Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

Rourkela: ସ୍ୱଚ୍ଛ ବାୟୁରେ ଦେଶରେ ଶ୍ରେଷ୍ଠ ରାଉରକେଲା, ମିଳିଲା ୩ଟି ପୁରସ୍କାର

ରାଉରକେଲା: ସ୍ୱଚ୍ଛ ବାୟୁ ଦିବସ ୨୦୨୬ ଅବସରରେ ରାଉରକେଲାକୁ ମିଳିଛି ବଡ଼ ସଫଳତା। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ...

Ajeet Bharti: SC/ST ଆକ୍ଟ ମାମଲାରେ ଅଜିତ ଭାରତୀଙ୍କୁ ଝଟକା, ଅଗ୍ରିମ ଜାମିନ ଖାରଜ କଲେ ଦିଲ୍ଲୀ କୋର୍ଟ

SC/ST (Prevention of Atrocities) Act ଅଧୀନରେ ରୁଜୁ ମାମଲାରେ ୟୁଟ୍ୟୁବର ତଥା ସଂରକ୍ଷଣ ସଂସ୍କାର ସମର୍ଥକ ଅଜିତ ଭାରତୀଙ୍କୁ...

Women’s Asia Cup 2026: ମହିଳା ଏସିଆ ଫାଇନାଲ୍‌ ପୂର୍ବରୁ ଟ୍ରଫି ବିବାଦ ଆଶଙ୍କା, ମୋହସିନ୍‌ ନକ୍‌ଭୀଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ ୨୦୨୬ ଫାଇନାଲ୍‌ ପୂର୍ବରୁ ପୁଣିଥରେ ଟ୍ରଫି ପ୍ରଦାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେପ୍ଟେମ୍ବର...

Aravalli Hills Case: ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ, କମିଟିର ସମୟ ବୃଦ୍ଧି ଆବେଦନ ଖାରଜ କଲେ CJI ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଆରାବଳୀ ପାହାଡ଼ର ସଂଜ୍ଞା, ସୀମା ନିର୍ଦ୍ଧାରଣ ଓ ସୁରକ୍ଷା ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ହାଇ ପାୱାର୍ଡ କମିଟିକୁ...

Baghpat Accident: ଡିଭାଇଡରରେ ପିଟି ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୨ ମୃତ; ୨୨ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ସୋମବାର ଭୋରରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ରାଜସ୍ଥାନରୁ ବଦାୟୁଁ ଅଭିମୁଖେ ଯାଉଥିବା ଯାତ୍ରୀଙ୍କୁ...

Nitin Gadkari:‘ପଢ଼ାଲେଖା ଅଞ୍ଚଳଠାରୁ କ୍ରିମିନାଲ ଓ ରେଡ୍‌ ଲାଇଟ୍‌ ଏରିଆରୁ ଅଧିକ ଭୋଟ୍‌ ମିଳିଛି’: ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର...

Donald Trump: ‘The Moon is Ours’! ଆମେରିକାର ପତାକା ସହ ଚନ୍ଦ୍ରର ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନଲାଇନ୍‌ରେ ଚର୍ଚ୍ଚା ଜୋର ଧରିଛି। ଟ୍ରମ୍ପ...

Gold Imports: ସୁନା କମ୍ କିଣିବାନେଇ ମୋଦିଙ୍କ ଆହ୍ୱାନ ପରେ ହ୍ରାସ ପାଇଛି ସୁନା ଆମଦାନୀ, ଅଗଷ୍ଟରେ ପ୍ରାୟ ୩୦% ହ୍ରାସ

ନୂଆଦିଲ୍ଲୀ: ଭାରତରେ ସୁନା ଆମଦାନୀ କ୍ରମାଗତ ଭାବେ ହ୍ରାସ ପାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କୁ ଅତ୍ୟଧିକ ସୁନା...

TVK Member Kannan Murder: ଚେନ୍ନାଇରେ ଟିଭିକେ ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା, ୫ ଅଭିଯୁକ୍ତ ଗିରଫ

ତାମିଲନାଡୁ: ତାମିଲନାଡୁର ଚେନ୍ନାଇରେ ଶାସକ ଦଳ ତାମିଲଗା ଭେଟ୍ରି କଝଗମ୍‌ (TVK)ର ଜଣେ ସ୍ଥାନୀୟ ନେତା କଣ୍ଣନଙ୍କୁ ହତ୍ୟା କରାଯାଇଛି।...

MPSC Protest: ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ପୁଣେରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ବିଶାଳ ମୋର୍ଚ୍ଚା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାରୀ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ ସୋମବାର ପୁଣେରେ ବଡ଼...

Guwahati Crime: ପତ୍ନୀଙ୍କୁ ହତ୍ୟା ଅଭିଯୋଗ, ଫ୍ରିଜ୍‌ରୁ ମିଳିଲା କଟାମୁଣ୍ଡ; ପୁଲିସ ନିକଟରେ ସ୍ୱାମୀଙ୍କ ଆତ୍ମସମର୍ପଣ

ଆସାମ: ଆସାମର ଗୁଆହାଟୀରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର କିଛି ମାସ ପରେ ୨୫...

Satya Niketan Building Collapse: ଦିଲ୍ଲୀରେ ୫ ମହଲା କୋଠା ଭୁଶୁଡ଼ିବା ଘଟଣାରେ ମାଲିକ ହରିରାମ ବଂସଲ ଗିରଫ, ଭିୱାଡ଼ିରୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି।...