Odisha News
ଟିଉସନ ସାରି ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ, ୩ ଛାତ୍ରଙ୍କ ମୃତ୍ୟୁ
ବାଙ୍କୀ: କଟକ ଜିଲ୍ଲାର ବାଙ୍କୀରେ ଶନିବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ୩...
ପୁରୀରେ ମୋଦୀ-ନବୀନ ଲଢିବା ନେଇ ଚର୍ଚ୍ଚା ଜୋର, କ’ଣ କହୁଛନ୍ତି ବିଜେଡି-ବିଜେପି ନେତା, ଜାଣନ୍ତୁ…
ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ଅଙ୍କକଷା...
କୋର୍ଟରେ ହାଜର ହେଲେନି, ମୋକିମଙ୍କୁ ଲାଗିଲା ୧୦ ହଜାର ଟଙ୍କା ଜରିମାନା
କଟକ: ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲାରେ ବିଧାୟକ ମୋହମ୍ମଦ ମୋକିମଙ୍କୁ ଜରିମାନା ଲଗାଇଛନ୍ତି ହାଇକୋର୍ଟ। କୋର୍ଟ ବିଧାୟକଙ୍କୁ ୧୦...
ଅସହ୍ୟ ତାତିରୁ ମିଳିବ ତ୍ରାହି, ଦଶହରାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ଅସହ୍ୟ କଲାଣି ଅକ୍ଟୋବରର ତାତି। ଶରତରେ ଗ୍ରୀଷ୍ମ ଋତୁର ଅନୁଭୂତି। ଅସହ୍ୟ ଗୁଳୁଗୁଳିରେ କଲବଲ ଜନତା। ଏମିତି ଆହୁରି...
ଦଳୀୟ ସାଂସଦ ନୀତେଶଙ୍କ ଉପରେ ବର୍ଷିଲେ ସୁବାସ ପାଣିଗ୍ରାହୀ, କହିଲେ- ନିର୍ବାଚନ ଲଢିଲେ ହାରିବେ
ଦେବଗଡ଼: ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀ ଓ ସମ୍ବଲପୁରର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀଙ୍କୁ ନେଇ ରାଜନୀତି ବେଶ ସରଗରମ।...
ନାବିକଙ୍କଠୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କଲା ସିବିଆଇ
ଭୁବନେଶ୍ଵର: ଜାହାଜର ନାବିକମାନଙ୍କର ହେଲଥ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ସିପିଂ ଏଜେନ୍ସି ଠାରୁ ଲାଞ୍ଚ ନେବା ଅଭିଯୋଗରେ ପାରାଦୀପରେ ଡାକ୍ତର...
ଜୟଙ୍କ ନେତୃତ୍ୱରେ ୨୨ ବିଜେପି ବିଧାୟକ ଦିଲ୍ଲୀ ଯିବେ!
ସମ୍ବଲପୁର : ଓଡିଶା ରାଜନିତିରେ ଘଡିକେ ଘୋଡା ଛୁଟୁଛି।ବିଜେପି ଓ ବିଜେଡି ଭିତରେ ତେଜିଛି ବଳ କଷାକଷି।ଏବେ ଦିଲ୍ଲୀି ଯିବାକୁ...
ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଧାୟକ ଦଳ, ରାଜ୍ୟରେ ଦୁର୍ନୀତି ବାବଦରେ ଇଡି, ସିବିଆଇ ତଦନ୍ତ ନେଇ ଆଲୋଚନା ହେବ: ଜୟନାରାୟଣ
ଭୁବନେଶ୍ଵର: ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଧାୟକ ଦଳ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ଵରେ ଏକ...
‘ପ୍ରଶାସନିକ ଅଧିକାରୀମାନେ ଦଳୀୟ ଭିତ୍ତିରେ କାମ କରୁଛନ୍ତି, କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏମାନଙ୍କ ମୁହଁ ବଢିଯାଇଛି’
ମାଲକାନଗିରି: ଲକ୍ଷ୍ମୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ...
ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ- ଏହା ଗାଁ ଗାଁରେ ସମୃଦ୍ଧି ଆଣିବ
ମାଲକାନଗିରି: ରାଜ୍ୟର ଗମନାଗମନରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଗୁରୁବାର ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି...
ଆଉ ୫ ଦିନ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି
ଯେଉଁ ସମୟରେ ଶୀତ ଓଡ଼ିଶା ଛୁଇଁବା କଥା ସେତେବେଳେ ଉପକୂଳରୁ ଉପାନ୍ତ, ସବୁଠି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...
ମିଶନ ଶକ୍ତି ‘ସ୍କୁଟ’ର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ- ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି
ଭୁବନେଶ୍ଵର: ଲୋକସେବା ଭବନରେ ବୁଧବାର ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ...
