Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ପିଡିଏଚଆଇର ସଭା

ସମ୍ବଲପୁର:ସମ୍ବଲପୁର ଜିଲ୍ଲାପାଳଙ୍କ ସଭାଗୃହରେ ପ୍ରୋଟେକ୍ସନ ଡେମୋକ୍ରେସୀ ହ୍ୟୁମାନରାଇଟସ ଅଫ ଇଣ୍ଡିଆ ପକ୍ଷରୁ, ୨୨ ଜଣ ସଦସ୍ୟ, ସଦସ୍ୟା ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପଥମରେ ସଂଗଠନର ପ୍ରତିଷ୍ଠାତା ତଥା ଅଧକ୍ଷ ସ୍ବର୍ଗତ ପ୍ରଦୀପ ଦୁବେଙ୍କ ଫୋଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ୧ମିନିଟ ର ନୀରବ ପ୍ରାର୍ଥନା କରା ଯାଇଥିଲା।ସଭାପତି ଆଲୋକ କୁମାର ଦାସ ପ୍ରତ୍ୟେକ ମଣିଷ ସମାଜରେ ଭାଇଚାରା ବଜାୟ ରଖିଲେ, ଏକ ସୁନ୍ଦର ସୁସ୍ଥ ସମାଜ ଗଠନ ହୋଇପାରିବ ଓ ଯେଉଁ ସ୍ଥାନରେ ମାନବ ର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବ, ସେହି ସ୍ଥାନରେ ମାନବ ଅଧିକାର ହସ୍ତକ୍ଷେପ କରି ଶାନ୍ତି ଫେରାଇ ଆଣିବାରେ ସହାୟକ ହେବା ସହିତ ଉଚିତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ.! ଜାତୀୟ ସ୍ତରିତ ସିନିଅର ଏକ୍ସଜିକ୍ୟୁଟିବ ଡ଼ ଶ୍ରୀ ସୁଧାଂଶୁ ପୂଜାରୀ ପି.ଡି.ଏଚ.ଆର.ଆଇ ଗଠନର ଆଭିମୂଖ୍ୟ ସଂପର୍କରେ ଆଲୋକ ପାତ କରିଥିଲେ।ସଭାପତି ଶ୍ରୀ ଦାସ ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ, ଶପଥ ପାଠ କରେଇଥିଲେ। ଆୟୋଜିତ ସଭାରେ ସଂଗଠନର ପରାମର୍ଶ ଦାତା ଡ଼. ସୂର୍ଯ୍ୟା କାରଡା
ମନୋଜ କୁମାର ଗୁରୁ ତ୍ରି ବିକ୍ରମ ପୋଢ଼ଙ୍କ ସମେତ ସାଧାରଣ ସମ୍ପାଦିକା ନୁରୀ ନର୍ସିଦା,ସହ ସମ୍ପାଦିକା ଶିବପ୍ରିୟା ସାହୁ,ପାର୍ବତୀ ଧନୱାର,ନାରାୟଣ ମେହେର,ମେଘୁ ମୁଣ୍ଡା,ଏମ ଡ଼ି ଅମିନ ଖାନ,କିଶୋର ଛତର, ନାରାୟଣ ଚକ୍ରଵରତି,ନାରାୟଣ ମେହେର, ଭୂମିକା ରଣା,ମଞ୍ଜିତ କୌର, ସରିତା ପଣ୍ଡା, ଶେଖ ସରଫରାଜ, ମୋହମଦ ତହୀଦ, ତାରାଚନ୍ଦ ବାଘ, ଫରହତ ଅଫଜା, ପୁର୍ଣିମା ଓରାମ ଆଦି ଉପସ୍ଥିତ ଥିଲେ.! ସର୍ବ ଶେଷରେ, ସହ ସମ୍ପାଦିକା ଶିବପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ