National & International News in Odia
ପିଏମ ମୋଦୀଙ୍କ ଅବାସ୍ତବ ବୟାନ, କହିଲେ- ଗାନ୍ଧୀ ଫିଲ୍ମ ରିଲିଜ୍ ନ ହେବା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବଡ ବିବାଦୀୟ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯିଏ...
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ନୂଆଦିଲ୍ଲୀ: ଭୀଷଣ ଗରମ ଏବଂ ହିଟୱେଭ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । କେରଳ ଛୁଇଁଲା ମୌସୁମୀ ବାୟୁ ।...
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ; ଏମରଜେନ୍ସି ଗେଟ ଦେଇ ଡେଇଁଲେ ଯାତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ବିମାନରେ ବୋମା ଥିବା ଧମକ ମିଳିବା ପରେ...
ଅଗ୍ନିବୀର ନାଁରେ ମୋଦି ସରକାର ସୈନିକଙ୍କୁ କରୁଛନ୍ତି ଶ୍ରମିକ: ରାହୁଲ
ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସ ରାହୁଲ ଗାନ୍ଧୀଙ୍କ କଟୁ ସମାଲୋଚନା...
କେଜରିୱାଲଙ୍କୁ କରିବାକୁ ପଡିବ ଆତ୍ମ ସମର୍ପଣ, ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ
ଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ...
କୋର୍ଟରେ କେସ୍ ଥିଲେ ଅଭିଯୁକ୍ତଙ୍କୁ ଗିରଫ କରି ପାରିବେ ନାହିଁ; ଇଡିକୁ ସୁପ୍ରିମକୋର୍ଟଙ୍କ ଉପଦେଶ
ନୂଆଦିଲ୍ଲୀ: ଯଦି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ କେସ୍ ସ୍ୱତନ୍ତ୍ର କୋର୍ଟରେ ବିଚାରଧୀନ ରହିଛି ତେବେ ଇଡି କୌଣସି ବି...
ବାରାଣସୀରୁ ତୃତୀୟ ଥର ନାମାଙ୍କନ ପତ୍ର ଦାଖଲ କଲେ ମୋଦୀ, କାଳଭୈରବଙ୍କ ନେଲେ ଆଶୀର୍ବାଦ
ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ସିଟରୁ ତୃତୀୟ ଥର ନାମାଙ୍କନ ପତ୍ର ଦାଖଲ କରିଛନ୍ତି...
ବରିଷ୍ଠ ରାଜନେତା ସୁଶୀଲ ମୋଦୀଙ୍କ ପରଲୋକ
ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କ ସୋମବାର ପରଲୋକ ଘଟିଛି...
ଦ୍ୱାଦଶ ପରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ, ପାସ୍ ହାର ୯୩.୬୦ ପ୍ରତିଶତ
ଭୁବନେଶ୍ୱର: ଦ୍ୱାଦଶ ପରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ସିବିଏସଇ ଦଶମ ଓ ଦ୍ୱାଦଶ ଉଭୟ ପରୀକ୍ଷାର...
ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ, ଭୁବନେଶ୍ୱରର ପାସ୍ ହାର ୮୩.୩୪ ପ୍ରତିଶତ
ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ ନିଜର ଫଳାଫଳ ଜାଣିବା ପାଇଁ cbseresults.nic.in, results.cbse.nic.in...
ପୁରା ଦେଶରେ ମାଗଣା ବିଜୁଳି, ମାଗଣା ଶିକ୍ଷା ଓ ଫ୍ରି ଚିକିତ୍ସା, ଜନତାଙ୍କ ପାଇଁ କେଜରିୱାଲଙ୍କ ୧୦ ଗ୍ୟାରେଣ୍ଟି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆମ୍ ଆଦମୀ ପାର୍ଟି ପକ୍ଷରୁ ସମଗ୍ର ଦେଶର...
ସୁପ୍ରିମକୋର୍ଟରୁ କେଜରିୱାଲଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଅନ୍ତରୀଣ ଜାମିନ, କରି ପାରିବେ ନିର୍ବାଚନ ପ୍ରଚାର
ଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ସପ୍ରିମକୋର୍ଟରୁ ମିଳିଛି ବଡ ଆଶ୍ୱସ୍ତି ।...
