ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ର ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆ


ଆଜି ନିଜ ଗ୍ରାମ ଶିବମନ୍ଦିର ବାବା ବିଶ୍ଵନାଥଙ୍କ ଆଶୀର୍ବାଦ ନେ଼ଇ ବହୁକର୍ମୀ ଙ୍କ ସହ ଦର୍ଶନ କରିସାରିବା ପରେ,ପ୍ରସିଦ୍ଧ ଶୈବପୀଠ ଦେଉଳଝରି ଯାଇ ବାବା ସିଦ୍ଧେଶ୍ୱରଙ୍କ ଦର୍ଶନ ସାରି ଆଠମଲ୍ଲିକ ଅଧିଷ୍ଠାତ୍ରୀ ଦେବୀ ମା ମାହେଶ୍ୱରୀ ଙ୍କ ପୀଠରୁ ବିରାଟ ପଟୁଆର ନେଇ ବହୁ କଂଗ୍ରେସ୍ କର୍ମୀ ସହ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳିଆ ଆଜି ଆଠମଲ୍ଲିକ ଉପଜିଲ୍ଲାପାଳ ଅଫିସ ରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏହି ବିରାଟ ଶୋଭଯାତ୍ରାରେ ହଜାର ହଜାର କଂଗ୍ରେସ କର୍ମୀଙ୍କ ସହ ରାଜ୍ୟ କଂଗ୍ରେସ ଓବିସି ସେଲ ର ଅଧ୍ୟକ୍ଷ ବିଜୟାନନ୍ଦ ଚାଉଳିଆ ମଧ୍ୟ ଉପସ୍ଥିତ ଥିଲେ।