National & International News in Odia
କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି- ମହିଳାଙ୍କୁ ବାର୍ଷିକ ୧ ଲକ୍ଷ, ୩୦ ଲକ୍ଷ ଯୁବକଙ୍କୁ ଚାକିରି, ଏମଏସପି ଆଇନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ପାର୍ଟି ଅଧ୍ୟକ୍ଷ...
ସରିଲା ଇଡିର ରିମାଣ୍ଡ ଅବଧି, ଜେଲ୍ ଗଲେ କେଜରିୱାଲ
ନୂଆଦିଲ୍ଲୀ: ଜେଲ୍ ଗଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏବେ ତାଙ୍କୁ ୧୫ ଦିନ ଜେଲରେ ରହିବାକୁ ପଡିବ...
କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଯାଚିକା ଖାରଜ, କୋର୍ଟ କହିଲେ- ଆମକୁ ରାଜନୀତି କରିବାର ନାହିଁ
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଦାବିକୁ ନେଇ ଦାଖଲ ଜନସ୍ୱାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ...
ନ୍ୟାୟପାଳିକା ଉପରେ ଚାପ ପକାଉଛି ଏକ ଖାସ୍ ଗ୍ରୁପ, ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ
ନୂଆଦିଲ୍ଲୀ: ଦେଶର ପାଖାପାଖି ୬୦୦ ନାମୀ ଓକିଲ ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନାମରେ ଚିଠି ଲେଖିଛନ୍ତି ।...
ଏଥର ଲୋକସଭା ନିର୍ବାଚନ ଲଢିବେ ବୀରାପ୍ପାନଙ୍କ ଝିଅ, ଜାଣନ୍ତୁ କେଉଁ ଆସନରୁ ଏବଂ କେଉଁ ପାର୍ଟିରୁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ଚାଲିଛି । ନୂଆ ନୂଆ ପ୍ରାର୍ଥୀ ମଧ୍ୟ...
ବିଜେପିରେ ସାମିଲ୍ ହେଲେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେ ସିଂ ଭଦୌରିଆ, ଲଢି ପାରନ୍ତି ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ବାୟୁସେନାର ପୂର୍ବତନ ପ୍ରମୁଖ ଏୟାର ଚିଫ ମାର୍ଶାଲ ରାକେଶ କୁମାର ସିଂ ଭଦୌରିଆ ଆଜି ବିଜେପିରେ ଯୋଗ ଦେଇଛନ୍ତି...
ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ନେଇ କାହିଁକି ଟ୍ରେଣ୍ଡ ହେଉଛନ୍ତି ସତ୍ୟପାଲ ମଲିକ, କଣ ରହିଛି ଏହା ପଛର ରହସ୍ୟ ?
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ପରେ ଅନେକ ନେତାଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କଂଗ୍ରେସ ପକ୍ଷରୁ...
ମୁଖ୍ୟମନ୍ତ୍ରୀ କେଜରିୱାଲ ଇସ୍ତଫା ଦେବେ ନା ଜେଲରୁ ସରକାର ଚଳାଇବେ ? କ’ଣ କହୁଛି ଆଇନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ସାରିଛନ୍ତି । ଗୁରୁବାର ଦୁଇ ଘଂଟା...
ହ୍ୱାଟ୍ସଆପରେ‘ବିକଶିତ ଭାରତ’ ମେସେଜ ଲୋକଙ୍କ ନିକଟକୁ ପଠାଇବା ତୁରନ୍ତ ବନ୍ଦ କରାଯାଉ, ମନ୍ତ୍ରଣାଳୟକୁ ଇସିଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ‘ବିକଶିତ ଭାରତ ସଂପର୍କ’ର ବ୍ୟାନରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ବଖାଣୁଥିବା ହ୍ୱାଟ୍ସଆପ ମେସେଜ ଉପରେ ନିର୍ବାଚନ ଆୟୋଗ ରୋକ୍...
ନିର୍ବାଚନ ଉପରେ ପ୍ରଭାବ ପଡିବ, ନିର୍ବାଚନ କମିଶନଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇ ପାରିବୁ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଦାୟିତ୍ୱ ସମ୍ଭାଳିଥିବା ଦୁଇ ନୂତନ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ରୋକ ଲଗାଇବାକୁ ମନା କରି...
ଇଡିରେ ହାଜର ହେବାରେ ଅସୁବିଧା କଣ, କେଜରିୱାଲ କହିଲେ- ଗିରଫଦାରୀର ଭୟ ରହିଛି
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଜାରି ୯ ସମନ ବିରୋଧରେ ହାଇକୋର୍ଟ ପହଂଚିଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ...
ଲଦାଖର ପରିବେଶବିତ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ ୧୩ମ ଦିନରେ, କେନ୍ଦ୍ର ସରକାରଙ୍କୁ ମନେ ପକାଇଦେଲେ ପ୍ରତିଶ୍ରୁତି
ନୂଆଦିଲ୍ଲୀ: ମାଗାସେସେ ପୁରସ୍କାର ବିଜେତା ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକ ଗତ ୧୩ ଦିନ ଧରି ଆମରଣ ଅନଶନରେ ବସି...
