Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Subarnapur Odisha

ତେଲିପାଲି ରେ ଅଏଲ୍ ପlମ୍ ଚାଷୀ ମାନଙ୍କ ତାଲିମ୍ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ମଙ୍ଗଳବାର ଦିନ...

କଦଳୀ ପାଲି ରେ ପାନୀୟ ଜଳ ପ୍ରକଲ୍ପ ଅଚଳ ; ଲୋକେ ପାଣି ଟୋପାଏ ପାଇଁ ଡହକ ବିକଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ କଦଳୀପାଲି ଛକ ନିକଟରେ ଥିବା...

କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ବାହୁଡା ଯାତ୍ରା ସମ୍ପନ୍ନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଟ୍ ସମଲାଇ ସ୍ଥିତ ପବିତ୍ର ପିଠ ଶ୍ରୀ...

ବୀରମହାରାଜପୁର ଆଇ ଟି ଆଇ କଲେଜ ରେ ବିଶ୍ଵ ଯୁବ କୌଶଳ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ବାଗବର ସ୍ଥିତ ବୀରମହାରାଜପୁର ଆଇ ଟି ଆଇ କଲେଜ ରେ ବିଶ୍ୱ...

ସୁବର୍ଣ୍ଣପୁର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କର କଳ୍କୀ ଅବତାର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଅଷ୍ଟ ବିଷ୍ଣୁଙ୍କ ପୀଠ ତଥା ଦ୍ୱିତୀୟ ବାରଣାସୀ ସୁବର୍ଣ୍ଣପୁର ର ଗୁଣ୍ଡିଚା...

ସୋନପୁରରେ ଆଜି ବୌଦ୍ଧ ଅବତାର (ପଦ୍ମମୁଖ ) ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଆଜି ସପ୍ତମୀ ଶୁକ୍ରବାର ଦିନ ଚତୁ୍ଦ୍ଧାମୂର୍ତ୍ତି...

କୃଷକ ବିକାଶ ପରିଷଦ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ବୀରମହାରାଜାପୁର ଠାରେ ଆର ଏମ୍ ସି ର ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର କୃଷକ ବିକାଶ ପରିଷଦ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ...

ସୁରଥ ନାଏକ ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ଗ୍ରାମର ସୁରଥ ନାଏକ...

ସୋନପୁର ରେ ଆଜି କୃଷ୍ଣ ଓ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଗୁଣ୍ଡିଚା ମନ୍ଦିର ଠାରେ ଚତୁ୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ କୃଷ୍ଣ ଓ ବଳରାମ...

ସାଙ୍ଗଙ୍କ ଘରେ +3 ଶେଷ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ପଟାଭଡ଼ିର ଏକ ଚ୍ୟାମ୍ବରରେ ଆଜି ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା...

ସୁବର୍ଣ୍ଣପୁରରେ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ ର ଶୁଭାରମ୍ଭ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ସାହାଜପିଟା ଠାରେ ଅବସ୍ଥିତ ସ୍ୱୟଂ ଚାଳିତ ଡ୍ରାଇଭିଂ ଟେଷ୍ଟିଙ୍ଗ...

ପାତାଳୀ ଶ୍ରୀକ୍ଷେତ୍ର ଆଡପ ମଣ୍ଡପରେ ଶ୍ରୀ ଜୀଉ ଦର୍ଶନ ଦେଲେ ପର୍ଶୁରାମ ବେଶରେ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଆଜି ପର୍ଶୁରାମ ବେଶରେ ମହାପ୍ରଭୁଙ୍କୁ ଦର୍ଶନ...