Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

ତୃତୀୟ ଆସନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ବିଜେଡି ସୁପ୍ରିମୋଙ୍କ ସମେତ କଂଗ୍ରେସ ସଭାପତି ଏବଂ ଅନ୍ୟମାନେ ଉପସ୍ଥିତ

ଭୁବନେଶ୍ୱର,୫ା୩: ରାଜ୍ୟ ସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ସେ ୩ ସେଟ୍‌ର ନାମାଙ୍କନ ଦାଖଲ...

ଟ୍ରମ୍ପଙ୍କୁ ହତ୍ୟା କରିବାକୁ ବଡ ଯୋଜନା ରଚିଥିଲେ ଇରାନୀ ଗୁପ୍ତଚର! ପାକିସ୍ତାନୀ ନାଗରିକଙ୍କ ପ୍ରତିକ୍ରିୟା

ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି | ବରଂ ଧୀରେ ଧୀରେ ଭୟଙ୍କର...

ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ; ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର

ଭୁବନେଶ୍ୱର,୫ା୩: ଓଡିଶା ସରକାରଙ୍କ ରାଜସ୍ବ ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ଅଛନ୍ତି |ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି...

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ ; କିଏ କାହାକୁ କରିବ ସମର୍ଥନ?

ଭୁବନେଶ୍ୱର,୫|୩: ଆସନ୍ତା ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ | ଏନେଇ ମାର୍ଚ୍ଚ ୫ ଅର୍ଥାତ ଆଜି ହେବ ନାମଙ୍କନ...

ବିଜୁ ବାବୁ ଜଣେ ପ୍ରକୃତ ରାଜନେତା ; ନାମାଙ୍କନ ଦାଖଲ ପୂର୍ବରୁ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କଭାବବିହ୍ୱଳ ଟ୍ୱିଟ

ଭୁବନେଶ୍ୱର ,୫|୨: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ | ବିଜେପିରୁ ଶ୍ରୀ ମନ ମାନ...

ଯୁଦ୍ଧରେ ଫସିଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ବର, ୩।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏଥିରେ...

ଇକୋ ଭ୍ୟାନ୍-ବସ୍ ଧକ୍କା: ଘଟଣାରେ ୬ ମୃତ-୯ ଆହତ

ଉତ୍ତର ପ୍ରଦେଶ,୩।୨: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସଦାବାଦ ଥାନା ଅଞ୍ଚଳର...

ସ୍ୱାମୀ ଓ ସ୍ତ୍ରୀଙ୍କ ହାତଗୋଡ଼ ବାନ୍ଧି ପକାଇଲେ; ଲୁଟିନେଲେ ୧୫ ଭରି ସୁନା ଅଳଙ୍କାର ସହ ନଗଦ ୭ ଲକ୍ଷ ଟଙ୍କା  

ଝାରସୁଗୁଡ଼ା,୩।୨: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ତାଲମୁଣ୍ଡାରେ ଏକ ଡକାୟତି ହୋଇଛି। ଯେଉଁଠି ସ୍ୱାମୀ ଓ ସ୍ତ୍ରୀଙ୍କୁ ମାଡ...

ଆସୁଛି ରଙ୍ଗର ପର୍ବ ହୋଲି; ସୁରକ୍ଷାକୁ ଦୃଷ୍ଟିରେ ରଖି କଟକରେ ୨୦ପ୍ଲାଟୁନ ଫୋର୍ସ ନିୟୋଜିତ!

ଭୁବନେଶ୍ୱର,୨|୩ : ଆଉ ମାତ୍ର ଗୋଟିଏ ଦିନ ରହିଲା । ଏଇ ବୁଧବାର ଦିନ ହେବ ହୋଲି ମହୋତ୍ସବ ।...

ଆଗକୁ ହେବ ପ୍ରବଳ ଖରା ! ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଜାରି ହୋଇଛି SOP

ଭୁବନେଶ୍ବର,୨|୩: ମାର୍ଚ୍ଚ ମାସ ଆରମ୍ଭରୁ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଅନୁଭୂତ ହେଲାଣି |ଦିନର ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି...

ରହିଛି କ୍ରସ ଭୋଟିଂର ଭୟ; ଏନେଇ ହୁଇପ ଜାରି କରିବେ ବିଜେଡି ସଭାପତି

ଭୁବନେଶ୍ୱର, ୨|୩: ମାର୍ଚ୍ଚ ୫ରେ ବିଜେଡି ପ୍ରାର୍ଥୀ ଦାଖଲ କରିବେ ନାମାଙ୍କନ ପତ୍ର | ଏନେଇ ଜାରି ହେବ ହୁଇପ...

ଗ୍ରହଣରେ ସନ୍ତାନ ଜନ୍ମ ହେବା ଶୁଭ ନା ଅଶୁଭ? ଏହା ଅନ୍ଧ ବିଶ୍ୱାସ ନା ରହିଛି ସତ୍ୟତା!

ସନାତନ ଧର୍ମରେ, ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଜ୍ୟୋତିଷ ଘଟଣା ଭାବରେ ବିବେଚନା...