Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ମରାମତି ପାଇଁ ସାଧାରଣରେ ଦାବୀ

ବାଇପାସ ରାସ୍ତା ଦେଇ ସହର ମଧ୍ୟକୁ ପ୍ରବେଶ କରୁଥିବା ରାସ୍ତା -ଅଲେଖ ମନ୍ଦିର ନିକଟରେ PWD ରାସ୍ତା ମରଣ ଯନ୍ତା ପାଲଟିଛି। ପ୍ରକାଶ ଥାଉକି ସାମାନ୍ୟ ବର୍ଷାହେଲେ ଆଣ୍ଠୁଏ ପାଣି ଛିଡା ହେଉଛି ଯାହାକି ଦୁଇ ଦିନ ପର୍ଯ୍ୟନ୍ତ ନିଷ୍କାସନ ହୋଇ ପାରୁ ନାହିଁ। ଗାଡ଼ିରେ ଯିବା ଆସିବା ବେଳେ ଲୋକେ ସେଠାରେ ପଡିଯାଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ଏହାର ମରାମତି କରିବା ପାଇଁ ଗୁଡାରି ଜନସାଧାରଣ ଦାବୀ କରିଛନ୍ତି।