National & International News in Odia
ପୁଣି ଆଳୁ ଗାଡ଼ି ଅଟକାଇଲା ପଶ୍ଚିମବଙ୍ଗ, ବଢ଼ିବ ଦର !
ଭୁବନେଶ୍ବର: ଓଡ଼ିଶାକୁ ଆଳୁ ପଠାଇବାକୁ ଅମଙ୍ଗ କି ପଶ୍ଚିମବଙ୍ଗ ସରକାର ? ମମତା ଦିଦି ପୁଣି ଲଗାଇ ଦେଲେ ବି...
ଉତ୍ତରପ୍ରଦେଶ ଉପନିର୍ବାଚନ: ୭ରେ ବିଜେପି, ୨ରେ ଏସପି ଆଗୁଆ
ଲକ୍ଷ୍ନୌ: ମହାରାଷ୍ଟ ଓ ଝାଡ଼ଖଣ୍ଡ ବିଧାନସଭା ସହ ଉତ୍ତର ପ୍ରଦେଶର ୯ଟି ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଗଣତି...
ଝାଡ଼ଖଣ୍ଡ ରେଜଲ୍ଟ: ଏନଡିଏକୁ ପଛରେ ପକାଇଲା ଇଣ୍ଡି ମେଣ୍ଟ
ରାଞ୍ଜି: ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି । ଫଳାଫଳକୁ ନେଇ ଆସିଛି ବଡ଼ ଟ୍ୱିଷ୍ଟ୍ । ବିଜେପି...
ମହାରାଷ୍ଟ୍ରରେ ଛପଡ଼ ଫାଡ ବିଜୟ ଆଡ଼କୁ ବିଜେପି ମେଣ୍ଟ ମହାୟୁତି
ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଚାଲିବ ମହାୟୁତି ସରକାର । ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚାଲିଥିବା...
ଭୁଶୁଡ଼ି ପଡ଼ିବ କି ଆଦାନୀ ସାମ୍ରାଜ୍ୟ: ଗୋଟିଏ ଦିନରେ ୫ ଲକ୍ଷ ୩୫ ହଜାର କୋଟି ଟଙ୍କା ବୁଡ଼ିଲା
ମୁମ୍ବାଇ: ଭାରତର ସବୁଠୁ ଧନୀ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମେତ ୮ ଜଣଙ୍କ ବିରୋଧରେ...
କମ୍ବି ବେଳେ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ, ବନ୍ଧୁକ ସହ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ
ଛତିଶଗଡ଼: ସୀମାରେ ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା ।...
ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ଗୁରୁତର ଅଭିଯୋଗ, କଣ୍ଟ୍ରାକ୍ଟ ପାଇବାକୁ ନେଇଥିଲେ ୨ ହଜାରରୁ ଅଧିକ କୋଟିର ଲାଞ୍ଚ
ନୂଆଦିଲ୍ଲୀ: ବିବାଦରେ ବିଶିଷ୍ଟ ଉଦ୍ୟୋଗପତି ତଥା ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ତାଙ୍କ ବିରୋଧରେ ଆମେରିକା ଆଣିଲା...
ଯାତ୍ରୀବାହୀ ବସ୍ ଓଲଟି ୭ ମୃତ, ୧୨ ଆହତ
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗର ବରକଟ୍ଟାର ଗୋରହର ପୋଲିସ ଷ୍ଟେସନ ଅଞ୍ଚଳରେ ଓଲଟିଲା ଯାତ୍ରୀବାହୀ ବସ୍ । ଚାଲିଗଲା ୭ ଜଣଙ୍କ...
୧୨୦ କିମି ସ୍ପିଡରେ ଆସି ଟ୍ରକକୁ ପିଟିଲା ଇନୋଭା, ଚାଲିଗଲା ୬ ଜୀବନ
ଡେରାଡୁନ: ବିଏମ୍ଡବ୍ଲ୍ୟୁ କାର୍ ସହ ରେସ୍ କରିବା ମହଙ୍ଗା ପଡ଼ିଲା । ଟ୍ରକ୍ରେ ପିଟି ହେଲା ଇନୋଭା । ଦୁର୍ଘଟଣାରେ...
ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା: ଲାଗିଲା କର୍ଫ୍ୟୁ, ୧୫ ଗିରଫ
କୋଲକତା: ଅଶାନ୍ତ ପଶ୍ଚିମବଙ୍ଗ । ମୁର୍ସିଦାବାଦ ଜିଲ୍ଲା ପୁଣି ସାମ୍ପ୍ରଦାୟିକ ହିଂସା । ବେଲଡାଙ୍ଗା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ...
ଆଇପିଏଲ ଅକ୍ସନରେ ୧୩ ବର୍ଷର ବୈଭବ ସୂର୍ଯ୍ୟବଂଶୀ
ମୁମ୍ବାଇ: ଆଇପିଏଲ କ୍ରେଜ କେତେ ତ ଆପଣ ଜାଣିଥିବେ । ଆପଣି ଯଦି କ୍ରିକେଟ ପ୍ରତି ରୁଚି ରଖୁଥିବେ ତେବେ...
ଝାଡ଼ଖଣ୍ଡ ନିର୍ବାଚନ: ୪୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ
ଝାଡ଼ଖଣ୍ଡ: ଝଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତତାଦ ଚାଲିଛି । ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ...
