୍କର ପଧାନ ଙ୍କୁ ଉଫୁଳା ପଞ୍ଚାୟତ ରେ ନାଗରିକ ସମ୍ବର୍ଦ୍ଧନା

ବୀରମହାରାଜ ପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ସଭା ଗୃହରେ ଆଜି...

ମୂର୍ଶୁଣ୍ଢି ଯୁବ ଜ୍ୟୋତି ଯୁବକ ସଂଘ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଯୁବ ଜ୍ୟୋତି ଯୁବକ ସଙ୍ଘ ଆନୁକୂଲ୍ୟରେ...

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ବ ଏଡ୍ସ ଦିବସ ପାଳନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠା ପରିସରରେ ବିଶ୍ଵ ଏଡ଼ସ...

ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ସୁବର୍ଣ୍ଣପୁର(ରାଜ କିଶୋର ତ୍ରିପାଠୀ)ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ସୁବର୍ଷପୁର ଜିଲ୍ଲା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର...

ଅମର ପାଲି କ୍ରିକେଟ କପ ଉଦଯାପିତ ; ଡାହାଣୀ ପାଲି କୁ ହରାଇ ବହଲପଦର ଦଳ ଚମ୍ପିଆନ୍ ଘୋଷିତ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସହୁ ଗ୍ରାଉଣ୍ଡ ରେ...

ବୀରମହାରାଜପୁର ସ୍ଥିତ ରାଧାରାଣୀ ମଠ ବାଗବର ରେ ବୃଦ୍ଧବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କଲେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା

ବିରମହlରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ରାଧା ରାଣୀ ମଠ ବାଗବର ଠାରେ ଆଜି ବୃଦ୍ଧ ବୃଦ୍ଧା...

ବୀରମହାରାଜପୁର ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ଏନର୍ଜି କ୍ଲବ ତରଫ ରୁ ସାରl ରାଜ୍ୟ ର ସମସ୍ତ ବ୍ଲକ ସଦର ମହକୁମା...

ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ବିଶ୍ଵ ଏଡ଼ସ...

ବୀରମହାରାଜପୁର- ସୁବଳୟା ମୁଖ୍ୟ ରାସ୍ତାର ଜଟେସିଂହା ସ୍କୁଲ ନିକଟରେ ରେଡ଼ିଅମ ହମ୍ପସ ପାଇଁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ସୁବଳୟା ମୁଖ୍ୟ ରାସ୍ତା ଜଟେସିଂହା ଛକ ନିକଟରେ ରେଡିୟମ...

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୋହିଲେ ଶବ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସହର ପାତିକାର ପଡ଼ାର ବିଦ୍ୟାଧର ନାଏକ...

ଅମର ପାଲି କ୍ରିକେଟ କପ ; ଚତୁର୍ଥ ଦିବସରେ ଘଣ୍ଟ ପାଲି କୁ ହରାଇ ଉଲୁଣ୍ଡା ସେମିଫାଇନାଲ ରେ ପ୍ରବେଶ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ...