Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧନୁପାଲି ରଥଯାତ୍ରା; ପାଣି ପାଇଁ ଭିଡ

ସମ୍ବଲପୁର : ଧନୁପାଲି ଶ୍ରୀ ଗୋପାଜୀ ରଥଯାତ୍ରା ଅବସରରେ ପାଣି ପାଇଁ ଦେଖିବାକୁ ମିଳିଥିଲା ଭିଡ। ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ ସେବା କାମରେ ଥିବା ବେଳେ ବୁଢାରାଜା ସ୍ଥିତ ଜଗନ୍ନାଥ କଲୋନୀ ଠାରେ ଥିବା ଆଭାର ପରିବାର ପକ୍ଷରୁ ଭକ୍ତ ଓ ଦର୍ଶକଙ୍କୁ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ରୌଦ୍ରତାପ ଓ ଗୁଲଗୁଳି ସତ୍ତ୍ୱେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ଏହି ଯାତ୍ରାରେ। ଏହାକୁ ଆଖି ଆଗରେ ରଖି ଆଭାର ପରିବାର ପକ୍ଷରୁ ପାନୀୟ ଜଳ ସେବା ଯୋଗାଇ ଦିଆଯାଇଥିଲା ।ଯେଉଁ ଥିରେ ପାଣି ପାଇଁ ତୃଷାର୍ତ୍ତଙ୍କ ଭିଡ ବେଶ ବାରି ହୋଇ ପଡୁଥିଲା । ଏଥିରେ ଆଭାର ପରିବାର ସହିତ କିଛି ସ୍ଥାନୀୟ ସ୍ୱେଚ୍ଛାସବୀ ସଦସ୍ୟ ଏଥିରେ ଜହଯୋଗ କରି ଜଳ ହିଁ ଜୀବନର ଅନ୍ୟ ଏକ ନିଦର୍ଶନ ଦେଖାଇଥିଲେ ।