ଓଡ଼ିଶା
Odisha News

ବିଜେଡିରୁ ବହିଷ୍କୃତ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଉ ଜଣେ ବିଧାୟକ ବି ଦଳରୁ ବିଦା
ଭୁବନେଶ୍ଵର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଛି। ନିଜର ସମ୍ବାଦ ପତ୍ର ଜରିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖାକୁ...

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ, ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା
ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି। ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହେବା...

ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ, ନିଦ୍ଵର୍ନ୍ଦ୍ଵରେ ଜିତିବେ ନିର୍ବାଚନ, ହେବେ ପ୍ରଥମ ମହିଳା ବାଚସ୍ପତି
ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ଆଜି ବିଜେଡି ତଫରୁ ନାମାଙ୍କନ ପତ୍ର ଭରିଛନ୍ତି ପ୍ରମିଳା ମଲ୍ଲିକ। ଆସନ୍ତାକାଲି ସକାଳ ୯ଟା...

ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର, ମାଆ ସମଲେଶ୍ଵରୀଙ୍କଠାରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିଲାଗି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ସହରଠୁ ନେଇ...

ବିଧାୟକ ଶ୍ରୀକାନ୍ତୁ ସାହୁ ଚକ୍ରାନ୍ତ କରି ମୋତେ ଫସାଉଛି: ସଂଯୁକ୍ତା ମହଲା
ଭୁବନେଶ୍ୱର: ସଂଯୁକ୍ତା ମହଲା ଓ ବିଧାୟକ ଶ୍ରୀକାନ୍ତ ସାହୁ ବିବାଦ ଥମିବାର ନାଁ ଧରୁନି। ଉଭୟ ପରସ୍ପର ବିରୋଧରେ ଅଭିଯୋଗ...

ନୂଆଁଖାଇ ଅବସରରେ ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର: କୃଷିଭିଷିକ ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ...

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତର ଟ୍ରାଏଲ ରନ
ଭୁବନେଶ୍ଵର: ପୁରୀ-ରାଉରକେଲା ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍। ଏଥିପାଇଁ ଆସନ୍ତା ୨୦ରେ ଅର୍ଥାତ...

‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ାଉ, ତଦନ୍ତକାରୀ ସଂସ୍ଥାର ସଫେଇ- ଆମ ଉପରେ କାହାରି ଚାପ ନାହିଁ
ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସମ୍ବାଦ’ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ର ଚଢାଉ ସାରା ରାଜ୍ୟରେ ଚହଳ ପକାଇଛି। ସମ୍ପାଦକ ସୌମ୍ୟରଞ୍ଜନ...

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୨୦ ଓ ୨୧ ପ୍ରବଳ ବର୍ଷା
ଭୁବନେଶ୍ୱର: ଉତ୍ତର ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୨୦ ତାରିଖରେ ଲଘୁଚାପର ରୂପ ନେବ...

ନୂଆଁଖାଇ ପରଦିନ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ନୂଆଁଖାଇ ପର୍ବ ପାଳନ ଅବସରରେ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ...

ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍, ୧୪ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିବାରୁ ହୀରାକୁଦକୁ ଜଳ ପ୍ରବାହ କମିଛି। ଫଳରେ ସୋମବାର ଡ୍ୟାମର ୮ଟି ଗେଟ୍ ବନ୍ଦ କରାଯାଇଛି।...

ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଦୀରେ ଫିଙ୍ଗିବା ଘଟଣା, ନଈରୁ ମିଳିଳା ମହିଳାଙ୍କ ଗୋଡ଼
ଭଞ୍ଜନଗର: ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଦୀରେ ଫିଙ୍ଗିବା ଘଟଣାରେ ନଈରୁ ମହିଳାଙ୍କ ଗୋଡ଼ ମିଳିଥିବା ପୋଲିସ କହିଛି।...