National & International News in Odia
ଦିଲ୍ଲୀ ବିକ୍ଷୋଭକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା; ଦିଲ୍ଲୀ ପୁଲିସର ଭୂମିକାକୁ କଲେ ପ୍ରଶଂସା
ନୂଆଦିଲ୍ଲୀ: ଦିଲ୍ଲୀରେ ସଂସଦ ମାର୍ଚ୍ଚକୁ କେନ୍ଦ୍ର କରି ଘଟିଥିବା ବିକ୍ଷୋଭ ପ୍ରସଙ୍ଗରେ ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ...
ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହୁଆ ମୈତ୍ରଙ୍କ କଟାକ୍ଷ; କହିଲେ– ‘ବୋଧହୁଏ ଇସ୍ତଫା ପତ୍ର ଲେଖିବା ଜାଣନ୍ତି ନାହିଁ’
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ସମୟରେ ତୃଣମୂଳ...
ସୋନମ ୱାଙ୍ଗଚୁକଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ସବୁଜ ସଙ୍କେତ
ନୂଆଦିଲ୍ଲୀ: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସରକାରୀ ସଫଦରଜଙ୍ଗ ହସ୍ପିଟାଲରୁ ତାଙ୍କ ଚୟନର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଦିଲ୍ଲୀ...
ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ! ମାଆ ଓ ଦୁଇ ଝିଅ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର ଲୋଧି କଲୋନୀରେ ଆଜି ସକାଳେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିକେ...
୨୩ ବର୍ଷର ପ୍ରତିଶୋଧ: ବାପାଙ୍କ ହତ୍ୟାକାରୀଙ୍କୁ ହତ୍ୟା କଲା ପୁଅ! ୪ ଅଭିଯୁକ୍ତ ଗିରଫ
ପୁଣେ: ୨୩ ବର୍ଷ ତଳର ଶତ୍ରୁତା ଶେଷରେ ନେଲା ରକ୍ତାକ୍ତ ପ୍ରତିଶୋଧର ରୂପ। ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ବାପାଙ୍କ ହତ୍ୟାର...
‘ଛାତ୍ରଙ୍କୁ କ୍ଷମା ମାଗନ୍ତୁ ପ୍ରଧାନମନ୍ତ୍ରୀ’: ନିଟ୍ ପ୍ରତିବାଦକୁ ନେଇ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍
ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ କେନ୍ଦ୍ର କରି ଦିଲ୍ଲୀରେ ଚାଲିଥିବା ପ୍ରତିବାଦ ଓ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ...
ସିକ୍କିମରେ ଭୂସ୍ଖଳନ: ଟନେଲରେ ଫସିଛନ୍ତି ୨୭ ଶ୍ରମିକ, ୭ ମୃତ! ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ମିଥେନ୍ ଗ୍ୟାସ୍
ସିକ୍କିମ: ସିକ୍କିମର ନାମଚୀ ଜିଲ୍ଲାରେ ନିର୍ମାଣାଧୀନ ଏକ ଟନେଲ୍ ନିକଟରେ ଭୂସ୍ଖଳନ ଘଟିଥିବା ଯୋଗୁଁ ବଡ଼ ଦୁର୍ଘଟଣା ହୋଇଛି ।...
ସଂସଦରୁ ପିଏମଓ ପର୍ଯ୍ୟନ୍ତ ବିରୋଧୀଙ୍କ ପଦଯାତ୍ରା! ରାଜ୍ୟସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା
ନୂଆଦିଲ୍ଲୀ: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ ଲାଠିଚାର୍ଜ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା...
ଆଜି ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ; CJP ପ୍ରଦର୍ଶନ, NEET ପେପର ଲିକ୍ ଓ ରାମ ମନ୍ଦିର ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ହେବାର ସମ୍ଭାବନା ରହିଛି।...
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷାର ତାଣ୍ଡବ! ବନ୍ୟା-ଭୂସ୍ଖଳନରେ ୨୨ ମୃତ, ୩୦ ନିଖୋଜ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ଭୟଙ୍କର ସ୍ଥିତି ସୃଷ୍ଟି କରିଛି।...
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସର୍ବୋପରି; “ପେପର ଲିକ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ”: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ନିଟ୍ (NEET) ପେପର ଲିକ୍ ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।...
ଦିଲ୍ଲୀରେ ଡବଲ ପ୍ରତିବାଦ! ଜନ୍ତରମନ୍ତରରେ CJP ଆନ୍ଦୋଳନ, ଅନ୍ୟପଟେ ଶମ୍ଭୁ ସୀମାରେ କୃଷକ ସଂଗଠନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଦୁଇଟି ବଡ଼ ପ୍ରତିବାଦକୁ ନେଇ ପରିସ୍ଥିତି ସରଗରମ ହୋଇଉଠିଛି। ଗୋଟିଏପଟ ଜନ୍ତରମନ୍ତରରେ କକରୋଚ୍ ଜନତା...
