News from Subarnapur Odisha
ଜିଲ୍ଲା ପୋଲିସ ପକ୍ଷରୁ ଅବସର କାଳୀନ ବିଦାୟ ସମର୍ଦ୍ଧନା
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ପୋଲିସ ବିଭାଗର ଦୁଇ ଜଣ ବରିଷ୍ଠ...
ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ଦୁଇ ଜଣ ବରିଷ୍ଠ କର୍ମଚାରୀ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ରେ ପୋଲିସ ବିଭାଗ ର ଦୁଇ ଜଣ ବରିଷ୍ଠ...
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କୈରାଝୁଲି ୟୁ ପି ସ୍କୁଲ ରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଭୁଶୁଡିବାରେ ଲାଗିଛି l ପ୍ରାପ୍ତ...
ଟିକରାପଡ଼ା ଗାଁ ର ବୁଣାକାର ରସାନନ୍ଦ ମେହେର ପାଇବେ ଜାତୀୟ ହସ୍ତତନ୍ତ ପୁରସ୍କାର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା-ଟିକରାପଡ଼ା ଗ୍ରାମର ବୁଣାକାର ରସାନନ୍ଦ ମେହେର ଜାତୀୟ...
ମେଟାକାନି ଚl’ ଦୋକାନରେ ଗାଡି ଚଢାଇ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଆଉ ଜଣେ ସହଯୋଗୀ ଗିରଫ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ଛକରେ ପିକଅପ ଭ୍ୟାନ ଚଢେଇ ହତ୍ୟା ଘଟଣାର...
ଗୌଡଗlଡ଼-ଅମର ପାଲି ରାସ୍ତା ପାଣି କାଦୁଅରେ ଭର୍ତ୍ତି ଥିବାରୁ ଚାଲି ଚାଲି ଯିବାକୁ ଅମଙ୍ଗ ହୁଅନ୍ତି ଛାତ୍ରଛାତ୍ରୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଳକ ଅନ୍ତର୍ଗତ ବହଳପଞ୍ଚାୟତ ପଞ୍ଚାୟତ ର ଗୌଡଗାଡ – ଅମରପାଲି...
ସୋନପୁର ର ଧର୍ମ ପରାୟଣ ମହୀୟସୀ ମହିଳା ସ୍ନେହ ମଞ୍ଜରୀ ପଣ୍ଡା ଙ୍କ ପରଲୋକ
ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଭାଗର ପୂର୍ବତନ ବରିଷ୍ଠ କର୍ମଚାରୀ ତଥା ଲାଲମନି କ୍ରିକେଟ ଓ...
ସୋନପୁର ଜିଲ୍ଲା ର ବୁଣାକାର ରସlନନ୍ଦ ମେହେର , ଉତ୍ତମ ଏବଂ ଶ୍ଯାମ ସୁନ୍ଦର ମେହେର ପାଇବେ ଜାତୀୟ ହସ୍ତତନ୍ତ ପୁରସ୍କାର
ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ର ତିନି ଜଣ ବାନ୍ଧ ଶିଳ୍ପି ଜାତୀୟ ହସ୍ତତନ୍ତ ପୁରସ୍କାର ରେ...
କେନଝରିଆ ପାଲି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନସ୍ଥ ସ୍କୁଲ ମାନଙ୍କରେ ଚାଲିଥିବା ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ କେନଝିରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ସ୍କୁଲରେ ଚାଲିଥିବା...
ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଖୁଣ୍ଟଲା ପାଲି ଗ୍ରାମବାସୀ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖୁଣ୍ଟଲାପାଲି ଗ୍ରାମ ରେ ପିଇବା ପାଣି ଯୋଗାଣ...
ବନ୍ୟା ଆଶଙ୍କା ଥିବା ମହାନଦୀ କୂଳିଆ ଗାଁରେ ପହଁଚି ସ୍ଥିତି ଅନୁଧ୍ୟାନ କଲେ ଉଲୁଣ୍ଡା ତହସିଲଦାର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ଗାଁ ରେ ବନ୍ୟା...
ଏନ୍ ସି ସି କ୍ୟାଡ଼େଟ୍ ସତ୍ୟ ନାରାୟଣ ବାଗ ଙ୍କୁ ଜିଲ୍ଲାପାଳ କାର୍ଯ୍ଯାଳୟ ପରିସରରେ ସମ୍ବର୍ଦ୍ଧନା
ସୋନପୁର : (ସୌମିତ୍ରି ମେହେର) ସୋନପୁର କଲେଜର ଏନସିସି କ୍ୟାଡେଟ ତଥା ସୋନପୁର ମାଟିର ସାହସୀ ପୁଅ ସତ୍ୟନାରାୟଣ ବାଗ...
