Odisha News
୨୦ରୁ ତେଲାପଲ୍ଲୀରେ ପଞ୍ଚଦିନିଆ ମା ମାଳୁଆଣିଙ୍କ ପ୍ରତିଷ୍ଠା ଉତ୍ସବ
ଗଞ୍ଜାମ, ୧୬|୪ : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ପ୍ରାଚୀନ କାଳରୁ...
ଲୋନ୍ ଦେବା କହି ଲୁଟ! ନକଲି ଫାଇନାନ୍ସ କମ୍ପାନୀର ଅଭିଯୋଗ
ଭଦ୍ରକ, ୧୬|୪ : ଭଦ୍ରକ ଜିଲ୍ଲାରେ ଏକ ବଡ଼ ଲୋନ୍ ଠକେଇ ଘଟଣା ସାମ୍ନାକୁ ଆସିଛି । ନକଲି ଫାଇନାନ୍ସ...
୧୮୦ ନାବାଳିକାଙ୍କୁ ଫସାଇ ଯୌନ ନିର୍ଯାତନା ଦେଲେ ! ଅଶ୍ଳୀଳ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଭାଇରଲ କଲେ; ଅଭିଯୁକ୍ତ ଯୁବକ ଗିରଫ
ଅମରାବତୀ,୧୬ା୪: ସୋସିଆଲ ମିଡିଆରେ ସ୍ନାପ୍ଚାଟ୍ ଏବଂ ହ୍ବାଟ୍ସଆପ୍ ଦ୍ୱାରା ଯୁବତୀ ଏବଂ ନାବାଳିକା ମାନଙ୍କ ସହ ସମ୍ପର୍କ ବଢ଼ାଇ ସେମାନଙ୍କୁ...
ପୁରୀରେ କଲେଜ୍ ଛାତ୍ରୀଙ୍କୁ ଗଣଦୁର୍ଷ୍କମ: ମୁଖ୍ୟ ଅଭିଯୁକ୍ତ ଗିରଫ, ଅନ୍ୟ ୩ ଫେରାର
ପୁରୀ, ୧୬|୪ : ପୁରୀରେ ଜଣେ କଲେଜ୍ ଛାତ୍ରୀଙ୍କ ସହ ଘଟିଥିବା ଗଣଦୁର୍ଷ୍କମ ଘଟଣା ଏବେ ସମଗ୍ର ରାଜ୍ୟକୁ ଆଶ୍ଚର୍ଯ୍ୟ...
ଧଳା ସ୍କର୍ପିଓରେ କଳା କାରବାର ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଫେରାର୍ ।
ବଲାଙ୍ଗୀର,୧୫।୪: ରାଜ୍ୟରେ ପୁଣି ସକ୍ରିୟ ହୋଇଛନ୍ତି ଗଞ୍ଜେଇ ମାଫିଆ। ଏଥର କୌଣସି ଟ୍ରକ୍ କିମ୍ବା କଣ୍ଟେନର ନୁହେଁ, ବରଂ ଏକ...
ଶ୍ରୀମନ୍ଦିରରେ ନୂଆ ନିୟମ: ଦର୍ଶନ ପାଇଁ ଆଗୁଆ ସ୍ଲଟ୍ ବୁକିଂ ବ୍ୟବସ୍ଥା…
ପୁରୀ, ୧୫|୪ : ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସରକାର ନୂଆ ଦର୍ଶନ...
ପ୍ରକାଶ ପାଇଲା ସିବିଏସଇ ଦଶମ ବୋର୍ଡର ପରୀକ୍ଷା ଫଳ
ନୂଆଦିଲ୍ଲୀ, ୧୫|୪ : ଆଜି ସିବିଏସଇ ଦଶମ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ହୋଇଛି। CBSE ଅଫିସିଆଲ୍ ୱେବସାଇଟରୁ ନିଜର...
ରୋହିତ ଶର୍ମା ଖେଳିବେ କି? ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ ପଞ୍ଜାବ କିଙ୍ଗସ୍ ମ୍ୟାଚ୍ ପୂର୍ବରୁ ବଡ ଚିନ୍ତା
ମୁମ୍ବାଇ, ୧୫|୪ : ଆଇପିଏଲ୍ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଚିନ୍ତାର କାରଣ ହୋଇଛନ୍ତି ଦଳର ଅନୁଭବୀ ଖେଳାଳି...
ଓଡ଼ିଆଙ୍କ ହକ ପାଇଁ ‘ଓଡ଼ିଶା ଜନତା କଂଗ୍ରେସ’ ଦୃଢତାର ସହିତ ଲଢିବ: ମହମ୍ମଦ ମୋକିମ
ଭୁବନେଶ୍ୱର, ୧୫ | ୪: ଆଜି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଓଡ଼ିଶା ରାଜନୀତିରେ ଏକ ନୂଆ ଦଳ ଭାବେ ଓଡ଼ିଶା...
ସାରସ୍ୱତ ସାଧକ ଅଶ୍ବିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାରରେ ସମ୍ମାନିତ
ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଗତକାଲି ବିଷୁବ ମଣ୍ତପରେ ୭୭ ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି | ଏହି...
ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ: ଆସିଲା ନୂଆ ପାର୍କିଂ ପଲିସି!
ଭୁବନେଶ୍ୱର, ୧୫|୪ : ରାଜ୍ୟରେ ବୃଦ୍ଧି ପାଉଥିବା ଗାଡ଼ି ସଂଖ୍ୟା ଓ ଟ୍ରାଫିକ୍ ଜାମ୍ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର...
କଟକ ରେଳ ଷ୍ଟେସନ୍ରୁ ଉଦ୍ଧାର ହୋଇଛନ୍ତି ୫୮ ନାବାଳକ
କଟକ, ୧୫ |୪: ଆଜି କଟକ ରେଳ ଷ୍ଟେସନ୍ରୁ ଆର୍ପିଏଫ୍ ଦ୍ୱାରା ୫୮ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି ।...
