Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

ଅଳକନନ୍ଦା ନଦୀକୁ ଖସିଲା ପର୍ଯ୍ୟଟକ ବସ୍; ଜଣେ ମୃତ, ଭାସିଗଲେ ଅନେକ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଯାତ୍ରୀବାହି ବସ୍ ନିୟନ୍ତ୍ରଣ ହରାଇ ଘୋଲଥିର ଅଞ୍ଚଳରେ...

ବର୍ଷକୁ ଦୁଇଥର ହେବ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା, ଦ୍ବିତୀୟ ଇଚ୍ଛାଧୀନ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ...

ଏମରଜେନ୍ସିକୁ ୫୦ ବର୍ଷ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରୁଛି। ଆଜି...

ଆଣ୍ଡାମାନରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ ବୁଧବାର ସକାଳ ୭:୦୩ ସମୟରେ ଆଣ୍ଡାମାନ ସାଗରରେ ୫.୪...

୩ ସେନାବାହିନୀକୁ ନିର୍ଦ୍ଦେଶ ଦେଇପାରିବେ ସିଡିଏସ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ୩ ବାହିନୀ (ସ୍ଥଳ...

ଜୁଲାଇ ୧ରୁ ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୧ରୁ ରେଳ ଯାତ୍ରା ମହଙ୍ଗା ହୋଇପାରେ। ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଟ୍ରେନର ଭଡ଼ା ପ୍ରତି କିଲୋମିଟରରେ...

ଆମେରିକୀୟ ଭିସା ଚାହୁଁଥିଲେ; ଛାତ୍ରମାନେ ସୋସିଆଲ ମିଡିଆ ପ୍ରୋଫାଇଲ ପବ୍ଲିକ କରିବେ

ୱାଶିଂଟନ: ଯଦି ଆପଣ ଆମେରିକୀୟ ଭିସା ଚାହୁଁଛନ୍ତି, ତେବେ ଆପଣଙ୍କୁ ସୋସିଆଲ ମିଡିଆରେ କିଛି ଲୁଚାଇବାକୁ ପଡ଼ିବ ନାହିଁ, ବରଂ...

ଭାରତ ନ୍ୟାର୍ଯ୍ୟ ପାଣି ଦେବାକୁ ମନା କଲେ ଯୁଦ୍ଧ ହେବ: ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ବିଲାୱାଲ ସୋମବାର କହିଥିଲେ...

ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଇରାନ କତାରରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ସୋମବାର ଏୟାର ଇଣ୍ଡିଆ...

ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା, ଇରାନ କହିଲା…

ତେହେରାନ: ଇରାନ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ ୨୪ରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଇସ୍ରାଏଲ...

ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତର ଅଖଣ୍ଡତାକୁ ସର୍ବଦା ଗୁରୁତ୍ୱ ଦେଉଥିଲେ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ଭାରତୀୟ ଜନସଙ୍ଘର ପ୍ରତିଷ୍ଠତା, ମହାନ ରାଷ୍ଟ୍ରଭକ୍ତ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାରତୀୟ ଜନତା ପାର୍ଟି କିମ୍ବା ଜନସଙ୍ଘର କାର୍ଯ୍ୟକର୍ତ୍ତାଙ୍କ...

ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର :୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗମ ନିଗମ (ଏସଏମସି) ଓ ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ...