Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ଆଜି ସଂସଦ ଅଧିବେଶନ ବନ୍ଦ

ନୂଆଦିଲ୍ଲୀ: ମାର୍ଚ୍ଚ ୧୩ରେ ଲୋକସଭା ଏବଂ ରାଜ୍ୟସଭାର କୌଣସି ଅଧିବେଶନ ହେବ ନାହିଁ। ଉଭୟ ଗୃହରେ ପୂର୍ବରୁ ୧୪ ମାର୍ଚ୍ଚକୁ...

ପାଣ୍ଡିଆନଙ୍କ ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ, ଏବେ ବି ଶଙ୍ଖ ବାଜୁଛି ତାଙ୍କୁ ଇଚ୍ଛାରେ

ଭୁବନେଶ୍ବର: ନବୀନଙ୍କୁ ପଛକୁ କରି ବିଜେଡିର ସର୍ବେସର୍ବା ସାଜିଥିଲେ ଭି.କେ. ପାଣ୍ଡିଆନ । ନିର୍ବାଚନରେ ନବୀନଙ୍କ କାଠପୁତ୍ତଳା କରି ସଭା...

୨୪ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି, ନୀଳମାଧବଙ୍କ କରିବେ ଦର୍ଶନ

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ନୟାଗଡ଼...

ଅସ୍ତ୍ରବିରତି ପାଇଁ ରାଜି ହେଲା ୟୁକ୍ରେନ

କିଭ୍: ହଜାର ହଜାର ଦିନ ଧରି ଯୁଦ୍ଧରେ ଜଳୁଥିବା ୟୁକ୍ରେନ୍ ମଙ୍ଗଳବାର ବିଳମ୍ବିତ ରାତିରେ ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି...

ପାକିସ୍ତାନରେ ଟ୍ରେନ ହାଇଜାକ ଘଟଣା; ୧୬ ଆତଙ୍କବାଦୀ ନିହତ

କରାଚି: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଘଟିଛି। ବାଲୁଚ୍ ଉଗ୍ରବାଦୀ ସଂଗଠନ ବାଲୁଚ୍ ଲିବରେସନ୍ ଆର୍ମି କ୍ୱେଟାରୁ ପେଶାୱର...

ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ...

୨୦୨୫ ମସିହାରେ ମୋଟ ୪ଟି ପରାଗ ଓ ଗ୍ରହଣ

ଭୁବନେଶ୍ୱର: ୨୦୨୫ ମସିହାରେ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟ ପରାଗ ଏବଂ...

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଉପରେ ସାଇବର ଆଟାକ୍

ନୂଆଦିଲ୍ଲୀ: ଗତ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ୟୁଜର୍ସ ଏହାକୁ ବ୍ୟବହାର କରିପାରିନଥିଲେ। ଏହା ପଛର କାରଣ ଏବେ...

କୋରାପୁଟରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଚାଲିଛି ସୁଟିଂ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼

ଜୟପୁର: କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତଳମାଳ ପାହାଡ଼ରେ ଆରମ୍ଭ ହୋଇଛି ସୁଟିଂ । ପାନ୍ ଇଣ୍ଡିଆ ଡିରେକ୍ଟର ରାଜାମୌଲିଙ୍କ...

ରାଜଧାନୀରୁ ୧୦ ବାଂଲାଦେଶୀ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୧୦ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ । ଲୁଚି ଛପି ଭାରତରେ ପ୍ରବେଶ କରିବା ପରେ ଭୁବନେଶ୍ବରକୁ...

କାନାଡାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି

ନୂଆଦିଲ୍ଲୀ: କାନାଡା ବ୍ୟାଙ୍କ ଏବଂ ଇଂଲଣ୍ଡ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ...

ଆଜିଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଯେଉଁଥିରେ ଭୋଟର ଫଟୋ ପରିଚୟପତ୍ର ‘EPIC’ ପ୍ରସଙ୍ଗରେ...