News from Subarnapur Odisha
ସୁବର୍ଣ୍ଣପୁର ଜିଲ୍ଲାରେ ମିଳିତ ଅମଲାମଞ୍ଚ ପକ୍ଷରୁ କଲମ ଛାଡ ଆନ୍ଦୋଳନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ କଳମ ଛାଡ ଆନ୍ଦୋଳନ କରାଯାଇଛି । ଆଜି ସକାଳୁ...
ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ; ବର୍ଷେ ହେଲା ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ବାବୁପାଲି ରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା...
ପକ୍ଷୀପ୍ରେମୀ ଙ୍କ ଦ୍ଵାରା ଚାତକ ପକ୍ଷୀ ଉଦ୍ଧାର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପରିବେଶପ୍ରେମୀ ତଥା ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆ ନିଜର କୌଣସି କାର୍ଯ୍ୟରେ ଯାଇ...
ମହାମାୟୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମରେ ମହାମାୟୀ ମନ୍ଦିର ପ୍ରତିଷ୍ଠା ପାଇଁ ବୁଧବାର କଳଶ ଶୋଭାଯାତ୍ରା...
ଶ୍ରୀ ପାତାଳୀ କ୍ଷେତ୍ର ରେ ନୁତନ କୂପ ପ୍ରତିଷ୍ଠା ଉତ୍ସବ
ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ନୂତନ କୂଅ...
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ
ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ...
ଜଣେ କର୍ମଚାରୀ ରେ ଚାଲିଛି ସୁବଳୟା ରାଜସ୍ୱ କାର୍ଯ୍ୟାଳୟ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ତହସିଲ ଅନ୍ତର୍ଗତ ସୁବଳୟା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ କର୍ମଚାରୀ ଅଭାବ ଯୋଗୁଁ...
ରଥପୁର୍ ରେ ଜଳ ବିଶୋଧନାଗାରର ଭୂମି ପୂଜନ କାର୍ଯ୍ୟକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଠାରେ ମଙ୍ଗଳବାର ଦିନ ମେଗା ଜଳ...
ବୀରମହାରାଜପୁର ରେ ସପ୍ତଦୀପା ସାହିତ୍ୟ ସଂସଦର ୧୦୯ତମ ସାରସ୍ଵତ ସମାରୋହ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମଙ୍ଗଳବାର ଦିନ ସପ୍ତଦୀପା ସାହିତ୍ୟ ସଂସଦ ର...
ଲୁମୁରଜେନା ହରିଜନ ପଡାକୁ ପକ୍କା ରାସ୍ତା ପାଇଁ ବିଡିଓଙ୍କୁ ଦାବିପତ୍ର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ପଞ୍ଚାୟତର ଲୁମୁରଜେନା ଗ୍ରାମର ହରିଜନ ପଡା କୁ ପକ୍କା ରାସ୍ତା...
ମରାଡୁଗୋଚ୍ଛାରେ ଅଗ୍ନିକାଣ୍ଡ
ତରଭା, ୩୦/୫(ସମିସ) ତରଭା ବ୍ଲକ ମାରାଡୁଗୋଚ୍ଛା ଗ୍ରାମରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୁଇ ବଖରା ଖପର ଘର ପୋଡି...
କ୍ରସର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ:ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ତିନୋଟି ପଞ୍ଚାୟତର ଜନସାଧରଣ
ସୁବର୍ଣ୍ଣପୁର : ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ତିନୋଟି ପଞ୍ଚାୟତର ଜନସାଧାରଣ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ,...
