Odisha News
ଟିକେ କମିଲା ଖରା, ତଥାପି ଅସହ୍ୟ; କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ
ଭୁବନେଶ୍ୱର: ତତଲା କଡେଇରେ ସାରା ଓଡିଶା । ତେବେ ଗତକାଲିଠାରୁ ଖରା ସାମାନ୍ୟ କମିଥିଲେ ହେଁ ତଥାପି ଅସ୍ତବ୍ୟସ୍ତ ରାଜ୍ୟବାସୀ...
ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି...
ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ଗତକାଲି ବିଜେଡି ଛାଡିଥିଲେ
ଭୁବନେଶ୍ୱର: ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ...
ପେଟ ପାଇଁ ଛୋଟ ଛୋଟ ଛୁଆ ଜୀବନକୁ ବାଜି ଲଗାଇ କରୁଛନ୍ତି ବାଉଁଶ ରାଣୀ ଖେଳ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଅଞ୍ଚଳରେ କିଛି ଦିନ ହେବ ବାଉଁଶରାଣୀ ଖେଳ...
କଣ ରାଜ୍ୟରେ ନିଜର ପୂର୍ବ ସ୍ଥିତିକୁ ଫେରି ପାରିବ କଂଗ୍ରେସ ? ୧୯୮୦ ଓ ୧୯୮୫ରେ ହାସଲ କରିଥିଲା ଐତିହାସିକ ବିଜୟ
ଭୁବନେଶ୍ୱର: ୧୯୮୦ ଓ ୧୯୮୫ ମସିହା ହେଉଛି ସେହି ସମୟ ଯେଉଁ ସମୟରେ କଂଗ୍ରେସ ଏହି ଦୁଇଟି ନିର୍ବାଚନରେ ଶହେରୁ...
ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ବିଜେଡି ଉପରେ ବର୍ଷିଲେ
ଭୁବନେଶ୍ୱର: ବିଜେପିରେ ମିଶିଲେ ଜଗତସିଂହପୁର ଜିଲ୍ଲା ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ...
ରାଜଧାନୀରେ ୪୦ ଡିଗ୍ରୀ ଛୁଇଁଲା ପାରଦ, ଅସହ୍ୟ ଗରମରେ କାମ କରୁନି ଏସି
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ରାଜ୍ୟବାସୀ । ସକାଳ ୧୦ଟା ହେଲେ ଅସହ୍ୟ ତାତି ଅନୁଭୂତ ହେଉଛି । ବିଶେଷ...
୩ ନୂଆ ଏସପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ, ବ୍ରିଜେଶ କୁମାର ରାୟ ରାଉରକେଲା ଏସପି
ଭୁବନେଶ୍ୱର: ରାଜ୍ୟରେ ସାଧାରଣ ନିର୍ବାଚନ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ୮ ପ୍ରଶାସନିକ ଅଧିକାରୀଙ୍କୁ ବଦଳି...
ପିଆଜ ଚାଷି ଙ୍କୁ ମିଳୁନାହିଁ ଉପଯୁକ୍ତ ମୂଲ୍ୟ, ଦଲାଲ ଙ୍କ ହାତରେ ଟେକି ଦେଉଛି ଝାଲବୁହା ପରିଶ୍ରମ ର ମୂଳ।
କୋକସରା୦୫/୦୪ କୋକସରା ବ୍ଲକ ର ଅନେକ ପଞ୍ଚାୟତ ରେ ଚାଷୀମାନେ ଖରିଫ ଧାନ ଚାଷ ଅମଳ ପରେ ପିଆଜ ଚାଷ...
ସୋ କଜ୍ ନୋଟିସର ଉତର ଦେଲେ ସୁର, ଜାଣନ୍ତୁ କଣ କହିଲେ
ଭୁବନେଶ୍ୱର: ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ମାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁରଙ୍କ ଅଡୁଆ...
ବିଜେଡି ଗତ ତିନି ନିର୍ବାଚନରେ ସେଞ୍ଚୁରି ପିଟିଛି, ଏଥର ୧୦୦ ପାର କରି ପାରିବ ତ !
ଭୁବନେଶ୍ୱର: ଲଗାତାର ୫ଟି ନିର୍ବାଚନ ଜିତି ଓଡିଶାରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତାସୀନ ରହିଛି ବିଜେଡି । କଣ...
ବିଜେଡି ଛାଡିଲେ ରାମଚନ୍ଦ୍ର ପଣ୍ଡା, ପୂର୍ବରୁ ଥିଲେ ଉପ ବାଚସ୍ପତି
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖଉଛି ଦଳ ଡିଆଁ ପର୍ବ ସେତେ ଜାରି ରହିଛି । ଏହି କ୍ରମରେ ଗୁରୁବାର ବିଜେଡିରୁ...
