ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ମୁରିବାହାଲରେ ହାତୀ ଆତଙ୍କ: କାନ୍ଥ ଭାଙ୍ଗି ଶୋଇଥିବା ପରିବାରକୁ ଦଳିଦେଲେ, ୨ ଶିଶୁଙ୍କ ସହ ୪ ଗୁରୁତର; ବନାଞ୍ଚଳରେ ଘୁରି ବୁଲୁଛନ୍ତି ୩୭ ହାତୀ ।
ବଲାଙ୍ଗିର,୬।୮: ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ମୁରିବାହାଲ ବନାଞ୍ଚଳରେ ପୁଣି ହାତୀଙ୍କ ଉପଦ୍ରବ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବୁଧବାର ବିଳମ୍ବିତ...
ବଲାଙ୍ଗିର ଜିଲ୍ଲା ପାଇଁ ଶୁଭ ନବାନ୍ନ ଲଗ୍ନ ଧାର୍ଯ୍ୟ: ସେପ୍ଟେମ୍ବର ୧୫ ମଙ୍ଗଳବାର ନୂଆଖାଇ ।
ବଲାଙ୍ଗିର,୬।୮: ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଇଁ ବଲାଙ୍ଗିର ଜିଲ୍ଲାର ଶୁଭ ନବାନ୍ନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ପାରମ୍ପରିକ ରୀତିମତି...
୧୨ କୋଟିର ସେତୁ ନା ବାଲିଘର ? ନିର୍ମାଣର ୨ ମାସରେ ଧୋଇଗଲା ଉଁନ୍ଦେର ପୋଲ: ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ବୁଡ଼ିଲା ୭ ପଞ୍ଚାୟତର ଭାଗ୍ୟ ।
ବଲାଙ୍ଗୀର,୬।୮: ସରକାରୀ ଅର୍ଥର ଖୋଲାଲୁଟ୍ ଏବଂ ଦୁର୍ନୀତିର ଆର୍କାଇଭ୍ରେ ଆଉ ଗୋଟିଏ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଟିଟଲାଗଡ଼ ଗ୍ରାମ୍ୟ...
ଭୀମଭୋଇ ମେଡିକାଲ କଲେଜରେ ସ୍ଵୀପରଙ୍କ କାମ ବନ୍ଦ ଆନ୍ଦୋଳନ: ୧୫ ଦଫା ଦାବି ନେଇ ଧାରଣା, ଅଚଳ ହୋଇପାରେ ପରିମଳ ବ୍ୟବସ୍ଥା ।
ବଲାଙ୍ଗୀର,୫।୮: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସ୍ଵୀପର (ସଫେଇ କର୍ମଚାରୀ) ମାନେ ନିଜର ୧୫ ଦଫା...
ବୁଲଡୋଜର ତଳେ ଭିଟାମାଟି: ତବଳବାଞ୍ଜିରେ ପ୍ରଶାସନିକ ଉଚ୍ଛେଦ, ଗାଁରେ ତୀବ୍ର ଉତ୍ତେଜନା ।
ବଲାଙ୍ଗୀର,୫।୮: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ତବଳବାଞ୍ଜି ଗାଁରେ ପ୍ରଶାସନିକ ଉଚ୍ଛେଦ ଏବଂ ବିସ୍ଥାପନ ପ୍ରକ୍ରିୟାକୁ ନେଇ ଚରମ...
କଣ୍ଟାବାଞ୍ଜିରେ କଂଗ୍ରେସର ବିଏଲଏ-୨ ପ୍ରଶିକ୍ଷଣ ଶିବିର: ଭୋଟର ତାଲିକାରୁ ଜାଣିଶୁଣି ନାଁ କଟାଯାଉଥିବା ଅଭିଯୋଗ, ଶାସକ ଦଳକୁ ବର୍ଷିଲେ ସାଲୁଜା ।
ବଲାଙ୍ଗୀର,୩।୮: କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ-୨) ମାନଙ୍କ...
କଣ୍ଟାବାଞ୍ଜିରେ ପୁଲିସ ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ: ଓଏପିଏଫ୍ ଯବାନ ଗୁରୁତର, ୨ ଅଭିଯୁକ୍ତ ଗିରଫ ।
ବଲାଙ୍ଗୀର,୩।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଅପରାଧୀଙ୍କୁ କାବୁ କରିବାକୁ ଯାଇଥିବା ପୁଲିସ ଟିମ୍ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛି। ଧାରୁଆ...
ବଲାଙ୍ଗୀର: କଣ୍ଟାବାଞ୍ଜି ଡିକି ଭଙ୍ଗା ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର; ବ୍ୟାଙ୍କ ଭିତରୁ ପିଛା କରିଥିଲେ ଦୁର୍ବୃତ୍ତ ।
ବଲାଙ୍ଗୀର,୨।୮: କଣ୍ଟାବାଞ୍ଜି ସହରରେ ମାତିଛନ୍ତି ବ୍ୟାଙ୍କ ଲୁଟେରା ଗ୍ୟାଙ୍ଗ। ଦିନଦ୍ୱିପ୍ରହରରେ ଏସଏଚଜି (SHG) ମହିଳାଙ୍କ ଗାଡ଼ି ଡିକି ଭାଙ୍ଗି ୫୦...
ଲଗାଣ ବର୍ଷାରେ ଭାଙ୍ଗିଲା ଯଏଁତରା–କର୍ଲା ରାସ୍ତା: ପ୍ରଶାସନିକ ଅବହେଳାକୁ ନେଇ ଜନସନ୍ତୋଷ, ତୁରନ୍ତ ମରାମତି ଦାବି ।
ବଲାଙ୍ଗୀର,୧।୮: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅନ୍ତର୍ଗତ ଯଏଁତରା–କର୍ଲା ରାସ୍ତାର ବାଞ୍ଜିପଦର ଗ୍ରାମ ନିକଟରେ ଗତ ୨...
ଡିକି ଭାଙ୍ଗି ଏସଏଚଜି ଗ୍ରୁପ୍ର ୫୦ ହଜାର ଟଙ୍କା ଲୁଟ୍; କଣ୍ଟାବାଞ୍ଜିରେ ସକ୍ରିୟ ଲୁଟେରା ଗ୍ୟାଙ୍ଗ୍, ସିସିଟିଭିରେ ଫୋଟେଜ୍ କଏଦ୍ ।
ବଲାଙ୍ଗୀର,୧।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ସଂଘଠିତ ହୋଇଛି ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ...
ବଲାଙ୍ଗୀରରେ ପୁଣି ଫେକ୍ ସାର୍ଟିଫିକେଟ୍ ଘୋଟାଲା: ଅଙ୍ଗନୱାଡ଼ି ନିଯୁକ୍ତିରେ ଜାଲିଆତି, ଜଣେ ବରଖାସ୍ତ, ଜଣଙ୍କ ଇସ୍ତଫା; ଥାନାରେ ଏଫ୍ଆଇଆର୍ ।
ବଲାଙ୍ଗୀର,୩୧।୭: ବଲାଙ୍ଗୀର ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଫେକ୍ ସାର୍ଟିଫିକେଟ୍ ର ବଡ଼ ଧରଣର ଜାଲିଆତି। ଚଞ୍ଚକତା ଓ ନକଲି...
ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ: କମିଟି ଗଠନ, ବିଧାୟକ ଲକ୍ଷ୍ମଣ ବାଗ ଅଧ୍ୟକ୍ଷ ମନୋନୀତ ।
ବଲାଙ୍ଗୀର,୩୧।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୫ ଦିନିଆ ବିଶ୍ୱଶାନ୍ତି...
