Sports News in Odia
ପପ୍ ଦ୍ୱିଶତକରୁ ବଂଚିତ, ଇଂଲଣ୍ଡ ୪୨୦ ରନରେ ଅଲଆଉଟ୍; ଭାରତ ସମ୍ମୁଖରେ ୨୩୧ ରନ ବିଜୟ ଲକ୍ଷ୍ୟ
ହାଇଦ୍ରାବାଦ: ଏଠାରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ରୋମାଂକର ସ୍ଥିତିରେ ପହଂଚିଛି । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ...
ଭାରତ ପ୍ରଥମ ଇନିଂସରେ ୪୩୬ ରନରେ ଅଲଆଉଟ୍, ୧୯୦ ରନରେ ଅଗ୍ରଣୀ ହାସଲ
ହାଇଦ୍ରାବାଦ: ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନର ପ୍ରଥମ ସେସନରେ ଭାରତର ପ୍ରଥମ ଇନିଂସ ସମାପ୍ତ ହୋଇଛି...
ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଦବଦବା, ୧୭୫ ରନର ଅଗ୍ରଣୀ ହାସଲ
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦୁଇ ଦିନ ଭାରତ ନାମରେ...
ଶୋଏବ ବସିରଙ୍କୁ ଭିସା ନ ମିଳିବାରୁ ଦୁଃଖ ପ୍ରକାଶ କଲେ ରୋହିତ, କହିଲେ- କଣ କରିବା ମୁଁ ଭିସା ଅଫିସର ଅଧିକାରୀ ନୁହେଁ
ହାଇଦ୍ରାବାଦ: ଗୁରୁବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ।...
ପୁଣି ଥରେ IPLର ଟାଇଟଲ୍ ସ୍ପୋନସର ହେଲା ଟାଟା, ଗୋଟିଏ ସିଜିନ ପାଇଁ ଦେବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ: ଟାଟା ଗ୍ରୁପ ପୁନର୍ବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଟାଇଟଲ୍ ପ୍ରାୟୋଜକ ହୋଇଛି । ଟାଟା ୨୦୨୮ ପର୍ଯ୍ୟନ୍ତ ଆଇପିଏଲର...
ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଗୁଜବ ମଧ୍ୟରେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ବିବାହ କଲେ ଶୋଏବ ମଲିକ, ସାମ୍ନାକୁ ଆସିଲା ୱେଡିଂ ଫଟୋ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠୁ ଅଲଗା ହେବାର ଗୁଜବ ମଧ୍ୟରେ ପାକିସ୍ତାନ କ୍ରିକେଟର ଶୋଏବ ମଲିକ...
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର, ସୂର୍ଯ୍ୟଙ୍କ ଅସ୍ତ୍ରୋପଚାର ସଫଳ; ଏହି ଦିନ ପଡ଼ିଆକୁ ଫେରିବେ
ନୂଆଦିଲ୍ଲୀ: ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ୍ରେ ଧମାକାଦାର ବିଜୟ ହାସଲ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ...
ରୋହିତ ବନାମ ହାର୍ଦ୍ଦିକ ଡିବେଟରେ ମତ ଦେଲେ ଯୁବରାଜ ସିଂ, ମୁମ୍ବାଇ ଠିକ୍ ନା ଭୁଲ୍ କରିଛି କହିଲେ
ନୂଆଦିଲ୍ଲୀ: ଗୋଟିଏ ମାସ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ ୨୦୨୪ ପାଇଁ ଅଧିନାୟକ ନିଯୁକ୍ତ କରିଛ ।...
ଇନ୍ଦୋର ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଓହ୍ଲାଇବ ଭାରତ, ଫେରିବେ କୋହଲି; ଏହି ଖେଳାଳିଙ୍କ ଉପରେ ରହିବ ନଜର
ମୁମ୍ବାଇ: ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।...
ଆଫଗାନିସ୍ତାନ ସିରିଜ୍ ପରେ ଘରୋଇ ସିଜିନରୁ ସୂର୍ଯ୍ୟକୁମାର ବାଦ୍, ଆଇପିଏଲ୍ ଖେଳିବା ଆଶଙ୍କା
ନୂଆଦିଲ୍ଲୀ: ଭାରତର କ୍ରିକେଟ ଦଳର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସଂପ୍ରତି ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି ।...
ମହମ୍ମଦ ଶାମିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଲେ ସମ୍ମାନିତ
ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଦେଶର ୫୮ତମ କ୍ରିକେଟର ହିସାବରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ପୂର୍ବରୁ ପୂଜାରାଙ୍କ ଧମାକା, ରଣଜୀରେ ମାରିଲେ ଦ୍ୱିଶତକ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବାହାରେ ଥିବା ଚେତେଶ୍ୱର ପୂଜାରା ପୁଣି ଥରେ ଭାରତୀୟ ଦଳରେ ସାମିଲ୍...
