Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Subarnapur Odisha

ସୁବର୍ଣ୍ଣପୁର ରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

ଦଶମ ବିଶ୍ଵ ଶିକ୍ଷା ଓ ଶିକ୍ଷକ ସମ୍ମିଳନୀରେ ଯୋଗ ଦେବେ ରାଜ୍ୟ ଶିକ୍ଷକ

ସୋନପୁର : (ସୌମିତ୍ରି ମେହେର) ଦଶମ ବିଶ୍ୱଶିକ୍ଷା ଓ ଶିକ୍ଷ| ଦିବସ ଆର୍ଜେଣ୍ଟିନା ର ରାଜଧାନୀ ବୁୟନସଏୟାର୍ସ ଠାରେ ଜୁଲାଇ...

ବୀରମହାରାଜପୁର ରେ ଡାକ ସେବା ଠିକ ଭାବେ ପାଇ ପାରୁ ନ ଥିବା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଉପ-ଡାକଘର ଭଡା ଘରେ ଚାଲୁଥିବା ବେଳେ ଲୋକେ ଉପଯୁକ୍ତ ସେବା...

ଘୁଙ୍ଗିନାଳ ପୋଲ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଥିବା ରୁ ବୀରମହାରାଜପୁର – ଅମର ପାଲି ମୁଖ୍ୟରାସ୍ତା ରେ ଯାତାୟତ ଠପ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଠାରୁ ଅମରପାଲି ଦେଇ ଯାଇଥିବା ପୂର୍ତ୍ତ ବିଭାଗ ର...

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହି ଭୂତକୋଠି ପାଲଟିଛି ବଡ ମାଳ ଶିଶୁ ଉଦ୍ୟାନ

ଉଲୁଣ୍ଡା : (ସୌମିତ୍ରି ମେହେର) ସରକାର ଗ୍ରାମାଞ୍ଚଳ ରେ ଶିଶୁ ମାନଙ୍କ ପାଇଁ ମନୋରଞ୍ଜନ ସାଙ୍ଗକୁ ଶାରୀରିକ ବିକାଶ  ପାଇଁ...

ପଣ୍ଡାପାଲି ଗାଁ ଶଙ୍କର ମହାକୁର ଙ୍କ ଘର ଉପରେ ଗଚ୍ଛପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଉଫୁଲା ପଞ୍ଚାୟତ ପଣ୍ଡାପାଲି ଗ୍ରାମରେ ଜୈନିକ ବ୍ୟକ୍ତି ଙ୍କ...

କାଦୋଦର ଗାଁ ମୁଣ୍ଡରେ ପାଣି ଜମି ରହୁଥିବା ରୁ ଦେଖାଦେଇଛି ବହୁବିଧ ସମସ୍ୟା

 ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର କାଦୋଦର ଗାଁ ମୁଣ୍ଡ ରେ ଏବେ ଅଛରା଼ଏ...

ମୁରଶୁଣ୍ଢୀ ଗାଁ ଗୀତାଞ୍ଜଳି ସପରିବାର ଆତ୍ମାହୁତି ଧମକ ଦେବା ପରେ ଚାକିରି ଦେବା ନିଷ୍ପତ୍ତି ନେଲା କେନ୍ଦୁପତ୍ର ବନବିଭାଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁରଶୁଣ୍ଢୀ ଗ୍ରାମର ଗୀତାଞ୍ଜଳି ସାହୁ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ...

ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶିତ ହେବ କୃଷି ସମ୍ପର୍କିତ ସୂଚନା

ବୀରମହାରାଜପୁର : (ସୌମିତ୍ରି ମେହେର) କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ମଙ୍ଗଳବାର କୃଷି ସୂଚନା ଓ...

ସୁବଳୟା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ୟୁନିଟ୍ ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ୟୁନିଟ...

ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଖଣ୍ଡହତା ଚଷlପଡା ବlସି ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା  ମୁଖ୍ୟ ଛକରୁ ସାହାଜଲଥାକୁ ଯାଇଥିବା ରାସ୍ତାରେ ବହୁ...

ବୀରମହାରାଜପୁର ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧୀନସ୍ଥ ରାସ୍ତା ପାଲଟିଛି ମରଣଯନ୍ତା ; ହରିହର ଜୋର୍ ପୋଲ ଛlତ ରେ କଣା ହୋଇ ବାହାରକୁ ଦିଶୁଛି ଲୁହା ଛଡ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର...