ସୁବର୍ଣ୍ଣପୁର
News from Subarnapur Odisha

କାଦୋଦର ଗାଁ ମୁଣ୍ଡରେ ପାଣି ଜମି ରହୁଥିବା ରୁ ଦେଖାଦେଇଛି ବହୁବିଧ ସମସ୍ୟା
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର କାଦୋଦର ଗାଁ ମୁଣ୍ଡ ରେ ଏବେ ଅଛରା଼ଏ...

ମୁରଶୁଣ୍ଢୀ ଗାଁ ଗୀତାଞ୍ଜଳି ସପରିବାର ଆତ୍ମାହୁତି ଧମକ ଦେବା ପରେ ଚାକିରି ଦେବା ନିଷ୍ପତ୍ତି ନେଲା କେନ୍ଦୁପତ୍ର ବନବିଭାଗ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁରଶୁଣ୍ଢୀ ଗ୍ରାମର ଗୀତାଞ୍ଜଳି ସାହୁ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ...

ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶିତ ହେବ କୃଷି ସମ୍ପର୍କିତ ସୂଚନା
ବୀରମହାରାଜପୁର : (ସୌମିତ୍ରି ମେହେର) କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ମଙ୍ଗଳବାର କୃଷି ସୂଚନା ଓ...

ସୁବଳୟା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ୟୁନିଟ୍ ଗଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ୟୁନିଟ...

ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଖଣ୍ଡହତା ଚଷlପଡା ବlସି ହନ୍ତସନ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ମୁଖ୍ୟ ଛକରୁ ସାହାଜଲଥାକୁ ଯାଇଥିବା ରାସ୍ତାରେ ବହୁ...

ବୀରମହାରାଜପୁର ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧୀନସ୍ଥ ରାସ୍ତା ପାଲଟିଛି ମରଣଯନ୍ତା ; ହରିହର ଜୋର୍ ପୋଲ ଛlତ ରେ କଣା ହୋଇ ବାହାରକୁ ଦିଶୁଛି ଲୁହା ଛଡ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର...

ଗୋଧନେଶ୍ୱର ଶୈବପୀଠରେ ଶ୍ରାବଣର ପ୍ରଥମ ସୋମବାର କ୍ଷୀରସାଇ ଓ ବହୁ କାଉଡିଆ ଙ୍କ ଭିଡ ଏବଂ ବୋଲବମ୍ ଧ୍ବନି ରେ କମ୍ପିଲା ଶୈବପିଠ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଜଟେସିଂହା ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ...

ଗଜବନ୍ଧ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଡୁଙ୍ଗୁରିପାଲି : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର...

ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ବିଭିନ୍ନ 37 ଗୋଟି ଅଭିଯୋଗ ର ଦରଖାସ୍ତ ଗ୍ରହଣ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର...

କୋର୍ଟ ନିର୍ଦ୍ଦେଶ କୁ ଅବମାନନା କରିବାରୁ ଆତ୍ମାହୁତି ନିଷ୍ପତି ନେଇ ରାଷ୍ଟ୍ରପତି ଙ୍କୁ ଚିଠି ଲେଖିଲେ ଗୀତାଞ୍ଜଳି
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମର ଗୀତାଞ୍ଜଳୀ ସାହୁ ଙ୍କୁ କୋର୍ଟ...

ଉଲୁଣ୍ଡା -ମରାଲୋଏ ରାସ୍ତା ଅବସ୍ଥା ଦୁରାବସ୍ଥା ; ସୁଧାରିବାକୁ ଦାବି
ଉଲୁଣ୍ଡା : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରୁ ମରାଲୋଏ ଗ୍ରାମକୁ ଯାଇଥିବା ରାସ୍ତା ଟି ଅତି...

ଗୋପାଳଜୀ ଯୋଗାଳୟଠାରେ ଗୁରୁ ପୂର୍ଣ୍ଣିମା ପାଳିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଶ୍ରୀ ଗୋପାଳଜୀ ତମଶ୍ୱା ଯୋଗାଳୟ, ସୁବର୍ଣ୍ଣପୁର ପରିସରସ୍ଥ ସାଧନା କକ୍ଷରେ...