Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ଓଡ଼ିଶାରେ ଜମି ଚୁକ୍ତିକୁ ନେଇ ବିବାଦରେ ଫସିଛି ପର୍ଯ୍ୟଟନ ଯୋଜନା

ସମ୍ବଲପୁର,୩୦।୪: ହୀରାକୁଦ ଜଳଭଣ୍ଡାର ପାଖରେ ପ୍ରସ୍ତାବିତ ପର୍ଯ୍ୟଟନ ପ୍ରକଳ୍ପ ବିବାଦରେ ଫସି ରହିଛି। ସ୍ଥାନୀୟ ପ୍ରତିନିଧିମାନେ ଦାବି କରିଛନ୍ତି ଯେ...

ଓଡ଼ିଆ ସିନେମା ଜଗତରେ ଆକାଶ ର ସଂଜ୍ଞା ନାହିଁ ହେଲେ ତାରା ଅନେକ, 90 ବର୍ଷରେ 90 ହଲ ହେଇ ପାରିଲାନି

ଭୁବନେଶ୍ୱର, ୨୯ | ୪: ୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ | ପ୍ରଥମ ଥର ଭାବେ...

କେବେ ସୁଧୁରିବ ଓଡିଶାର ଅବସ୍ଥା? ଫନସ୍ ପୁଞ୍ଜି, ଦାନ ମାଝୀଠୁ ଜିତୁ ମୁଣ୍ଡା. ସବିଶେଷରେ ଜାଣନ୍ତୁ ଏହି ତିନୋଟି ଘଟଣା ବିଷୟରେ…

ଭୁବନେଶ୍ୱର, ୨୯ |୪: ଗତକାଲି ଏକ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି | ଯାହାକୁ ନେଇ ଦେଶବ୍ୟାପୀ...

ବୁଢୀମାଆର ସୁଦ୍ଧିକ୍ରିୟାକୁ ଯିବା ପାଇଁ ବଡଭାଇ ମନା କରିବାରୁ କୁରାଢୀରେ ହାଣିଦେଲା ସାନଭାଇ!

କେନ୍ଦୁଝର,୨୯।୪: ବୁଢୀମାଆର ସୁଦ୍ଧିକ୍ରିୟାରେ ରକ୍ତର ଛିଟା ପଡିଲା | ବୁଢୀମାଆର ସୁଦ୍ଧିକ୍ରିୟାକୁ ଯିବାକୁ ବଡ଼ଭାଇ ମନା କରିବାରୁ କୁରାଢୀରେ ହାଣିଲା...

ଭଉଣୀର ଜମା ଟଙ୍କା ଉଠାଇବା ପାଇଁ କଙ୍କାଳକୁ ବୋହି ବ୍ୟାଙ୍କକୁ ନେବା ଘଟଣା , NHRCରେ ରୁଜୁ ହେଲା ମାମଲା

ପାଟଣା , ୨୯ ।୪ : ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା ସାରା...

ଏଣିକି ମହାକାଶ ଯିବେ ସାଧାରଣ ନାଗରିକ ! ISROର ବଡ଼ ନିଷ୍ପତ୍ତି

ବେଙ୍ଗାଲୁରୁ, ୨୯।୪: ISROର ଗୁରୁତ୍ୱପୂର୍ଣ୍ଣ ଘୋଷଣା! ଗଗନଯାନ ମିଶନକୁ ନେଇ ଇସ୍ରୋର ଐତିହାସିକ ନିଷ୍ପତ୍ତି |ଏପର୍ଯ୍ୟନ୍ତ ମହାକାଶକୁ ଯିବାର ସୁଯୋଗ...

ଭଉଣୀର କଙ୍କାଳକୁ ବୋହି ବ୍ୟାଙ୍କକୁ ନେବା ଘଟଣା; ସମସ୍ତ ବ୍ୟାଙ୍କ ଜମା ସହ ରେଡକ୍ରସ୍‌ରୁ ପାଇଲେ ୨୦ ହଜାର…

ପାଟଣା, ୨୮।୪ : ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ବାସିନ୍ଦା ଜିତୁ ମୁଣ୍ଡା ନିଜର ମୃତ ଭଉଣୀର...

ପଞ୍ଚାୟତ ନିର୍ବାଚନରେ ହେବନି ବିଜେଡି ଓ କଂଗ୍ରେସର ମେଣ୍ଟ: କଂଗ୍ରେସ ପି.ସି.ସି ସଭାପତି ଭକ୍ତ ଦାସ ଓ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର, ୨୮ | ୪: ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଓ କଂଗ୍ରେସର ମେଣ୍ଟ ହେବନାହିଁ | ଏନେଇ ନିଜର...

ଧର୍ମ ନାଁ ରେ ବେଆଇନ କାରବାର! ଲଗେଜ୍‌ରେ ନେଉଥିଲେ ୧୧୦ କିଲୋର ଗଞ୍ଜେଇ; ଏୟାରପୋର୍ଟରେ ଧରା ପଡିଲେ…

ନୂଆଦିଲ୍ଲୀ, ୨୮ | ୪ : ଧାର୍ମିକ ବେଶ ଧାରଣା କରି ବେଆଇନ କାରବାର କରୁଥିଲେ | ବ୍ୟାଙ୍କକରୁ ବିମାନ...

ଆଧାରକାର୍ଡ଼କୁ ନେଇ ବଡ ଅପଡେର୍ଟ! ଏଣିକି ଜନ୍ମ ତାରିଖ ପାଇଁ ପ୍ରମାଣ ଭାବେ ଗ୍ରହଣ ହେବନି

ନୂଆଦିଲ୍ଲୀ, ୨୮ | ୪ : ଆଧାରକାର୍ଡକୁ ନେଇ ଆସିଛି ବଡ ଅପଡେର୍ଟ । ଆଧାର କାର୍ଡକୁ ଆଉ ଜନ୍ମ...

ବିରିୟାନି ପରେ ତରଭୁଜ ଖାଇ ପରିବାରର ୪ ସଦସ୍ୟ ମୃତ!

ମୁମ୍ବାଇ, ୨୮ | ୪ : ବିରିୟାନି ଖାଇ ସାରିବା ପରେ ତରଭୁଜ ଖାଇ ପରିବାରର ୪ ସଦସ୍ୟ ମୃତ...

ଗ୍ୟାଙ୍ଗଟକରେ ଯୁବବର୍ଗଙ୍କ ସହ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ; ସୋସିଆଲ ମିଡିଆରେ କଲେ ପୋଷ୍ଟ

ସିକିମ୍, ୨୮ | ୪: ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ରାଜ୍ୟର...